କ୍ରାମ୍ପ

ଉଇକିପିଡ଼ିଆ‌ରୁ
Cramp
ୱାର୍ମ ଅପ ବ୍ୟାୟାମ ନ କରୁଥିବା ଆଥଲେଟମାନଙ୍କର ସାଧାରଣତଃ କ୍ରାମ୍ପ ହୁଏ ।

କ୍ରାମ୍ପ ଏକ ଯନ୍ତ୍ରଣା ଯାହା ମାଂସ ପେଶୀର ଅତ୍ୟଧିକ ସଙ୍କୋଚନ (contraction or over shortening) ଯୋଗୁ ଅନୁଭବ ହୁଏ । ଏହା ହଠାତ ଆରମ୍ଭ ହୁଏ ଓ କିଛି ସେକେଣ୍ଡ, ମିନିଟ ବା ଘଣ୍ଟା ମଧ୍ୟରେ ଭଲ ହୋଇଯାଏ । ଉଭୟ ସ୍ୱେଚ୍ଛାକୃତ (skeletal muscle) ଓ ସ୍ୱତଃଜାତ ପେଶୀରେ smooth muscle ହୁଏ । ସ୍କେଲିଟାଲ ମାଂସ ପେଶୀର ଥକ୍କାଣ, ଅତ୍ୟଧିକ ପରିଶ୍ରମ, ଅନ୍ତରାଷ୍ଟ୍ରୀୟ ଖେଳ, ଦେହରେ ସୋଡିୟମ, ପଟାସିୟମ ଓ ମ୍ୟାଗନେସିୟମ ମାତ୍ରା କମିଗଲେ କ୍ରାମ୍ପ ହୁଏ । ଋତୁସ୍ରାବ ଓ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହେଲେ ସ୍ମୁଥ ମାଂସ ପେଶୀରେ କ୍ରାମ୍ପ ହୁଏ । ଯେଉଁ ପେଶୀରେ କ୍ରାମ୍ପ ହୋଇଥାଏ ସେହି ପେଶୀରେ ଯନ୍ତ୍ରଣା ହୁଏ । ସେହି ସ୍ଥାନକୁ ସ୍ପର୍ଷ କଲେ ଦରଜ ଲାଗ । ସାଧାରଣତଃ ଏହା ଜଙ୍ଘ, ଗୋଡ଼ ଓ ପାଦ ମାଂସ ପେଶୀ ମାନଙ୍କରେ ହୁଏ [୧]

ଋତୁସ୍ରାବ ବା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ଥିଲେ ସ୍ୱତଃଜାତ ପେଶୀର କ୍ରାମ୍ପ ହୋଇପାରେ ।

ଆଧାର[ସମ୍ପାଦନା]