Jump to content

କ୍ଲୋନାଜେପାମ୍

ଉଇକିପିଡ଼ିଆ‌ରୁ
କ୍ଲୋନାଜେପାମ୍
Clinical data
AHFS/Drugs.commonograph
MedlinePlusa682279
data
Pregnancy
category
  • AU: C
  • US: D (Evidence of risk)
    Dependence
    liability
    Moderate[]
    Routes of
    administration
    Oral, I.M., I.V, sublingual
    ATC code
    Legal status
    Legal status
    Pharmacokinetic data
    Bioavailability90%
    Protein binding~85%
    MetabolismLiver CYP3A4
    Onset of actionWithin an hour[]
    Elimination half-life18–50 hours
    Duration of action6 to 12 hr[]
    ExcretionKidney
    Identifiers
    • 5-(2-Chlorophenyl)-7-nitro-2,3-dihydro-1,4-benzodiazepin-2-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.015.088 Edit this at Wikidata
    Chemical and physical data
    FormulaC15H10ClN3O3
    Molar mass315.715
    3D model (JSmol)
    • [O-][N+](C1=CC2=C(C=C1)NC(CN=C2C3=CC=CC=C3Cl)=O)=O
    • InChI=1S/C15H10ClN3O3/c16-12-4-2-1-3-10(12)15-11-7-9(19(21)22)5-6-13(11)18-14(20)8-17-15/h1-7H,8H2,(H,18,20) checkY
    • Key:DGBIGWXXNGSACT-UHFFFAOYSA-N checkY
      (verify)

    କ୍ଲୋନାଜେପାମ, ବା ବିକ୍ରିହେଉଥିବା ବ୍ରାଣ୍ଡ ନାମ କ୍ଲୋନୋପିନ ଏକ ଔଷଧ ଯାହା କେତେକ ରୋଗର ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ଯଥା: - ବାତ/ସିଜର(seizures), ପ୍ୟାନିକ ଡିଜଅର୍ଡ଼ର ଓ ମୁଭମେଣ୍ଟ ଡିଜଅର୍ଡ଼ର ଯେପରିକି ଆକାଥିସିଆ[] ଏହା ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଟ୍ରାଙ୍କୁଇଲାଇଜର କାମ କରେ । ଏହା ପାଟି ବାଟେ ଦିଆଯାଏ । [] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ୬ରୁ ୧୨ ଘଣ୍ଟା ପର୍ଯ୍ୟନ୍ତି ରହେ । []

    ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା:- ନିଦ୍ରାବେଶ, ସମନ୍ୱୟ ଅଭାବ ଓ ଉତ୍ତେଜନା । ଏହା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି କରାଏ । ବେଞ୍ଜୋଡାଏଜେପିନର ଦୀର୍ଘକାଳୀନ ପ୍ରଭାବ ଯୋଗୁ ଡ୍ରଗ ଇନ୍‌ଟୋଲେରାନ୍ସ, ବେଞ୍ଜୋଡାଏଜେପିନ ଡିପେଣ୍ଡେନ୍ସ ଓ ଡ୍ରଗ ନେବା ବନ୍ଦକଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ ।[]ଚାରି ସପ୍ତାହରୁ ଅଧିକ କାଳ ଏହା ନେଲେ ଡିପେଣ୍ଡେନ୍ସ ହୁଏ । [] ଗର୍ଭାବସ୍ଥାରେ ନେଲେ ଶିଶୁକୁ ବିପଦ ହୋଇପାରେ । [] ଏହା ଗାବା ରେସେପ୍ଟର ସ‌ହିତ ସଂଯୁକ୍ତ ହୋଇ ଗାବା ପ୍ରଭାବ ବୃଦ୍ଧି କରାଏ । []

    କ୍ଳୋନାଜେପାମ ଏସଏନ ୧୯୬୪ରେ ପ୍ରଥମେ ପେଟେଣ୍ଟ ହୋଇଥିଲା ଓ ଆମେରିକାରେ ସନ ୧୯୭୫ରେ ବିକ୍ରୟ ଆରମ୍ଭ କରାଯାଇଥିଲା ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ [] ଏହାର ହୋଲସେଲ ମୂଲ୍ୟ ପିଲ ପିଛା 0.0୧ରୁ 0.0୭ ଆମେରୋକୀୟ ଡଲାର ।[] ଆମେରିକାରେ ଏହାର ପ୍ରତି ପିଲର ମୂଲ୍ୟ ପ୍ରାୟ 0.୪0 ଆମେରିକୀୟ ଡଲାର ।[] ପୃଥିବୀର ଅନେକ ସ୍ଥାନରେ ଏହା ମନୋରଞ୍ଜନ‌କାରୀ ଔଷଧ ହିସାବରେ ବ୍ୟବହାର କରାଯାଏ ।[][]

    1. Saunders Nursing Drug Handbook 2014
    2. 1 2 3 Cooper, edited by Grant (2007). Therapeutic uses of botulinum toxin. Totowa, N.J.: Humana Press. p. 214. ISBN 9781597452472. {{cite book}}: |first1= has generic name (help)
    3. 1 2 3 4 5 6 "Clonazepam". The American Society of Health-System Pharmacists. Retrieved Aug 15, 2015.
    4. 1 2 Riss, J.; Cloyd, J.; Gates, J.; Collins, S. (Aug 2008). "Benzodiazepines in epilepsy: pharmacology and pharmacokinetics". Acta Neurol Scand. 118 (2): 69–86. doi:10.1111/j.1600-0404.2008.01004.x. PMID 18384456. Archived from the original (PDF) on 2020-04-04. Retrieved 2015-10-26.
    5. Shorter, Edward (2005). "B". A Historical Dictionary of Psychiatry. Oxford University Press. ISBN 9780190292010.
    6. "Clonazepam". International Drug Price Indicator Guide. Archived from the original on 30 October 2015. Retrieved 15 August 2015.
    7. Martino, edited by Davide; Cavanna, Andrea E. (2013). Advances in the neurochemistry and neuropharmacology of Tourette Syndrome. Burlington: Elsevier Science. p. 357. ISBN 9780124115613. In several countries, presciption and use is now severely limited due to abusive recreational use of clonazepam. {{cite book}}: |first1= has generic name (help)
    8. Fisher, Gary L. (2009). Encyclopedia of substance abuse prevention, treatment, & recovery. Los Angeles: SAGE. p. 100. ISBN 9781412950848. frequently abused