Jump to content

ମେଲୋକ୍ସିକାମ

ଉଇକିପିଡ଼ିଆ‌ରୁ
ମେଲୋକ୍ସିକାମ
Clinical data
Trade namesMobic, Metacam, others
AHFS/Drugs.commonograph
MedlinePlusa601242
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability89%[]
    Protein binding99.4%[]
    MetabolismLiver (CYP2C9 and 3A4-mediated)[]
    Elimination half-life20 hours[]
    ExcretionUrine and faeces equally[]
    Identifiers
    • 4-hydroxy-2-methyl-N-(5-methyl-2-thiazolyl)-2H-1,2-benzothiazine-3-carboxamide-1,1-dioxide.
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.113.257 Edit this at Wikidata
    Chemical and physical data
    FormulaC14H13N3O4S2
    Molar mass351.403 g/mol
    3D model (JSmol)
    • Cc1cnc(s1)NC(=O)C\3=C(/O)c2ccccc2S(=O)(=O)N/3C
    • InChI=1S/C14H13N3O4S2/c1-8-7-15-14(22-8)16-13(19)11-12(18)9-5-3-4-6-10(9)23(20,21)17(11)2/h3-7,18H,1-2H3,(H,15,16,19) checkY
    • Key:ZRVUJXDFFKFLMG-UHFFFAOYSA-N checkY
     ☒NcheckY (what is this?)  (verify)

    ମେଲୋକ୍ସିକାମ (ଇଂରାଜୀ ଭାଷାରେ Meloxicam, ଏକ ବିକ୍ରୟ ନାମ ମୋବିକ/ Mobic) ଏକ ଏନଏସଏଆଇଡି (nonsteroidal anti-inflammatory drug or NSAID) ଯାହା ରିଉମାଟଏଡ ଡିଜିଜ (rheumatic disease) ଓ ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ହେଉଥିବା ଯନ୍ତ୍ରଣା ଓ ପ୍ରଦାହର ଚିକିତ୍ସା ନିମନ୍ତେ ଦିଆଯାଏ ।[][] ଏହା ପାଟିରେ ଦିଆଯାଏ ।[] ଏହାକୁ ଅଳ୍ପ ମାତ୍ରା ବା ଡୋଜରେ ଅଳ୍ପ ଅବଧି ନିମନ୍ତେ ଦେବାକୁ ଉପଦେଶ ଦିଆଯାଏ ।[]

    ମେଲୋକ୍ସିକାମର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ମୁଣ୍ଡ ଓଜନିଆ, ଫୁଲା, ମୁଣ୍ଡ ବିନ୍ଧାରାସ୍ ହୁଏ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହୃତ୍‌ପିଣ୍ଡ ରୋଗ, ସ୍ଟ୍ରୋକ, ବୃକ୍‌କ ସମସ୍ୟା ଓ ଉଦର ଘାଆ (stomach ulcer) ହୋଇପାରେ ।[] ଗର୍ଭର ତ୍ରୈମାସିକ (third trimester of pregnancy) ସମୟରେ ଏହା ଦିଆଯାଏନାହିଁ । [] ଏହା କ‌କ୍ସ-୧ (cyclooxygenase-1/ COX-1) ଅପେକ୍ଷା କ‌କ୍ସ-୨କୁ (cyclooxygenase-2/ COX-2) ଅଧିକ ଅବରୋଧ କରେ ।[] ଏହା ଅକ୍ସିକାମ (oxicam) ପରିବାରର ଏକ ରାସାୟନିକ ଦ୍ରବ୍ୟ ଓ ପିରୋକ୍ସିକାମ (piroxicam) ସ‌ହ ନିକଟ ସମ୍ପର୍କ ରଖିଥାଏ । []

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାକୁ ବେରିଙ୍ଗର-ଇଙ୍ଗେଲହେମ (Boehringer-Ingelheim) ବିକଶିତ କରିଥିଲେ କିନ୍ତୁ ଏହା ଜେନେରିକ ଔଷଧ (generic medication) ଆକାରରେ ମିଳେ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୨ ଡଲାରରୁ କମ୍ ଥିଲେ ।[] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୧୩ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୨୧ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ଏହା ୩୬ତମ ସର୍ଭାଧିକ ପ୍ରେସକ୍ରିସନ ହୋଇଥିବା ଔଷଧ ଥିଲା । []

    1. 1 2 3 4 5 Noble, S; Balfour, JA (March 1996). "Meloxicam". Drugs. 51 (3): 424–30, discussion 431–32. doi:10.2165/00003495-199651030-00007. PMID 8882380.
    2. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 1112–1113. ISBN 9780857113382.
    3. 1 2 3 4 5 6 7 8 9 10 "Meloxicam Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
    4. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    5. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]