Jump to content

ଫିନାଇଲେଫ୍ରିନ

ଉଇକିପିଡ଼ିଆ‌ରୁ
ଫିନାଇଲେଫ୍ରିନ
Skeletal formula of phenylephrine
Ball-and-stick model of the phenylephrine molecule
Clinical data
Pronunciation/ˌfɛnəlˈɛfriːn, fiː-, -ɪn/
Trade namesMany
AHFS/Drugs.commonograph
data
Pregnancy
category
  • US: C (Risk not ruled out)
    Routes of
    administration
    By mouth, in the nose, on the eye, intravenous, intramuscular
    ATC code
    Legal status
    Legal status
    Pharmacokinetic data
    Bioavailability38% through GI tract
    Protein binding95%
    MetabolismLiver (oxidative deamination)
    Onset of actionVery rapid (IV), within 20 min (by mouth)[୧]
    Elimination half-life2.1–3.4 h
    Duration of actionUp to 20 min (IV), 4 hrs (by mouth)[୧]
    Identifiers
    • (R)-3-[-1-hydroxy-2-(methylamino)ethyl]phenol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.386 Edit this at Wikidata
    Chemical and physical data
    FormulaC9H13NO2
    Molar mass167.205 g/mol
    3D model (JSmol)
    • O[C@H](c1cc(O)ccc1)CNC
    • InChI=1S/C9H13NO2/c1-10-6-9(12)7-3-2-4-8(11)5-7/h2-5,9-12H,6H2,1H3/t9-/m0/s1 checkY
    • Key:SONNWYBIRXJNDC-VIFPVBQESA-N checkY
      (verify)

    ଫିନାଇଲେଫ୍ରିନ (ଇଂରାଜୀ ଭାଷାରେ Phenylephrine) ଏକ ଔଷଧ ଯାହା ରକ୍ତ ଚାପ ବୃଦ୍ଧି କରିବାକୁ, ମିଡ୍ରିଆସିସ (dilate the pupil), ଡିକଞ୍ଜେସ୍ଟାଣ୍ଟ (decongestant) ନିମନ୍ତେ ଓ ଅର୍ଶ କମ୍ କରିବାକୁ ଦିଆଯାଏ ।[୧][୨] ଡିକଞ୍ଜେସ୍ଟାଣ୍ଟ ଭାବରେ ମାର୍କେଟରେ ମିଳିଲେ ମଧ୍ୟ ପାଟିରେ ଦିଆଗଲେ, ଆଲର୍ଜିକ ନାକ ପ୍ରଦାହ ରୋଗ ନିମନ୍ତେ ଏହାର ଉପକାର ସ୍ପଷ୍ଟ ହୋଇନାହିଁ ।[୧] ଏହା ପାଟିରେ, ଶିରା ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଚର୍ମରେ ଲଗାଯାଏ ।[୧]

    ଫିନାଇଲେଫ୍ରିନ ପାଟିରେ ନେବାପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା ଓ ଉଦ୍‌ବେଗ ପ୍ରକାଶ ପାଇପାରେ ।[୧] ଅର୍ଶ ଚିକିତ୍ସାରେ ଏହା ସ‌ହ୍ୟ କରିହୁଏ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଧୀର ହୃଦ୍‌ଗତି , ଅନ୍ତନଳୀ ସ୍ୱଳ୍ପ ରକ୍ତ‌ହୀନତା, ଆଞ୍ଜାଇନା, ବୃକ୍‌କ ଫେଲ (kidney failure) ଓ ଇଞ୍ଜେକସନ ନେବା ସ୍ଥାନରେ ତନ୍ତୁ ମୃତ୍ୟୁ (tissue death) ହୋଇପାରେ ।[୧][୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୧] ଫିନାଇଲେଫ୍ରିନ ଏକ ସିଲେକ୍ଟିଭ ଆଡ୍ରେନର୍ଜିକ ରିସେପ୍ଟର ସକ୍ରିୟକାରୀ (selective α1-adrenergic receptor); ତେଣୁ ଧମନୀ (arteries) ଓ ଶିରା (veins) ସଙ୍କୁଚିତ ହୋଇଯାଏ ।[୧]

    ସନ ୧୯୨୭ରେ ଫିନାଇଲେଫ୍ରିନ ପେଟେଣ୍ଟ ହେବାପରେ ସନ ୧୯୩୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଭାଏଲ ପିଛା ପ୍ରାୟ ୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଏହାର ଅପବ୍ୟବ‌ହାର ଅତି ସାଧାରଣ ।[୪]

    ଏହା ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. 1 2 3 4 5 6 7 8 9 10 "Phenylephrine Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 10 January 2019.
    2. 1 2 3 4 British national formulary : BNF 76 (76, 1140 ed.). Pharmaceutical Press. 2018. pp. 188–189. ISBN 9780857113382.
    3. ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 541. ISBN 9783527607495.
    4. ↑ "Max Strength Decongestant Tablets" (PDF). www.mhra.gov.uk. p. 10. Retrieved 10 January 2019.

    ବାହ୍ୟ ଲିଙ୍କ

    [ସମ୍ପାଦନା]