Jump to content

ସିମ୍‌ଭାସ୍ଟାଟିନ୍

ଉଇକିପିଡ଼ିଆ‌ରୁ
(Simvastatinରୁ ଲେଉଟି ଆସିଛି)
ସିମ୍‌ଭାସ୍ଟାଟିନ୍ (INN)
Clinical data
Pronunciation/ˈsɪmvəstæt[invalid input: 'ɨ']n/
Trade namesZocor, other
AHFS/Drugs.commonograph
MedlinePlusa692030
data
Pregnancy
category
  • AU: D
  • US: X (Contraindicated)
    Routes of
    administration
    Oral
    ATC code
    Legal status
    Legal status
    Pharmacokinetic data
    Bioavailability5%
    Protein binding95%
    MetabolismHepatic (CYP3A4)
    Elimination half-life2 hours for simvastatin and 1.9 hours for simvastatin acid
    ExcretionRenal 13%, faecal 60%
    Identifiers
    • (1S,3R,7S,8S,8aR)-8-{2-[(2R,4R)-4-hydroxy-6-oxotetrahydro-2H-pyran-2-yl]ethyl}-3,7-dimethyl-1,2,3,7,8,8a-hexahydronaphthalen-1-yl 2,2-dimethylbutanoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.115.749 Edit this at Wikidata
    Chemical and physical data
    FormulaC25H38O5
    Molar mass418.566 g/mol
    3D model (JSmol)
    • O=C(O[C@@H]1[C@H]3C(=C/[C@H](C)C1)\C=C/[C@@H]([C@@H]3CC[C@H]2OC(=O)C[C@H](O)C2)C)C(C)(C)CC
    • InChI=1S/C25H38O5/c1-6-25(4,5)24(28)30-21-12-15(2)11-17-8-7-16(3)20(23(17)21)10-9-19-13-18(26)14-22(27)29-19/h7-8,11,15-16,18-21,23,26H,6,9-10,12-14H2,1-5H3/t15-,16-,18+,19+,20-,21-,23-/m0/s1 checkY
    • Key:RYMZZMVNJRMUDD-HGQWONQESA-N checkY
      (verify)

    ସିମ୍‌ଭାସ୍ଟାଟିନ୍, ବ୍ୟବସାୟୀକ ନାମ ଜୋକୋର, ଏକ ଲିପିଡ କମ କରିବା ଔଷଧ.[] ଏହା ସ‌ହିତ ବ୍ୟାୟାମ, ଖାଦ୍ୟ ଓ ଓଜନ ହ୍ରାସ କରିବା ଆବଶ୍ୟକ । ଏହା ଉଚ୍ଚ ସଙ୍କଟାପନ୍ନ ହୃତ୍‌ପିଣ୍ଡ ସମସ୍ୟା କମେଇବାରେ ସାହାଯ୍ୟ କରେ । ଏହା ପାଟିରେ ଦିଆଯାଏ । []

    ମାଂସପେଶୀ କ୍ଷୟ, ଯକୃତ ସମସ୍ୟା ଓ ବର୍ଦ୍ଧିତ ରକ୍ତ ଶର୍କରା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । କୋଷ୍ଠକାଠିନ୍ୟ, ମୁଣ୍ଡବଥା ଓ ଅଇ ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ବୃକ୍‌କ ସମସ୍ୟା ଥିଲେ ଏହାର ଡୋଜ କମ କରିବାକୁ ପଡ଼େ ।[] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି ହେବା ପ୍ରମାଣ ମିଳିଛି ।[][] ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହା ଦେବା ନିଷିଦ୍ଧ । ଏହା ସ୍ଟାଟିନ ଶ୍ରେଣୀର ଔଷଧ ଯାହା ଯକୃତଦ୍ୱାରା ପ୍ରସ୍ତୁତ ହେଉଥିବା କୋଲେସ୍ଟେରଲ ତିଆରି କମ କରିଦିଏ । []

    ସିମ୍‌ଭାସ୍ଟାଟିନ୍ ଔଷଧ ମର୍କ କମ୍ପାନୀଦ୍ୱାରା ପ୍ରସ୍ତୁତ ହୋଇ ସନ ୧୯୬୨ରେ ବ୍ୟବ‌ହୃତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [] ସନ ୨୦୧୪ରେ ଏହାର ଦୈନିକ ହୋଲସେଲ ଖର୍ଚ୍ଚ ୦.୦୧ରୁ ୦.୧୨ ଆମେରିକୀୟ ଡଲାର ଥିଲା । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୦.୫୦ରୁ ୧.୦୦ ଡଲାର ।[] ଏହା ଏକ ପ୍ରକାର ଫିମ୍ପି ବା ଫଙ୍ଗସ୍‌ ଆସପରଜିଲସ ଟେରିଅସରୁ ପ୍ରସ୍ତୁତ ହୁଏ । []

    1. 1 2 3 4 5 6 7 "Simvastatin". The American Society of Health-System Pharmacists. Retrieved Jan 8, 2015.
    2. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    3. 1 2 Cechinel-Filho, Valdir (2012). Plant bioactives and drug discovery : principles, practice, and perspectives. Hoboken, N.J.: John Wiley & Sons. p. 104. ISBN 9780470582268.
    4. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    5. "Simvastatin". International Drug Price Indicator Guide. Archived from the original on 5 March 2017. Retrieved 28 November 2015.