ସିଟାଲୋପ୍ରାମ
Clinical data | |
---|---|
Pronunciation | /saɪˈtæləˌpræm, sɪ-/;[୨] |
Trade names | Celexa, Cipramil, others (see below) |
AHFS/Drugs.com | monograph |
MedlinePlus | a699001 |
Pregnancy category |
|
Routes of administration | By mouth |
Drug class | Selective serotonin reuptake inhibitor (SSRI)[୧] |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 80% peak at 4 h[୧] |
Metabolism | Liver (CYP3A4 and CYP2C19) |
Metabolites | Desmethylcitalopram (DCT) and didesmethylcitalopram (DDCT) |
Elimination half-life | 35 h |
Excretion | Mostly as unmetabolized citalopram, partly DCT and traces of DDCT in urine |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.056.247 |
Chemical and physical data | |
Formula | C20H21FN2O |
Molar mass | 324.392 g/mol |
3D model (JSmol) | |
Chirality | Racemic mixture |
| |
| |
(verify) |
ସିଟାଲୋପ୍ରାମ (ଇଂରାଜୀ ଭାଷାରେ Citalopram, ଏକ ବିକ୍ରୟ ନାମ ସେଲେକ୍ସା/ Celexa, ଏକ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitor or SSRI) ଶ୍ରେଣୀର ଅବସାଦରୋଧୀ (antidepressant) ଔଷଧ ।[୧] ପ୍ରମୁଖ ଅବସାଦ ବେମାରୀ, ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜଅର୍ଡ଼ର, ଓ ସୋସିଆଲ ଫୋବିଆ (social phobia) ଆଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ ।[୧]ଏକରୁ ଚାରି ସପ୍ତାହ ମଧ୍ୟରେ ଏହାର ଉପକାରୀତା ଜଣାଯାଏ । [୧] ଏହି ଔଷଧ ପାଟିରେ ଦିଆଯାଏ ।[୧]
ସେଟାଲୋପ୍ରାମର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରା ସମସ୍ୟା, ଯୌନ ସମସ୍ୟା, ଥକ୍କାଣ, ସ୍ୱେଦ ନିର୍ଗତ ଓ ଅସ୍ଥିରତା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସ ପୂର୍ବରୁ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ଗ୍ଲକୋମା ଓ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇପାରେ ।[୧] ଏମଏଓ ଇନହିବିଟର (MAO inhibitor) ନେଉଥିବା ରୋଗୀକୁ ଏହା ଦିଆଯାଏନାହିଁ ।[୧] ଏହି ଔଷଧ ନେବା ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଡିସକଣ୍ଟିନୁଏସନ ସିଣ୍ଡ୍ରୋମ (Antidepressant discontinuation syndrome) ହୁଏ । [୧] ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ସାଧନ କରିପାରେ ।[୩]
ସନ ୧୯୯୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସିଟାଲୋପ୍ରାମ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ (generic medication) ଭାବରେ ମିଳେ ।[୪] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ଏକ ମାସର ଖର୍ଚ୍ଚ ୨୦ ପାଉଣ୍ଡରୁ କମ୍ ମୁଲ୍ୟରେ ମିଳେ । [୪] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ମୂଲ୍ୟ ୫୦-୧୦୦ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୧ତମ ସର୍ବାଧିକ ପ୍ରେସକ୍ରିପସନ ହୋଇଥିଲା । [୬]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Citalopram Hydrobromide Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ "Citalopram". Merriam-Webster Dictionary.
- ↑ "Citalopram (Celexa) Use During Pregnancy". Drugs.com (in ଇଂରାଜୀ). Retrieved 23 December 2018.
- ↑ ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 361. ISBN 9780857113382.
- ↑ Tarascon Pharmacopoeia 2017 Professional Desk Reference Edition (in ଇଂରାଜୀ). Jones & Bartlett Learning. 2016. p. 440. ISBN 9781284118957.
- ↑ "The Top 300 of 2019". clincalc.com. Retrieved 22 December 2018.