Jump to content

ମେସନା

ଉଇକିପିଡ଼ିଆ‌ରୁ
ମେସନା
Clinical data
Pronunciation/ˈmɛznə/
AHFS/Drugs.commonograph
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    by mouth, intravenous
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability45–79% (by mouth)
    MetabolismOxidised in circulation
    Elimination half-life0.36–8.3 hours
    Excretionkidney
    Identifiers
    • sodium 2-sulfanylethanesulfonate
    CAS Number
    PubChem CID
    ChemSpider
    UNII
    KEGG
    ChEMBL
    ECHA InfoCard100.039.336 Edit this at Wikidata
    Chemical and physical data
    FormulaC2H5NaO3S2
    Molar mass164.181 g/mol
    3D model (JSmol)
    • [Na+].[O-]S(=O)(=O)CCS
    • InChI=1S/C2H6O3S2.Na/c3-7(4,5)2-1-6;/h6H,1-2H2,(H,3,4,5);/q;+1/p-1 checkY
    • Key:XOGTZOOQQBDUSI-UHFFFAOYSA-M checkY
     ☒NcheckY (what is this?)  (verify)

    ମେସନା (ଇଂରାଜୀ ଭାଷାରେ Mesna, ବିକ୍ରୟ ନାମ ମେସନେକ୍ସ) ଏକ ଔଷଧ ଯାହା ସାଇକ୍ଲୋଫସଫାମାଇଡ ବା ଆଇଫୋସଫାମାଇଡ ଔଷଧ ନେଉଥିବା ଲୋକଙ୍କୁ ଦେଲେ ମୂତ୍ରାଶୟରୁ ରକ୍ତସ୍ରାବ (bleeding from the bladder) ହେବା ସଙ୍କଟ କମିଯାଏ ।[] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ମେସନାର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ମୁଣ୍ଡବଥା, ବାନ୍ତି, ନିଦ୍ରାଳୁ, ଅରୁଚି, କାଶ, ରାସ ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[] ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପଦ ଜଣାଯାଉଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[] ମେସନା ଏକ ଅର୍ଗାନୋସଲଫର ଯୌଗିକ ପଦାର୍ଥ (organosulfur compound) । [] ଏହା ସାଇକ୍ଲୋଫସଫାମାଇଡ ଓ ଆଇଫସଫାମାଇଡମାନଙ୍କର ଭଙ୍ଗା ପଦାର୍ଥଗୁଡ଼ିକୁ ବଦଳେଇ ଅଳ୍ପ ବିଷାକ୍ତ କରିଦିଏ ।[]

    ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୮୮ରେ ମେସନା ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୪୦୦ ମି:ଗ୍ରା ଭାଏଲର କ୍ରୟ ମୂଲ୍ୟ ୩.୫୦ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୩.୯୫ ପାଉଣ୍ଡ ।[]

    1. 1 2 3 4 5 6 "Mesna". The American Society of Health-System Pharmacists. Retrieved 8 December 2016.
    2. "Mesna (Mesnex) Use During Pregnancy". www.drugs.com. Retrieved 20 December 2016.
    3. Patwardhan, Bhushan; Chaguturu, Rathnam (2016). Innovative Approaches in Drug Discovery: Ethnopharmacology, Systems Biology and Holistic Targeting (in ଇଂରାଜୀ). Academic Press. p. 53. ISBN 9780128018224.
    4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    5. "Mesna". International Drug Price Indicator Guide. Archived from the original on 11 May 2017. Retrieved 8 December 2016.
    6. British national formulary : BNF 69 (69 ed.). British Medical Association. 2015. p. 578. ISBN 9780857111562.