କୁଇନାଇନ୍
| Clinical data | |
|---|---|
| Pronunciation | US: /ˈkwaɪnaɪn/, /kwɪˈniːn/ or UK: /ˈkwɪniːn/ KWIN-een |
| Trade names | Qualaquin, Quinate, Quinbisul |
| AHFS/Drugs.com | monograph |
| MedlinePlus | a682322 |
| data | |
| Pregnancy category | |
| Routes of administration | By mouth, intramuscular, intravenous, rectal |
| ATC code | |
| Legal status | |
| Legal status | |
| Pharmacokinetic data | |
| Protein binding | 70-95%[୧] |
| Metabolism | Liver (mostly CYP3A4 and CYP2C19-mediated) |
| Elimination half-life | 8-14 hours (adults), 6-12 hours (children)[୧] |
| Excretion | Kidney (20%) |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.004.550 |
| Chemical and physical data | |
| Formula | C20H24N2O2 |
| Molar mass | ୩୨୪.୪୨ g·mol−1 |
| 3D model (JSmol) | |
| Melting point | 177 °C (351 °F) |
| |
| |
| | |
କୁଇନାଇନ୍ ଔଷଧ ମ୍ୟଲେରିଆ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହାର କରାଯାଏ ତଥା ବାବେସିଓସିସ୍ (babesiosis) ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୨] ପ୍ଲାଜମୋଡିଅମ୍ ଫାଲସିପେରମ୍ ଯୋଗୁ ହେଉଥିବା ମ୍ୟାଲେରିଆ ଯଦି କ୍ଲୋରୋକୁଇନ ପ୍ରତିରୋଧୀ ଥାଏ ଓ ଆର୍ଟେସୁନେଟ ନ ମିଳିଲେ କୁଇନାଇନ୍ ଦିଆଯାଏ ।[୨][୩] ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ରୋଗରେ ଏହା ବ୍ୟବହୃତ ହେଉଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ଏହା ପାଟିରେ ବା ଶିରାଭ୍ୟନ୍ତରରେ ଦିଆଯାଏ । କୁଇନାଇନ୍ ପ୍ରତିରୋଧୀ ମ୍ୟଲେରିଆ ମଧ୍ୟ ପୃଥିବୀରେ କେତେକ ସ୍ଥାନରେ ଦେଖାଯାଏ ।[୨]
କୁଇନାଇନ୍ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଟିନିଟସ୍, ଦୃଷ୍ଟି ସମସ୍ୟା ଓ ଝାଳ ବୁହା ଆଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବଧିରତା, ଅଳ୍ପ ରକ୍ତ ପ୍ଲାଟେଲେଟ ଓ ଅନିୟମିତ ହୃତ୍ସ୍ପନ୍ଦନ ଦେଖାଯାଏ । ଏହି ଔଷଧ ବ୍ୟବହାର କଲେ ଆତପଦାହ (sunburn) ହେବା ସମ୍ଭାବନା ରହେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ବିପଦଜନକ କି ନୁହେଁ ସ୍ପଷ୍ଟ ଜଣାନଥିଲେ ମଧ୍ୟ ଏହା ଦେବାକୁ ସୁପାରିସ କରାଯାଏ । ଏହାର କାର୍ଯ୍ୟକଳାପ ସ୍ପଷ୍ଟ ଜଣାଯାଇ ନାହିଁ ।[୨]
ସନ ୧୮୨୦ରେ ସିଙ୍କୋନା ଗଛର ଛାଲିରୁ ପ୍ରଥମେ କୁଇନାଇନ୍ ପୃଥକ୍ କରାଯାଇଥିଲା ।[୨][୪] ପ୍ରାୟ ସନ ୧୬୩୨ ପରଠାରୁ ମ୍ୟଲେରିଆ ଚିକିତ୍ସା ନିମନ୍ତେ ଏହି ଗଛ ଛାଲି ବ୍ୟବହାର କରାଯାଉଛି । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏକ କୋର୍ସ କୁଇନାଇନ୍ର ହୋଲସେଲ ମୂଲ୍ୟ ପ୍ରାୟ ୧.୭୦ରୁ ୩.୪୦ ଆମେରିକୀୟ ଡଲାର । [୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ସର ମୂଲ୍ୟ ପ୍ରାୟ ୨୫୦ ଡଲାର । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Qualaquin (quinine) dosing, indications, interactions, adverse effects, and more". Medscape Reference. WebMD. Retrieved 29 January 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Quinine Sulfate". The American Society of Health-System Pharmacists. Retrieved Jan 2016.
{{cite web}}: Check date values in:|accessdate=(help) - ↑ Esu, E; Effa, EE; Opie, ON; Uwaoma, A; Meremikwu, MM (11 September 2014). "Artemether for severe malaria". The Cochrane database of systematic reviews. 9: CD010678. PMID 25209020.
- ↑ Cechinel-Filho, edited by Valdir (2012). Plant bioactives and drug discovery : principles, practice, and perspectives. Hoboken, N.J.: John Wiley & Sons. p. 2. ISBN 9780470582268.
{{cite book}}:|first1=has generic name (help) - ↑ editors, Henry M. Staines, Sanjeev Krishna, (2011). Treatment and Prevention of Malaria : Antimalarial Drug Chemistry, Action and Use. [S.l.]: Springer Verlag. p. 45. ISBN 9783034604796.
{{cite book}}:|last1=has generic name (help)CS1 maint: extra punctuation (link) CS1 maint: multiple names: authors list (link) - ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Quinine Sulfate". International Drug Price Indicator Guide. Retrieved 12 January 2016.[permanent dead link]