ଆସ୍ପିରିନ

ଉଇକିପିଡ଼ିଆ ରୁ
(Aspirin ରୁ ଲେଉଟି ଆସିଛି)
Jump to navigation Jump to search
ଆସ୍ପିରିନ
Aspirin-skeletal.svg
Aspirin-B-3D-balls.png
Clinical data
Pronunciationacetylsalicylic acid /əˌstəlˌsælɪˈsɪlɪk/
Synonyms2-acetoxybenzoic acid
acetylsalicylate
acetylsalicylic acid
O-acetylsalicylic acid
AHFS/Drugs.commonograph
MedlinePlusa682878
data
Pregnancy
category
  • AU: C
  • US: C (Risk not ruled out) D in the 3rd trimester
Routes of
administration
Most commonly by mouth, also rectal, lysine acetylsalicylate may be given intravenously or intramuscularly
ATC code
Legal status
Legal status
  • AU: S2 (Pharmacy only) except when given intravenously (in which case it is schedule 4), used in animal medicine (schedule 5/6) or when the dose is higher than usual.
  • UK: General sales list (GSL, OTC)
  • US: OTC
Pharmacokinetic data
Bioavailability80–100%[୨]
Protein binding80–90%[୧]
MetabolismLiver, (CYP2C19 and possibly CYP3A), some is also hydrolysed to salicylate in the gut wall.[୧]
Elimination half-lifeDose-dependent; 2–3 hours for low doses, 15–30 hours for large doses.[୧]
ExcretionUrine (80–100%), sweat, saliva, feces[୨]
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.000.059 Edit this at Wikidata
Chemical and physical data
FormulaC9H8O4
Molar mass180.157 g/mol
3D model (JSmol)
Density1.40 g/cm3
Melting point୧୩୫ °C (୨୭୫ °F)
Boiling point୧୪୦ °C (୨୮୪ °F) (decomposes)
Solubility in water3 mg/mL (20 °C)
  (verify)

ଆସ୍ପିରିନ (ଇଂରାଜୀ ଭାଷାରେ ଆସ୍ପିରିନ/Aspirin, ରାସାୟନିକ ନାମ ଆସେଟାଇଲ ସାଲିସାଲିକ ଏସିଡ/acetylsalicylic acid ବା ଏଏସଏ/ASA) ଏକ ପ୍ରକାର ଔଷଧ ଯାହା ପ୍ରଦାହ, ଯନ୍ତ୍ରଣାଜ୍ୱର ନିବାରଣ ନିମନ୍ତେ ଦିଆଯାଏ ।[୩] କାୱାସାକି ଡିଜିଜ, ପେରିକାର୍ଡ଼ାଇଟିସ (pericarditis) ଓ ରିଉମାଟିକ ଜ୍ୱର ଇତ୍ୟାଦି ରୋଗରେ ଏହା ନିର୍ଦ୍ଦିଷ୍ଟ ଭାବରେ ଦିଆଯାଏ । ହୃଦ୍‌ଘାତ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଆସ୍ପିରିନ ଦେଲେ ମୃତ୍ୟୁ ସଙ୍କଟ କମିଯାଏ । ଉଚ୍ଚ ସଙ୍କଟ ଥିବା ଲୋକଙ୍କର ହୃଦ୍‌ଘାତ, ସ୍ଟ୍ରୋକଥ୍ରୋମ୍ବସ (blood clots) ରୋଗମାନଙ୍କର ପ୍ରତିରୋଧ ନିମନ୍ତେ ଦୀର୍ଘକାଳୀନ ଆସ୍ପିରିନ ଦିଆଯାଏ ।[୩] ଆସ୍ପିରିନ ଦେଲେ କୋଲୋରେକ୍ଟାଲ କର୍କଟ ଭଳି କେତେକ କର୍କଟ ରୋଗମାନଙ୍କର ସଙ୍କଟ କମିଯାଏ ।[୪] ଜ୍ୱର ଓ ଯନ୍ତ୍ରଣା ନିମନ୍ତେ ଦେଲେ ଏହି ଔଷଧର କାର୍ଯ୍ୟ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[୩]

ଏହି ଔଷଧ ଯୋଗୁ ପେଟ ଗୋଳମାଳ (upset stomach) ଭଳି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପାକସ୍ଥଳୀ ଘାଆ, ପାକସ୍ଥଳୀ ରକ୍ତସ୍ରାବଆଜ୍‌ମା ଅଧିକ ହେବା ଦେଖାଯାଏ । ମଦ୍ୟପାନ ଓ କେତେକ ଔଷଧ ଯେପରିକି ନନ୍‌ସ୍ଟିରଏଡାଲ ଆଣ୍ଟିନଫ୍ଲାମେଟରି (nonsteroidal anti-inflammatory drug) ବା ଆଣ୍ଟିକୋଆଗୁଲାଣ୍ଟ (blood thinners) ସେବନ କଲେ ଓ ବୟସ୍କ ଲୋକଙ୍କର ରକ୍ତସ୍ରାବ ସଙ୍କଟ ଅଧିକ ରହେ । ଗର୍ଭାବସ୍ଥାର ଶେଷ ଭାଗରେ ଆସ୍ପିରିନ ଦେବାକୁ ସୁପାରିସ କରାଯାଏ ନାହିଁ । ରେ ସିଣ୍ଡ୍ରୋମ ହେବା ସମ୍ଭାବନା ଥିବାରୁ ସଂକ୍ରମଣ ଥିବା ପିଲାଙ୍କୁ ଆସ୍ପିରିନ ଦିଆଯାଏ ନାହିଁ । ଅଧିକ ଡୋଜ ଦେଲେ ଟିନାଇଟସ ହୁଏ । ଅନ୍ୟାନ୍ୟ ଏନଏସଆଇଡି ଭଳି ଏହା କାମ କରିବା ସ‌ହ ପ୍ଲାଟେଲେଟର କାର୍ଯ୍ୟବିଧି ଅବରୋଧ କରିଦିଏ ।[୩]

