Jump to content

ଆଟୋରଭାସ୍ଟାଟିନ

ଉଇକିପିଡ଼ିଆ‌ରୁ
(Atorvastatinରୁ ଲେଉଟି ଆସିଛି)
ଆଟୋରଭାସ୍ଟାଟିନ
Clinical data
Pronunciation/əˌtɔːrvəˈstætən/
Trade namesLipitor, Atorva, others
AHFS/Drugs.commonograph
MedlinePlusa600045
data
Pregnancy
category
  • AU: D
  • US: X (Contraindicated)
    Routes of
    administration
    By mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability12%
    MetabolismLiver (CYP3A4)
    Elimination half-life14 hours
    ExcretionBile
    Identifiers
    • (3R,5R)-7-[2-(4-Fluorophenyl)-3-phenyl-4-(phenylcarbamoyl)-5-propan-2-ylpyrrol-1-yl]-3,5-dihydroxyheptanoic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.125.464 Edit this at Wikidata
    Chemical and physical data
    FormulaC33H35FN2O5
    Molar mass558.64
    3D model (JSmol)
    • O=C(O)C[C@H](O)C[C@H](O)CCn2c(c(c(c2c1ccc(F)cc1)c3ccccc3)C(=O)Nc4ccccc4)C(C)C
    • InChI=1S/C33H35FN2O5/c1-21(2)31-30(33(41)35-25-11-7-4-8-12-25)29(22-9-5-3-6-10-22)32(23-13-15-24(34)16-14-23)36(31)18-17-26(37)19-27(38)20-28(39)40/h3-16,21,26-27,37-38H,17-20H2,1-2H3,(H,35,41)(H,39,40)/t26-,27-/m1/s1 checkY
    • Key:XUKUURHRXDUEBC-KAYWLYCHSA-N checkY
      (verify)

    ଆଟୋରଭାସ୍ଟାଟିନ (ଇଂରାଜୀ ଭାଷାରେ Atorvastatin, ଏକ ବିକ୍ରୟ ନାମ ଲିପିଟର/ Lipitor) ଏକ ସ୍ଟାଟିନ (statin) ଔଷଧ ଯାହା ଅଧିକ ସଙ୍କଟରେ ଥିବା ହୃଦରକ୍ତନାଳୀ ରୋଗ ଓ ଡିସଲିପିଡେମିଆ (abnormal lipid levels) ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] ହୃଦରକ୍ତନାଳୀ ରୋଗ ନିମନ୍ତେ ଏହା ଏକ ପ୍ରଥମ ଧାଡ଼ିର ଔଷଧ ।[] ଏହା ପାଟିରେ ଦିଆଯାଏ ।[]

    ଆଟୋରଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ତରଳ ଝାଡ଼ା, ଛାତି ଜ୍ୱାଳା, ଅଇ ଓ ମାଂସପେଶୀ ଯନ୍ତ୍ରଣା ହୁଏ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟା ଓ ମଧୁମେହ ହୋଇପାରେ ।[] ଗର୍ଭାବସ୍ଥାରେ ଶିଶୁର କ୍ଷତି ହୋଇପାରେ । [] ଯକୃତରେ କୋଲେସ୍ଟେରଲ ପ୍ରସ୍ତୁତ କରୁଥିବା ଏଞ୍ଜାଇମ ଏଚଏମଜି-ସିଓଏ ରିଡକ୍ଟେଜର (HMG-CoA reductase) କାମକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । []

    ଆଟୋରଭାସ୍ଟାଟିନ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ୩.୮୦ ଆମେରିକୀୟ ଡଲାର ଥିଲା ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ମାସର ଖର୍ଚ୍ଚ ସନ ୨୦୧୮ରେ ୦.୭୦ ପାଉଣ୍ଡ ଥିଲା ।[] ସନ ୨୦୧୬ରେ ଏହି ଔଷଧର ୯୬ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ସେ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ୩ୟ ସର୍ବାଧିକ ପ୍ରେସକ୍ରିପସନ ଥିଲା []

    1. 1 2 3 4 5 6 7 8 9 "Atorvastatin Calcium Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
    2. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    3. British national formulary : BNF 76 (76 ed.). Pharmaceutical Press. 2018. pp. 200–201. ISBN 9780857113382.
    4. "The Top 300 of 2019". clincalc.com. Retrieved 22 December 2018.