Jump to content

ମିଡାଜୋଲାମ୍

ଉଇକିପିଡ଼ିଆ‌ରୁ
ମିଡାଜୋଲାମ୍
Clinical data
Pronunciation/mɪˈdæzəlæm/
Trade namesDormicum, Hypnovel, Versed
AHFS/Drugs.commonograph
MedlinePlusa609003
Pregnancy
category
  • AU: C
  • US: D (Evidence of risk)
    Routes of
    administration
    Oral, IM, IV, parenteral
    ATC code
    Legal status
    Legal status
    Pharmacokinetic data
    BioavailabilityOral ~36%
    intramuscular 90%+
    Protein binding97%
    MetabolismLiver 3A3, 3A4, 3A5
    Onset of actionwithin 5 min (IV), 15 min (IM), 20 min (oral)[]
    Elimination half-life1.8-6.4 hours
    Duration of action1 to 6 hrs[]
    ExcretionKidney
    Identifiers
    • 8-chloro-6-(2-fluorophenyl)-1-methyl-4H-imidazo[1,5-a][1,4]benzodiazepine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.056.140 Edit this at Wikidata
    Chemical and physical data
    FormulaC18H13ClFN3
    Molar mass325.78
    3D model (JSmol)
    • FC1=CC=CC=C1C2=NCC3=CN=C(N3C4=C2C=C(Cl)C=C4)C
    • InChI=1S/C18H13ClFN3/c1-11-21-9-13-10-22-18(14-4-2-3-5-16(14)20)15-8-12(19)6-7-17(15)23(11)13/h2-9H,10H2,1H3 checkY
    • Key:DDLIGBOFAVUZHB-UHFFFAOYSA-N checkY
      (verify)

    ମିଡାଜୋଲାମ୍, ବ୍ୟବସାୟୀକ ନାମ ଭର୍ସ୍‌ଡ୍ ଏକ ନିଶ୍ଚେତକ ଔଷଧ, ନିଦ୍ରାହୀନତାସାଇକୋମୋଟୋର ଉତ୍ତେଜନା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏହା ଉଦ୍‌ବିଗ୍‌ନତା କମାଏ, ନିଦ କରାଏ ଓ ନୂଆ ସ୍ମୃତି ରକ୍ଷା କରିବାରେ ଅପାରଗ କରାଏ ।[] ବାତ seizure ଚିକିତ୍ସାରେ ଏହା ଉପକାର କରେ ।[] ଏହା ପାଟିରେ ଦିଆଯାଏ, ଶୀରାରେ, ମାଂସପେଶୀରେ ଦିଆଯାଏ ଓ ବକାଲ ଆଡମିନିସ୍ଟ୍ରେସନ କରାଯାଏ । [][] ଶୀରାରେ ଦେଲେ ଏହା ୫ ମିନିଟ ମଧ୍ୟରେ କାମ ଆରମ୍ଭ କରେ, ମାଂସପେଶୀରେ ଦେଲେ ୧୫ ମିନିଟରେ କାମ କରେ । [] ଏହାର ପ୍ରଭାବ ଏକ ଘଣ୍ଟାରୁ ଛଅ ଘଣ୍ଟା ପର୍ଯ୍ୟନ୍ତ ରହେ । []

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ପ୍ରଚେଷ୍ଟା କମିଯାଏ, ନିମ୍ନ ରକ୍ତଚାପ ଓ ନିଦ୍ରାଳୁ କରାଏ ।[] ଦୀର୍ଘ ସମୟ ବ୍ୟବ‌ହାର କଲେ ସ‌ହ‌ନଶୀଳତା ଦେଖାଯାଏ ଓ ଔଷଧ ବନ୍ଦ କଲେ ପ୍ରତ୍ୟାବର୍ତ୍ତନ ଲକ୍ଷଣ ଦେଖାଯାଏ । [] ବିରୋଧାଭାସ ଲକ୍ଷଣ ଯେପରିକି ବର୍ଦ୍ଧିଷ୍ଣୁ କର୍ମ ଦେଖାଯାଏ ବିଶେଷତଃ ପିଲା ଓ ବୃଦ୍ଧଙ୍କଠାରେ ।[] ଗର୍ଭାବସ୍ଥାରେ ସଙ୍କଟର ପ୍ରମାଣ ମିଳେ କିନ୍ତୁ ସ୍ତନ୍ୟପାନ ସମୟରେ ଗୋଟିଏ ଡୋଜ ଦେବାରେ କୌଣସି ହାନୀ ହେବ ପ୍ରମାଣ ମିଳିନାହିଁ । [][] ଏହା ବେଞ୍ଜୋଡାଏଜେପିନ୍ ଦଳର ଔଷଧ ଓ ଜିଏବିଏ ନିଉରୋଟ୍ରାନ୍‌ସମିଟର (GABA neurotransmitter) କାମ କରେ । []

    ସନ ୧୯୭୬ରେ ପ୍ରଥମେ ବ୍ୟବ‌ହୃତ ହେଲା । []ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[] ଏହାର ଏକ ଭାଏଲ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୦.୩୫ ଆମେରିକୀୟ ଡଲାର ।[] ଅନେକ ଦେଶମାନଙ୍କରେ ଏହା ଏକ ନିୟନ୍ତ୍ରିତ ପଦାର୍ଥ[]

    1. 1 2 3 4 5 6 7 8 9 10 "Midazolam Hydrochloride". The American Society of Health-System Pharmacists. Retrieved Aug 1, 2015.
    2. 1 2 Brigo, F; Nardone, R; Tezzon, F; Trinka, E (August 2015). "Nonintravenous midazolam versus intravenous or rectal diazepam for the treatment of early status epilepticus: A systematic review with meta-analysis". Epilepsy & behavior : E&B. 49: 325–36. doi:10.1016/j.yebeh.2015.02.030. PMID 25817929.
    3. 1 2 Riss, J.; Cloyd, J.; Gates, J.; Collins, S. (Aug 2008). "Benzodiazepines in epilepsy: pharmacology and pharmacokinetics". Acta Neurol Scand. 118 (2): 69–86. doi:10.1111/j.1600-0404.2008.01004.x. PMID 18384456.[permanent dead link]
    4. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 21. ISBN 9781284057560.
    5. "Midazolam use while Breastfeeding". Retrieved 29 August 2015.
    6. Agasti, TK (2011). Textbook of anaesthesia for postgraduates (First edition. ed.). p. 351. ISBN 9789380704944.
    7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    8. "Midazolam". International Drug Price Indicator Guide. Retrieved 29 August 2015.[permanent dead link]