Jump to content

ଆମ୍ଫୋଟେରିସିନ ବି

ଉଇକିପିଡ଼ିଆ‌ରୁ
(Amphotericin Bରୁ ଲେଉଟି ଆସିଛି)
ଆମ୍ଫୋଟେରିସିନ ବି
Clinical data
Trade namesFungizone, Mysteclin-F, others
AHFS/Drugs.commonograph
Pregnancy
category
  • US: B (No risk in non-human studies)
    Routes of
    administration
    usually I.V. (slow infusion only)
    ATC code
    Legal status
    Legal status
    • Rx-only, hospitalization recommended.
    Pharmacokinetic data
    Bioavailability100% (IV)
    Metabolismkidney
    Elimination half-lifeinitial phase : 24 hours,
    second phase : approx. 15 days
    Excretion40% found in urine after single cumulated over several days
    biliar excretion also important
    Identifiers
    • (1R,3S,5R,6R,9R, 11R,15S,16R,17R,18S,19E,21E, 23E,25E,27E,29E,31E,33R,35S,36R,37S)- 33-[(3-amino- 3,6-dideoxy- β-D-mannopyranosyl)oxy]- 1,3,5,6,9,11,17,37-octahydroxy- 15,16,18-trimethyl- 13-oxo- 14,39-dioxabicyclo [33.3.1] nonatriaconta- 19,21,23,25,27,29,31-heptaene- 36-carboxylic acid
    CAS Number
    PubChem CID
    DrugBank
    ChemSpider
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.014.311 Edit this at Wikidata
    Chemical and physical data
    FormulaC47H73NO17
    Molar mass924.091
    3D model (JSmol)
    Melting point170 °C (338 °F)
    • O=C(O)[C@@H]3[C@@H](O)C[C@@]2(O)C[C@@H](O)C[C@@H](O)[C@H](O)CC[C@@H](O)C[C@@H](O)CC(=O)O[C@@H](C)[C@H](C)[C@H](O)[C@@H](C)C=CC=CC=CC=CC=CC=CC=C[C@H](O[C@@H]1O[C@H](C)[C@@H](O)[C@H](N)[C@@H]1O)C[C@@H]3O2
    • InChI=1S/C47H73NO17/c1-27-17-15-13-11-9-7-5-6-8-10-12-14-16-18-34(64-46-44(58)41(48)43(57)30(4)63-46)24-38-40(45(59)60)37(54)26-47(61,65-38)25-33(51)22-36(53)35(52)20-19-31(49)21-32(50)23-39(55)62-29(3)28(2)42(27)56/h5-18,27-38,40-44,46,49-54,56-58,61H,19-26,48H2,1-4H3,(H,59,60)/b6-5+,9-7+,10-8+,13-11+,14-12+,17-15+,18-16+/t27-,28-,29-,30+,31+,32+,33-,34-,35+,36+,37-,38-,40+,41-,42+,43+,44-,46-,47+/m0/s1 checkY
    • Key:APKFDSVGJQXUKY-INPOYWNPSA-N checkY
      (verify)

    ଆମ୍ଫୋଟେରିସିନ ବି (ଇଂରାଜୀ ଭାଷାରେ Amphotericin B) ଏକ କବକରୋଧୀ ଔଷଧ (antifungal medication) ଯାହା ସାଂଘାତିକ କବକ ସଂକ୍ରମଣ (fungal infection) ଓ ଲିସମାନିଆସିସ (leishmaniasis) ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[] ଆସପରଜିଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କାଣ୍ଡିଡା ସଂକ୍ରମଣ (candida), କ‌କସିଡିଓଇଡୋମାଇକୋସିସ (coccidioidomycosis) ଓ କ୍ରିପ୍ଟୋକ‌କୋସିସ (cryptococcosis) ଇତ୍ୟାଦି କବକ ସଂକ୍ରମଣରେ ଏହି ଔଷଧ ଦିଆଯାଏ [] କେତେକ ସଂକ୍ରମଣରେ ଏହା ସ‌ହିତ ଫ୍ଲୁସାଇଟୋସିନ (flucytosine) ଦିଆଯାଏ []ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, କମ୍ପ ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ଔଷଧ ଦେବା ସଙ୍ଗେସଙ୍ଗେ ପ୍ରକାଶ ପାଏ ଓ ବୃକ୍‌କ ସମସ୍ୟା ମଧ୍ୟ ଦେଖାଯାଏ । ଆଲର୍ଜି ଓ ଆନାଫାଇଲାକ୍‌ସିସ ମଧ୍ୟ ଦେଖାଯାଇପାରେ ।[] ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ହେଲେ ହାଇପୋକାଲେମିଆମାୟୋକାର୍ଡ଼ାଇଟିସ ଦେଖାଯାଏ ।[] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । ଏହି ଔଷଧର ଏକ ଲିପିଡ ଫର୍ମୁଲାରେ ଅଳ୍ପ ପ୍ରତିକ୍ରିୟା ଦେଖାଯାଏ ।[] ଏହା ପଲିଇନ (polyene) ଶ୍ରେଣୀର ଔଷଧ ଯାହା କବକର କୋଷ ଆବରଣରେ (cell membrane) ବାଧା ସୃଷ୍ଟିକରେ ।[][]

    ସନ ୧୯୫୫ରେ ପ୍ରଥମେ ସ୍ଟ୍ରେପ୍ଟୋମାଇସେସ ନୋଡୋସସରୁ (Streptomyces nodosus) ଆମ୍ଫୋଟେରିସିନ ବି ପ୍ରସ୍ତୁତ କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ କୋର୍ଷର ମୂଲ୍ୟ ସନ ୨୦୧୦ରେ ୧୬୨ରୁ ୨୨୯ ଆମେରିକୀୟ ଡଲାର ଥିଲା ।[]

    1. 1 2 3 4 Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. pp. 55, 88, 186. ISBN 9789241209496.
    2. 1 2 3 4 5 6 "Amphotericin B". The American Society of Health-System Pharmacists. Retrieved Jan 1, 2015.
    3. WHO Model Formulary 2008 (PDF). World Health Organization. 2009. p. 145. ISBN 9789241547659. Retrieved 8 December 2016.
    4. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
    5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.