Jump to content

ହାୟୋସିନ ବ୍ୟୁଟାଇଲବ୍ରୋମାଇଡ

ଉଇକିପିଡ଼ିଆ‌ରୁ
ହାୟୋସିନ ବ୍ୟୁଟାଇଲବ୍ରୋମାଇଡ
Clinical data
Trade namesBuscopan
Pregnancy
category
    Routes of
    administration
    Oral, rectal, intravenous
    ATC code
    Legal status
    Legal status
    Pharmacokinetic data
    Bioavailability<1%
    Protein bindingLow
    Elimination half-life5 hours
    ExcretionRenal (50%) [ଆଧାର ଲୋଡ଼ା] and fecal
    Identifiers
    • [7(S)-(1α,2β,4β,5α,7β)]-9-butyl-7-(3-hydroxy-
      1-oxo-2-phenylpropoxy)-9-methyl-3-oxa-
      9-azonitricyclo[3.3.1.0(2,4)]nonane
    CAS Number
    PubChem CID
    DrugBank
    ChemSpider
    UNII
    ChEMBL
    ECHA InfoCard100.005.223 Edit this at Wikidata
    Chemical and physical data
    FormulaC21H30NO4+
    Molar mass360.467 g/mol
    3D model (JSmol)
    • [Br-].OC[C@H](c1ccccc1)C(=O)O[C@@H]2C[C@@H]3[C@H]4O[C@H]4[C@H](C2)[N+]3(C)CCCC
    • InChI=1S/C21H30NO4.BrH/c1-3-4-10-22(2)17-11-15(12-18(22)20-19(17)26-20)25-21(24)16(13-23)14-8-6-5-7-9-14;/h5-9,15-20,23H,3-4,10-13H2,1-2H3;1H/q+1;/p-1/t15-,16-,17-,18+,19-,20+,22?;/m1./s1 checkY
    • Key:HOZOZZFCZRXYEK-GSWUYBTGSA-M checkY
     ☒NcheckY (what is this?)  (verify)

    ହାୟୋସିନ ବ୍ୟୁଟାଇଲବ୍ରୋମାଇଡ, ଅନ୍ୟ ନାମ ସ୍କୋପୋଲାମିନ ବ୍ୟୁଟାଇଲବ୍ରୋମାଇଡ, [] ବିକ୍ରୟ ନାମ ବୁସ୍କୋପାନ,[] ଏକ ଔଷଧ ଯାହା ପେଶୀ ଶୂଳ ହେଉଥିବା ପେଟ ଯନ୍ତ୍ରଣା, ବୃକ୍କ ଶୂଳ (renal colic) ଓ ମୂତ୍ରାଶୟ ଅତିସଙ୍କୁଚନ (bladder spasm) ଇତ୍ୟାଦି ବେମାରୀରେ ଦିଆଯାଏ । [][] ଜୀବନ ଦୀପ ଲିଭିଆସୁଥିବା ବେଳେ ମୃତ୍ୟୁସ୍ୱନରେ ଉନ୍ନତି ଆଣିବା ନିମନ୍ତେ ଏହା ବ୍ୟବ‌ହାର କରାଯାଏ । [] ଏହା ପାଟିରେ, ମାଂସପେଶୀଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । []

    ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାମାନ ଯଥାକ୍ରମେ ନିଦ୍ରାଳୁତା, ଦୃଷ୍ଟି ପରିବର୍ତ୍ତନ, ସାଂଘାତିକ ଆଲର୍ଜୀଗ୍ଲକୋମା ରୋଗ ସକ୍ରିୟ କରାଏ ।[] ନିଦ୍ରାଳୁତା କମ ଦେଖାଯାଏ ।[] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ ।[] ଏହା ଏକ ଆଣ୍ଟିକଲିନର୍ଜିକ ଏଜେଣ୍ଟ,[] ଯାହାର କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ଉପରେ ବିଶେଷ ପ୍ରଭାବ ପଡ଼େନି ।[]

    ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[]ଗୋଟିଏ ପିଲ ପିଛା ଏହାର ମୂଲ୍ୟ ସନ ୨୦୧୪ରେ ୦.୦୦୪ରୁ ୦.୧୧ ଆମେରିକୀୟ ଡଲାର ଥିଲା ।[] ଏହା ହାୟୋସିନରୁ ପ୍ରସ୍ତୁତ କରାଯାଏ ଯାହା ଆଟ୍ରୋପିନ ବେଲାଡୋନା ଗଛରେ ଥାଏ ।[୧୦]

    1. Juo, Pei-Show (2001). Concise Dictionary of Biomedicine and Molecular Biology (2nd ed.). Hoboken: CRC Press. p. 570. ISBN 9781420041309.
    2. 1 2 3 4 5 6 "BUSCOPAN Tablets and Ampoules BUSCOPAN FORTE Tablets". TGA eBusiness Services. BOEHRINGER INGELHEIM PTY LIMITED. 8 November 2010. Retrieved 22 October 2013.
    3. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 270. ISBN 9781284057560.
    4. Paice, Judith (2015). Care of the Imminently Dying. Oxford University Press. p. 43. ISBN 9780190244309.
    5. Handbook of Palliative Care (3rd ed.). New York: Wiley. 2012. p. 570. ISBN 9781118426814.
    6. Hanks, Geoffrey (2011). Oxford textbook of palliative medicine (4th ed.). Oxford [etc.]: Oxford University Press. p. 805. ISBN 9780199693146.
    7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    8. Territo, editor, Dennis A. Casciato ; associate editor, Mary C. (2012). Manual of clinical oncology (7th ed.). Philadelphia: Wolters Kluwer/Lippincott Williams & Wilkins Health. p. 146. ISBN 9781451115604. {{cite book}}: |first1= has generic name (help)CS1 maint: multiple names: authors list (link)
    9. "Hyoscine Butylbromide". International Drug Price Indicator Guide. Archived from the original on 10 May 2017. Retrieved 4 December 2015.
    10. Twycross, Robert (2003). Introducing palliative care (4th ed.). Oxford: Radcliffe Medical Press. p. 172. ISBN 9781857759150.