ଆମୋକ୍ସିସିଲିନ
| Clinical data | |
|---|---|
| AHFS/Drugs.com | monograph |
| MedlinePlus | a685001 |
| Pregnancy category | |
| Routes of administration | Oral, intravenous |
| ATC code | |
| Legal status | |
| Legal status | |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.043.625 |
| Chemical and physical data | |
| Formula | C16H19N3O5S |
| Molar mass | 365.4 g/mol |
| 3D model (JSmol) | |
| |
| |
| (verify) | |
ଆମୋକ୍ସିସିଲିନ (ଆମୋକ୍ସ) ଔଷଧ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ଜନିତ ସଂକ୍ରମଣ ରୋଗରେ ବ୍ୟବହାର କରାଯାଏ । [୧] ମଝି କାନ ସଂକ୍ରମଣରେ ଏହା ପ୍ରଥମ ଧାଡ଼ି ଚିକିତ୍ସା ରୂପେ ଦିଆଯାଏ । ତଣ୍ଟି ସଂକ୍ରମଣ, ନିମୋନିଆ, ଚର୍ମ ସଂକ୍ରମଣ ଓ ମୂତ୍ରନଳୀ ସଂକ୍ରମଣରେ ମଧ୍ୟ ଏହା ବ୍ୟବହାର କରାଯାଏ । ଏହା ପାଟିବାଟେ ଦିଆଯାଏ । [୧]
ଆମୋକ୍ସିସିଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଲା ଅଇ ଓ ରାସ । [୧] ଏହା ଯୋଗୁ ତରଳ ଝାଡ଼ା ଓ ଇଷ୍ଟ ସଂକ୍ରମଣ ସଙ୍କଟ ଅଧିକ ହୁଏ ବିଶେଷତଃ କ୍ଲାଭୁଲାନିକ ଏସିଡ ସାଥିରେ ଦିଆଗଲେ । [୨] ପେନିସିଲିନ ପ୍ରତି ଆଲର୍ଜି ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ । ବୃକ୍କ ସମସ୍ୟାରେ ଏହା କମ ମାତ୍ରାରେ ଦିଆଯାଏ । ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ । [୧]
ସନ ୧୯୭୨ରେ ପ୍ରଥମେ ଆମୋକ୍ସିସିଲିନ ମିଳିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ପିଲାମାନଙ୍କ ନିମନ୍ତେ ଏହା ଏକ ଅତି ସାଧାରଣ ଆଣ୍ଟିବାୟୋଟିକ ପ୍ରେସକ୍ରିପସନ । [୫] ଏହା ଜେନେରିକ ଔଷଧ ଭାବରେ ମିଳେ । [୧] ଗୋଟିଏ ବଟିକାର ଦାମ 0.0୨ରୁ 0.0୫ ଆମେରିକୀୟ ଡଲାର । [୬] ଆମେରିକାରେ ଏହାର ଦଶ ଦିନର ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୬ ଆମେରିକୀୟ ଡଲାର । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Amoxicillin". The American Society of Health-System Pharmacists. Retrieved 1 August 2015.
- ↑ Gillies, M; Ranakusuma, A; Hoffmann, T; Thorning, S; McGuire, T; Glasziou, P; Del Mar, C (17 November 2014). "Common harms from amoxicillin: a systematic review and meta-analysis of randomized placebo-controlled trials for any indication". CMAJ : Canadian Medical Association journal = journal de l'Association medicale canadienne. 187: E21-31. doi:10.1503/cmaj.140848. PMID 25404399.
{{cite journal}}: Missing pipe in:|journal=(help) - ↑ Roy, Jiben (2012). An introduction to pharmaceutical sciences production, chemistry, techniques and technology. Cambridge: Woodhead Pub. p. 239. ISBN 9781908818041.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Kelly, Deirdre (2008). Diseases of the liver and biliary system in children (3 ed.). Chichester, UK: Wiley-Blackwell. p. 217. ISBN 9781444300543.
- ↑ "Amoxicillin". International Drug Price Indicator Guide. Retrieved 1 August 2015.[permanent dead link]