Jump to content

ଟ୍ରେଟିନଏନ

ଉଇକିପିଡ଼ିଆ‌ରୁ
ଟ୍ରେଟିନଏନ
Clinical data
PronunciationSee pronunciation note
Trade namesVesanoid, Avita, Renova, Retin-a, others
AHFS/Drugs.commonograph
MedlinePlusa682437
data
Pregnancy
category
  • AU: X (High risk)
  • US: C (Risk not ruled out)
    Routes of
    administration
    topical, by mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Protein binding> 95%
    Elimination half-life0.5-2 hours
    Identifiers
    • (2E,4E,6E,8E)-3,7-Dimethyl-9-(2,6,6-trimethylcyclohexen-1-yl)nona-2,4,6,8-tetraenoic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.005.573 Edit this at Wikidata
    Chemical and physical data
    FormulaC20H28O2
    Molar mass300.4412 g/mol
    3D model (JSmol)
    Melting point180 °C (356 °F)
    • O=C(O)\C=C(\C=C\C=C(\C=C\C1=C(\CCCC1(C)C)C)C)C
    • InChI=1S/C20H28O2/c1-15(8-6-9-16(2)14-19(21)22)11-12-18-17(3)10-7-13-20(18,4)5/h6,8-9,11-12,14H,7,10,13H2,1-5H3,(H,21,22)/b9-6+,12-11+,15-8+,16-14+ checkY
    • Key:SHGAZHPCJJPHSC-YCNIQYBTSA-N checkY
      (verify)

    ଟ୍ରେଟିନଏନ (ଇଂରାଜୀ ଭାଷାରେ Tretinoin, ଅନ୍ୟ ନାମ ଅଲ-ଟ୍ରାନ୍ସ ରେଟିନଇକ ଏସିଡ/all-trans retinoic acid ବା ATRA),ଏକ ଔଷଧ ଯାହା ବ୍ରଣ (acne) ଓ ଆକ୍ୟୁଟ ପ୍ରୋମାୟେଲୋସାଇଟିକ ଲିଉକେମିଆ (acute promyelocytic leukemia) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[][][] ବ୍ରଣ ନିମନ୍ତେ ଏହା କ୍ରିମ ବା ମଲମ ଆକାରରେ ଚମରେ ଲଗାଯାଏ ।[] ଲିଉକେମିଆ ରୋଗରେ ୩ ମାସ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । []

    ଟ୍ରେଟିନଏନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସୀ (shortness of breath), ମୁଣ୍ଡବଥା, କାଲୁଆ ଅନୁଭବ, ଅବସାଦ, ଶୁଷ୍କ ଚର୍ମ, ଗଲୁ, କେଶହାନୀ, ବାନ୍ତି, ପେଶୀ ଯନ୍ତ୍ରଣା ଓ ଦୃଷ୍ଟି ପରିବର୍ତ୍ତନ । ପ୍ରତିକ୍ରିୟା ସାଂଘାତିକ ହେଲେ ଅଧିକ ଶ୍ୱେତ ରକ୍ତ କଣିକା (high white blood cell counts) ଓ ରକ୍ତ ଜମାଟ (blood clots) ହୋଇପାରେ ।[] କ୍ରିମ ଆକାରରେ ବ୍ୟବ‌ହାର କଲେ ଚମ ଲାଲ ହୋଇପାରେ, ଚମରୁ ଚୋପା ଛାଡ଼ିବା ଓ ସୂର୍ଯ୍ୟକିରଣ ସମ୍ବେଦନଶୀଳତା ଆଦି ଦେଖାଯାଏ ।[] ଗର୍ଭାବସ୍ଥାରେ ଶିଶୁର ହାନୀ ହେବା ଜଣାଯାଏ ।[] ଏହ ରେଟିନଏଡ (retinoid) ଶ୍ରେଣୀର ଏକ ଔଷଧ । []

    ସନ ୧୯୫୭ରେ ଟ୍ରେଟିନଏନ ପେଟେଣ୍ଟ ହେବା ପରେ ସନ ୧୯୬୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଟ୍ରେଟିନଏନ ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ଇଂଲଣ୍ଡରେ ଟ୍ରେଟିନଏନ ଓ ଏରିଥ୍ରୋମାଇସିନ ମିଶ୍ରଣ ୨୫ ମିଲିର ମୂଲ୍ୟ ପ୍ରାୟ ୭.୦୫ ପାଉଣ୍ଡ ଓ ୧୦ମି:ଗ୍ରା: ବଟିକାର ମୂଲ୍ୟ ୧.୬୧ ପାଉଣ୍ଡ ।[]

    1. 1 2 3 4 "Tretinoin". The American Society of Health-System Pharmacists. Retrieved 8 December 2016.
    2. 1 2 Tivnan, Amanda (2016). Resistance to Targeted Therapies Against Adult Brain Cancers (in ଇଂରାଜୀ). Springer. p. 123. ISBN 9783319465050.
    3. 1 2 3 4 British national formulary : BNF 69 (69 ed.). British Medical Association. 2015. pp. 627, 821–822. ISBN 9780857111562.
    4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 476. ISBN 9783527607495.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Tretinoin topical". The American Society of Health-System Pharmacists. Retrieved 8 December 2016.