କାର୍ବାମାଜେପିନ
| Clinical data | |
|---|---|
| Trade names | ଟେଗ୍ରେଟଲ |
| AHFS/Drugs.com | monograph |
| MedlinePlus | a682237 |
| data | |
| Pregnancy category | |
| Routes of administration | Oral |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | ~100%[୧] |
| Protein binding | 70-80%[୧] |
| Metabolism | Hepatic—by CYP3A4, to active epoxide form (carbamazepine-10,11 epoxide)[୧] |
| Elimination half-life | 36 hours (single dose), 16-24 hours (repeated dosing)[୧] |
| Excretion | Urine (72%), feces (28%)[୧] |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.005.512 |
| Chemical and physical data | |
| Formula | C15H12N2O |
| Molar mass | 236.269 g/mol |
| 3D model (JSmol) | |
| |
| |
| (verify) | |
କାର୍ବାମାଜେପିନ (ସିବିଜେଡ) ଏକ ଔଷଧର ନାମ ଯାହାର ବ୍ୟବସାୟିକ ନାମ ପ୍ରାରମ୍ଭରେ ଟେଗ୍ରେଟଲ ଥିଲା । ଏହା ପ୍ରଥମେ ଏପିଲେପ୍ସି ଓ ସ୍ନାୟୁଜନିତ ଯନ୍ତ୍ରଣା ପାଉଥିବା ରୋଗୀଙ୍କୁ ଦିଆଯାଉଥିଲା । [୨] ବାତ ମାରୁଥିଲେ ଫେନିଣ୍ଟଏନ ଓ ଭାଲପ୍ରୋଏଟ ଭଳି କାମ ଦିଏ । [୩][୪] ଆବସେନ୍ସ ସିଜର ବା ଅନୁପସ୍ଥିତ ବାତ ଓ ମାୟୋକ୍ଲୋନିକ ସିଜରରେ କାମ ଦିଏନାହିଁ । ଅନ୍ୟାନ୍ୟ ଔଷଧ ସହିତ ଏହା ସିଜିଫ୍ରେନିଆ ଓ ଦ୍ୱିତୀୟ ଧାଡ଼ି ଔଷଧରୂପେ ବାଇପୋଲାର ଡିଜଅର୍ଡ଼ର ରୋଗରେ ବ୍ୟବହାର କରାଯାଇପାରେ । [୨] ଦିନକୁ ୨ରୁ ୪ ଥର ଦିଆଯାଏ । [୨] ଏହା ଏକ କଣ୍ଟ୍ରୋଲଡ ରିଲିଜ ଔଷଧ ଆକାରରେ ମିଳୁଛି ଯାହାର ପାର୍ଶ୍ୱ ପ୍ରତିକ୍ରିୟା କମ ଥିବା ଜଣାଯାଉଛି । [୫]
ସାଧାରଣତଃ ଓକାଳ ଓ ତନ୍ଦ୍ରା ଅନୁଭବ ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ଅନ୍ୟାନ୍ୟ ତୀବ୍ର ପ୍ରତିକ୍ରିୟା ମଧ୍ୟରେ ଚର୍ମ ରାସ, ଅସ୍ଥି ମଜ୍ଜାର କାମ କମ ହେବା, ଆତ୍ମହତ୍ୟା ପ୍ରବଣତା ଓ ମାନସିକ ବିପର୍ଯ୍ୟୟ ହୁଏ । ଅସ୍ଥି ମଜ୍ଜା ବେମାରୀ ଥିଲେ ଏହା ବ୍ୟବହାର କରାଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଦେଲେ ପିଲାର କ୍ଷତି ହୁଏ ନାହିଁ କିନ୍ତୁ ବାତ ମାରୁଥିଲେ ଏହା ବନ୍ଦ କରିବା ଉଚିତ ନୁହେଁ । ସ୍ତନ୍ୟପାନ କରାଉଥିବା ସମୟରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ବୃକ୍କ ଓ ଯକୃତ ବେମାରୀ ଥିଲେ ହୁସିଆର ରହିବା ଆବଶ୍ୟକ । [୨]
ସନ ୧୯୫୩ରେ ସୁଇସ ରସାୟନବିତ ୱାଲଟର ସିଣ୍ଡର (Walter Schindler) କାର୍ବାମାଜେପିନ ଆବିଷ୍କାର କରିଥିଲେ । [୬] ଏହା ମାର୍କେଟରେ ୧୯୬୨ ମସିହାର ବିକ୍ରି ଆରମ୍ଭ ହୋଇଥିଲା । [୭] ଏହା ଜେନେରିକ ଔଷଧ ନାମରେ ମିଳେ ଓ ଦାମିକା ନୁହେଁ । [୮] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଡେଲ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଏହାର ନାମ ଅଛି ଓ ଏହା ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ପ୍ରମୁଖ ଔଷଧ । [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Carbamazepine Drug Label".
- ↑ ୨.୦ ୨.୧ ୨.୨ ୨.୩ "Carbamazepine". The American Society of Health-System Pharmacists. Retrieved Mar 2015.
{{cite web}}: Check date values in:|accessdate=(help) - ↑ Nolan, SJ; Marson, AG; Pulman, J; Tudur Smith, C (23 August 2013). "Phenytoin versus valproate monotherapy for partial onset seizures and generalised onset tonic-clonic seizures". The Cochrane database of systematic reviews. 8: CD001769. doi:10.1002/14651858.CD001769.pub2. PMID 23970302.
- ↑ Tudur Smith, C; Marson, AG; Clough, HE; Williamson, PR (2002). "Carbamazepine versus phenytoin monotherapy for epilepsy". The Cochrane database of systematic reviews (2): CD001911. doi:10.1002/14651858.CD001911. PMID 12076427.
- ↑ Powell, G; Saunders, M; Marson, AG (3 February 2014). "Immediate-release versus controlled-release carbamazepine in the treatment of epilepsy". The Cochrane database of systematic reviews. 2: CD007124. doi:10.1002/14651858.CD007124.pub3. PMID 24488654.
- ↑ Smith, Howard S. (2009). Current therapy in pain. Philadelphia: Saunders/Elsevier. p. 460. ISBN 9781416048367.
- ↑ Moshé, Solomon (2009). The treatment of epilepsy (3 ed.). Chichester, UK: Wiley-Blackwell. p. xxix. ISBN 9781444316674.
- ↑ Principles and practice of stereotactic radiosurgery. New York: Springer. 2008. p. 536. ISBN 9780387710709.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.