Jump to content

ଭିନ‌୍‌କ୍ରିସ୍ଟିନ୍

ଉଇକିପିଡ଼ିଆ‌ରୁ
ଭିନ‌୍‌କ୍ରିସ୍ଟିନ୍
Clinical data
Pronunciation/ˈvɪnˈkrɪstn/ (listen)[]
Trade namesOncovin, Vincasar, others[]
AHFS/Drugs.commonograph
MedlinePlusa682822
Pregnancy
category
  • AU: D
  • US: D (Evidence of risk)
    Routes of
    administration
    intravenous
    ATC code
    Legal status
    Legal status
    Pharmacokinetic data
    Bioavailabilityn/a (not reliably absorbed by the GI tract)[]
    Protein binding~44%[]
    MetabolismLiver, mostly via CYP3A4 and CYP3A5[]
    Elimination half-life19 to 155 hours (mean: 85 hours)[]
    ExcretionFaeces (70-80%), urine (10-20%)[]
    Identifiers
    • (3aR,3a1R,4R,5S,5aR,10bR)-Methyl 4-acetoxy-3a-ethyl-9-((5S,7S,9S)-5-ethyl-5-hydroxy-9-(methoxycarbonyl)-2,4,5,6,7,8,9,10-octahydro-1H-3,7-methano[1]azacycloundecino[5,4-b]indol-9-yl)-6-formyl-5-hydroxy-8-methoxy-3a,3a1,4,5,5a,6,11,12-octahydro-1H-indolizino[8,1-cd]carbazole-5-carboxylate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.289 Edit this at Wikidata
    Chemical and physical data
    FormulaC46H56N4O10
    Molar mass824.958 g/mol
    3D model (JSmol)
    • O=C(OC)[C@]4(c2c(c1ccccc1n2)CCN3C[C@](O)(CC)C[C@@H](C3)C4)c5c(OC)cc6c(c5)[C@@]89[C@@H](N6C=O)[C@@](O)(C(=O)OC)[C@H](OC(=O)C)[C@@]7(/C=C\CN([C@@H]78)CC9)CC
    • InChI=1S/C46H56N4O10/c1-7-42(55)22-28-23-45(40(53)58-5,36-30(14-18-48(24-28) ☒N
    • Key:OGWKCGZFUXNPDA-XQKSVPLYSA-N checkY
     ☒NcheckY (what is this?)  (verify)

    ଭିନ‌୍‌କ୍ରିସ୍ଟିନ୍, ଅନ୍ୟ ନାମ ଲିଉରୋକ୍ରିସ୍ଟିନ୍ ଏକ ବ୍ରାଣ୍ଡ ନାମ ଅଙ୍କୋଭିନ୍ ଏକ କେମୋଥେରାପି ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । [] ଏହି ରୋଗମାନଙ୍କର ନାମ ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ଆକ୍ୟୁଟ ମାୟେଲଏଡ ଲିଉକେମିଆ, ହଜକିନ୍‌ସ ଡିଜିଜ୍, ନିଉରୋବ୍ଲାସ୍ଟୋମାସ୍ମଲ ସେଲ ଫୁସଫୁସ କର୍କଟ ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ ଆକାରରେ ଦିଆଯାଏ । []

    ଅଧିକାଂଶ ରୋଗୀ ଭିନ‌୍‌କ୍ରିସ୍ଟିନ୍ ଚିକିତ୍ସାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ।ସାଧାରଣତଃ ସ୍ପର୍ଶଶକ୍ତିରେ ପରିବର୍ତ୍ତନ, ବାଳ କ୍ଷୟ, କୋଷ୍ଠକାଠିନ୍ୟ, ଚାଲିବାରେ ଅସୁବିଧା ଓ ମୁଣ୍ଡବଥା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଉରୋପାଥିକ ଯନ୍ତ୍ରଣା, ଫୁସଫୁସ କ୍ଷତି, କିମ୍ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଉଲ୍ଲେଖନୀୟ । ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ହୋଇପାରେ । ଏହା ସଠିକ ଜୀବକୋଷ ବିଭାଜନ ପ୍ରକ୍ରିୟାକୁ ବାଧା ପ୍ରଦାନ କରେ[]

    ସନ ୧୯୬୧ରେ ଭିନ‌୍‌କ୍ରିସ୍ଟିନ୍ ପ୍ରଥମେ ପୃଥକ୍ କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହାର ଡୋଜ ପିଛା ହୋଲସେଲ ଖର୍ଚ୍ଚ ୧.୮୦ରୁ ୪୨.୬୦ ଆମେରିକୀୟ ଡଲାର ।[] ଏହା ଏକ ଭିନ‌କା ଆଲକାଲଏଡ ଜାତୀୟ ପଦାର୍ଥ ଯାହା ମାଡାଗାସ୍କର ପେରିୱିଙ୍କ୍ଲ କାଥାରାନ୍ଥସ ରୋଜିଅସରୁ ମିଳେ ।[]

    1. "Vincristine". Dictionary.com. Random House, Inc. Retrieved 9 November 2014.
    2. "NCI Drug Dictionary". NCI. Retrieved 28 November 2015.
    3. 1 2 3 4 Brayfield, A, ed. (13 December 2013). "Vincristine". Martindale: The Complete Drug Reference. Pharmaceutical Press. Retrieved 15 April 2014.
    4. "Oncovin, Vincasar PFS (vincristine) dosing, indications, interactions, adverse effects, and more". Medscape Reference. WebMD. Retrieved 16 April 2014.
    5. 1 2 3 "Vincristine Sulfate". The American Society of Health-System Pharmacists. Retrieved Jan 2, 2015.
    6. 1 2 Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. pp. 157–159. ISBN 9783527326693.
    7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    8. "Vincristine". International Drug Price Indicator Guide. Retrieved 28 November 2015.[permanent dead link]