ଫ୍ଲୁଡ୍ରୋକର୍ଟିଜୋନ

ଉଇକିପିଡ଼ିଆ‌ରୁ
ଫ୍ଲୁଡ୍ରୋକର୍ଟିଜୋନ
Clinical data
Synonyms9α-fluorocortisol, 9α-fluorohydrocortisone
AHFS/Drugs.commonograph
Pregnancy
category
  • C
Routes of
administration
by mouth
ATC code
Legal status
Legal status
Pharmacokinetic data
Protein bindingHigh
Metabolismliver
Elimination half-life3.5 hours
Identifiers
  • (11β)-9-Fluoro-11,17,21-trihydroxypregn-4-ene-3,20-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.004.395 Edit this at Wikidata
Chemical and physical data
FormulaC21H29FO5
Molar mass380.45 g/mol
3D model (JSmol)
  • O=C(CO)[C@]3(O)[C@]2(C[C@H](O)[C@]4(F)[C@@]1(/C(=C\C(=O)CC1)CC[C@H]4[C@@H]2CC3)C)C
  • InChI=1S/C21H29FO5/c1-18-7-5-13(24)9-12(18)3-4-15-14-6-8-20(27,17(26)11-23)19(14,2)10-16(25)21(15,18)22/h9,14-16,23,25,27H,3-8,10-11H2,1-2H3/t14-,15-,16-,18-,19-,20-,21-/m0/s1 checkY
  • Key:AAXVEMMRQDVLJB-BULBTXNYSA-N checkY
 ☒NcheckY (what is this?)  (verify)

ଫ୍ଲୁଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Fludrocortisone, ବିକ୍ରୟ ନାମ ଫ୍ଲୋରିନେଫ/Florinef) ଏକ କର୍ଟିକୋସ୍ଟିରଏଡ (corticosteroid) ଯାହା ଆଡ୍ରେନୋଜାନିଟାଲ ସିଣ୍ଡ୍ରୋମ (adrenogenital syndrome), ପୋସ୍ଚୁରାଲ ହାଇପୋଟେନସନ (postural hypotension) ଓ ଆଡ୍ରେନାଲ ଇନସଫିସିଏନ୍‌ସି (adrenal insufficiency) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଆଡ୍ରେନାଲ ଇନସଫିସିଏନ୍‌ସି ଥିଲେ ଏହା ସ‌ହିତ ହାଇଡ୍ରୋକର୍ଟିଜୋନ ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]

ଫ୍ଲୁଡ୍ରୋକର୍ଟିଜୋନର ସାଧାରଣ ପାର୍ଶ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ (high blood pressure), ଫୁଲା, ହୃଦ୍‌ପାତନିମ୍ନ ରକ୍ତ ପଟାସିଅମ (low blood potassium) ଆଦି ଦେଖାଯାଏ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଇମ୍ମ୍ୟୁନିଟି ଦମନ (low immune system function), ପରଳ, ମାଂସପେଶୀ ଦୁର୍ବଳତା ଓ ମନୋଭାବ ପରିବର୍ତ୍ତନ ଆଦି ଦେଖାଯାଏ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୨] ଫ୍ଲୁଡ୍ରୋକର୍ଟିଜୋନ ମୂଖ୍ୟତଃ ମିନେରାଲୋକର୍ଟିକଏଡ (mineralocorticoid) ହୋଇଥିଲେ ମଧ୍ୟ ତାହାର ଗ୍ଲୁକୋକର୍ଟିକଏଡ (glucocorticoid) ପ୍ରଭାବ ଅଛି । [୧]

ସନ ୧୯୫୩ରେ ଫ୍ଲୁଡ୍ରୋକର୍ଟିଜୋନ ପେଟେଣ୍ଟ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଇଂଲଣ୍ଡରେ ଏହି ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧.୫୨ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧର ଏକ ମାସର ଖର୍ଚ୍ଚ ପ୍ରାୟ ୧୧.୯୬ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Florinef Acetate". The American Society of Health-System Pharmacists. Retrieved 8 December 2016.
  2. "Fludrocortisone Use During Pregnancy | Drugs.com". www.drugs.com. Retrieved 24 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 484. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. British national formulary : BNF 69 (69 ed.). British Medical Association. 2015. p. 494. ISBN 9780857111562.
  6. "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 24 December 2016.