ମେଗ୍ଲୁମିନ ଆଣ୍ଟିମୋନିଏଟ

ଉଇକିପିଡ଼ିଆ‌ରୁ
(Meglumine antimoniateରୁ ଲେଉଟି ଆସିଛି)
ମେଗ୍ଲୁମିନ ଆଣ୍ଟିମୋନିଏଟ
Clinical data
Synonymsmeglumine antimonate
AHFS/Drugs.comMicromedex Detailed Consumer Information
ATC code
Identifiers
  • Hydroxy-dioxostiborane; (2R,3R,4R,5S)-6-methylaminohexane-1,2,3,4,5-pentol
CAS Number
PubChem CID
ChemSpider
UNII
ChEMBL
NIAID ChemDB
ECHA InfoCard100.004.645 Edit this at Wikidata
Chemical and physical data
FormulaVariable
Molar massVariable
3D model (JSmol)
  • O=[Sb](=O)O.O[C@@H]([C@@H](O)[C@H](O)[C@@H](O)CNC)CO
  • InChI=1S/C7H17NO5.H2O.2O.Sb/c1-8-2-4(10)6(12)7(13)5(11)3-9;;;;/h4-13H,2-3H2,1H3;1H2;;;/q;;;;+1/p-1/t4-,5+,6+,7+;;;;/m0..../s1 checkY
  • Key:XOGYVDXPYVPAAQ-SESJOKTNSA-M checkY
 ☒NcheckY (what is this?)  (verify)

ମେଗ୍ଲୁମିନ ଆଣ୍ଟିମୋନିଏଟ (ଇଂରାଜୀ ଭାଷାରେ Meglumine antimoniate) ଏକ ଔଷଧ ଯାହା ଲିସମାନିଆସିସ ରୋଗରେ ବ୍ୟବ‌ହୃତ ହୁଏ । ଏହି ଲିସମାନିଆସିସ ବିଭିନ୍ନ ପ୍ରକାର ହୋଇପାରେ ଯେପରି ଭିସେରାଲ, ମ୍ୟୁକୋକ୍ୟୁଟାନିଅସ ଓ କ୍ୟୁଟାନିଅସ ଲିସମାନିଆସିସ । ଏହାକୁ ମାଂସପେଶୀରେ (injection into a muscle) ବା ସଂକ୍ରମିତ ସ୍ଥାନରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅରୁଚି, ଅଇ, ପେଟ ଯନ୍ତ୍ରଣା, କାଶ, ଥକ୍କା ଅନୁଭବ, ମାଂସପେଶୀ ଯନ୍ତ୍ରଣା, ଅନିୟମିତ ହୃଦ୍‌ଗତି (irregular heartbeat) ଓ ବୃକ୍‌କ ସମସ୍ୟା (kidney problems) । ହୃତ୍‌ପିଣ୍ଡ, ଯକୃତ ବା ବୃକ୍‌କ ସମସ୍ୟା ଥିବା ଲୋକ ଏହା ବ୍ୟବ‌ହାର କରିବାକୁ ମନା କରାଯାଏ । ସ୍ତନ୍ୟପାନ (breastfeeding) ସମୟରେ ଏହା ଦେବା ଉଚିତ ନୁହେଁ । ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଆଲ (pentavalent antimonial) ଔଷଧ ଶ୍ରେଣୀର ଏହା ଏକ ଔଷଧ ।[୧]

ମେଗ୍ଲୁମିନ ଆଣ୍ଟିମୋନିଏଟ ସନ ୧୯୪୬ରେ ଡାକ୍ତରୀ ବ୍ୟବ‌ହାରରେ ଆରମ୍ଭ ହେଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହାର ଏକ ଭାଏଲର ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ୪.୩୨ ଆମେରିକୀୟ ଡଲାର ଥିଲା ।[୪] ଏହି ଔଷଧ ଦକ୍ଷିଣ ୟୁରୋପ ଓ ଲାଟିନ ଆମେରିକାରେ (Latin America) ମିଳେ କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 183. ISBN 9789241547659. Retrieved 8 December 2016.
  2. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 59. ISBN 9780470015520.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Meglumine Antimonate". International Drug Price Indicator Guide. Archived from the original on 27 December 2019. Retrieved 8 December 2016.
  5. Bope, Edward T.; Kellerman, Rick D.; Rakel, Robert E. (2010). Conn's Current Therapy 2011: Expert Consult (in ଇଂରାଜୀ). Elsevier Health Sciences. p. 95. ISBN 143773572X.
  6. Gorbach, Sherwood L.; Bartlett, John G.; Blacklow, Neil R. (2004). Infectious Diseases (in ଇଂରାଜୀ). Lippincott Williams & Wilkins. p. 355. ISBN 9780781733717.