ଅତି କମରେ ପ୍ରାୟ ୨୪୦୦ ବର୍ଷ ଧରି ଔଷଧୀୟ ଗୁଣ ଥିବା ଯୋଗୁ ଆସ୍ପିରିନ ଥିବା ଉଇଲୋ ଗଛର ପତ୍ର ବ୍ୟବ‌ହୃତ ହୋଇଆସିଛି ।[୫] ସନ ୧୭୬୩ରେ ଏଡ଼ୱାର୍ଡ଼ ସ୍ଟୋନ (Edward Stone) ଏହାର ଛାଲି ରସ ନେଇ ଜ୍ୱର ନିମନ୍ତେ ପ୍ରଥମ ଅନୁଶୀଳନ କରିଥିଲେ ।[୬][୫] ସନ ୧୮୯୭ରେ ରାସାୟନିକ ପଦ୍ଧତିରେ ଆସ୍ପିରିନ ପ୍ରସ୍ତୁତ କରିଥିବା ଯୋଗୁ ବେୟର କମ୍ପାନୀର କେମିଷ୍ଟ ଫେଲିକ୍ସ ହଫମ୍ୟାନଙ୍କୁ (Felix Hoffmann) ଶ୍ରେୟ ଦିଆଯାଏ ।[୭]

ପୃଥିବୀରେ ସର୍ବାଧିକ ବ୍ୟବ‌ହୃତ ଔଷଧମାନଙ୍କ ମଧ୍ୟରୁ ଆସ୍ପିରିନ ଗୋଟିଏ ଯାହା ଲୋକମାନେ ପ୍ରତିବର୍ଷ ୪୦,୦୦୦ ଟନ (୫୦ରୁ ୧୨୦ ନିୟତ ବଟିକା) ଗ୍ରହଣ କରୁଛନ୍ତି ।[୮][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ସନ ୨୦୧୪ରେ ଏହାର ବିକାଶଶୀଳ ଦେଶମାନଙ୍କରେ ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୦.୦୦୨ରୁ ୦.୦୨୫ ଆମେରିକୀୟ ଡଲାର ।[୧୦] ସନ ୨୦୧୫ରେ ଗୋଟିଏ ମାସର ଆସ୍ପିରିନ ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨୫ ଡଲାରରୁ କମ ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Brayfield, A, ed. (14 January 2014). "Aspirin". Martindale: The Complete Drug Reference. Pharmaceutical Press. Retrieved 3 April 2014.
  2. ୨.୦ ୨.୧ "Zorprin, Bayer Buffered Aspirin (aspirin) dosing, indications, interactions, adverse effects, and more". Medscape Reference. WebMD. Retrieved 3 April 2014.
  3. ୩.୦ ୩.୧ ୩.୨ ୩.୩ "Aspirin". Drugs.com. American Society of Health-System Pharmacists. June 6, 2016. Retrieved 30 August 2016.
  4. Patrignani, P; Patrono, C (30 August 2016). "Aspirin and Cancer". Journal of the American College of Cardiology. 68 (9): 967–76. PMID 27561771.
  5. ୫.୦ ୫.୧ ୫.୨ Jones, Alan (2015). Chemistry: An Introduction for Medical and Health Sciences (in ଇଂରାଜୀ). John Wiley & Sons. pp. 5–6. ISBN 9780470092903.
  6. Edmund, Stone (1763). "An account of the success of the bark of the willow in the cure of agues. In a Letter to the Right Honourable George Earl of Macclesfield, President of R. S. from the Rev. Mr. Edmund Stone, of Chipping-Norton in Oxfordshire". Philosophical Transactions of the Royal Society of London. 53: 195–200. doi:10.1098/rstl.1763.0033. JSTOR 105721.
  7. Sneader, W (2000). "The discovery of aspirin: A reappraisal". BMJ (Clinical research ed.). 321 (7276): 1591–1594. doi:10.1136/bmj.321.7276.1591. PMC 1119266. PMID 11124191.
  8. Warner, T D; Warner TD, Mitchell JA (2002). "Cyclooxygenase-3 (COX-3): filling in the gaps toward a COX continuum?". Proceedings of the National Academy of Sciences of the United States of America. 99 (21): 13371–3. doi:10.1073/pnas.222543099. PMC 129677. PMID 12374850.
  9. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  10. "Acetylsalicylic Acid". International Drug Price Indicator Guide. Retrieved 30 August 2016.
  11. Hamilton, Richart (2015). Tarascon pocket pharmacopoeia (2015 deluxe lab-coat edition ed.). Jones & Bartlett Learning. p. 5. ISBN 9781284057560.CS1 maint: Extra text (link)