Jump to content

ପ୍ରାମିପେକ୍ସୋଲ

ଉଇକିପିଡ଼ିଆ‌ରୁ
ପ୍ରାମିପେକ୍ସୋଲ
Clinical data
Trade namesMirapex, Mirapexin, Sifrol
AHFS/Drugs.commonograph
MedlinePlusa697029
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability>90%
    Protein binding15%
    Elimination half-life8–12 hours
    ExcretionUrine (90%), Feces (2%)
    Identifiers
    • (S)-N6-propyl-4,5,6,7-tetrahydro-1,3-benzothiazole-2,6-diamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.124.761 Edit this at Wikidata
    Chemical and physical data
    FormulaC10H17N3S
    Molar mass211.324 g/mol
    3D model (JSmol)
    • n1c2c(sc1N)C[C@@H](NCCC)CC2
    • InChI=1S/C10H17N3S/c1-2-5-12-7-3-4-8-9(6-7)14-10(11)13-8/h7,12H,2-6H2,1H3,(H2,11,13)/t7-/m0/s1 checkY
    • Key:FASDKYOPVNHBLU-ZETCQYMHSA-N checkY
      (verify)

    ପ୍ରାମିପେକ୍ସୋଲ (ଇଂରାଜୀ ଭାଷାରେ Pramipexole, ଏକ ବିକ୍ରୟ ନାମ ମିରାପେକ୍ସ/ Mirapex) ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ/ ପିଡି) ଓ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ/ ଆରଏଲଏସ) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[] ପିଡି ରୋଗରେ ଏହା ଏକ‌କ ଭାବରେ ଓ ଲେଭୋଡୋପା (levodopa) ସ‌ହିତ ଦିଆଯାଇପାରେ ।[] ଏହା ପାଟିରେ ଦିଆଯାଏ ।[]

    ପ୍ରାମିପେକ୍ସୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ନିଦ୍ରା ସମସ୍ୟା, ଶୁଷ୍ଡ ପାଟି ଓ ହାଲୁସିନେସନ (hallucinations) ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ଜୁଆ ଖେଳ ଆଗ୍ରହ, ଯୌନ ସମ୍ଭୋଗ, ହୃଦ୍‌ପାତଅଳ୍ପ ରକ୍ତଚାପ (low blood pressure) ହୋଇପାରେ ।[] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧ ଦେବାର ନିରାପତ୍ତା ଅସ୍ପଷ୍ଟ ଅଛି ।[] ଏହା ଅଣ-ଏର୍ଗୋଲିନ ଶ୍ରେଣୀର (non-ergoline) ଡୋପାମିନ ଅଗୋନିସ୍ଟ (dopamine agonist) ଔଷଧ ।[]

    ପ୍ରାମିପେକ୍ସୋଲ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୮.୪୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫ ଆମେରିକୀୟ ଡଲାର ।[] ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାରେ ୨୦୪ତମ ସ୍ଥାନ ଅଧିକାର କରିଥିଲା ।[]

    1. 1 2 3 4 5 6 7 "Pramipexole Dihydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
    2. "Pramipexole Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
    3. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 417–418. ISBN 9780857113382.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]