କାର୍ବାମାଜେପିନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାର୍ବାମାଜେପିନ
Carbamazepine.svg
Carbamazepine 3D.png
Clinical data
Trade names ଟେଗ୍ରେଟଲ
AHFS/Drugs.com monograph
MedlinePlus a682237
data
Pregnancy
category
  • AU: D
  • US: D (Evidence of risk)
Routes of
administration
Oral
ATC code
Legal status
Legal status
Pharmacokinetic data
Bioavailability ~100%[୧]
Protein binding 70-80%[୧]
Metabolism Hepatic—by CYP3A4, to active epoxide form (carbamazepine-10,11 epoxide)[୧]
Biological half-life 36 hours (single dose), 16-24 hours (repeated dosing)[୧]
Excretion Urine (72%), feces (28%)[୧]
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard 100.005.512
Chemical and physical data
Formula C15H12N2O
Molar mass 236.269 g/mol
3D model (Jmol)
  (verify)

କାର୍ବାମାଜେପିନ (ସିବିଜେଡ) ଏକ ଔଷଧର ନାମ ଯାହାର ବ୍ୟବସାୟିକ ନାମ ପ୍ରାରମ୍ଭରେ ଟେଗ୍ରେଟଲ ଥିଲା । ଏହା ପ୍ରଥମେ ଏପିଲେପ୍ସି ଓ ସ୍ନାୟୁଜନିତ ଯନ୍ତ୍ରଣା ପାଉଥିବା ରୋଗୀଙ୍କୁ ଦିଆଯାଉଥିଲା । [୨] ବାତ ମାରୁଥିଲେ ଫେନିଣ୍ଟଏନଭାଲପ୍ରୋଏଟ ଭଳି କାମ ଦିଏ । [୩][୪] ଆବସେନ୍ସ ସିଜର ବା ଅନୁପସ୍ଥିତ ବାତମାୟୋକ୍ଲୋନିକ ସିଜରରେ କାମ ଦିଏନାହିଁ । ଅନ୍ୟାନ୍ୟ ଔଷଧ ସ‌ହିତ ଏହା ସିଜିଫ୍ରେନିଆ ଓ ଦ୍ୱିତୀୟ ଧାଡ଼ି ଔଷଧରୂପେ ବାଇପୋଲାର ଡିଜଅର୍ଡ଼ର ରୋଗରେ ବ୍ୟବ‌ହାର କରାଯାଇପାରେ । [୨] ଦିନ‌କୁ ୨ରୁ ୪ ଥର ଦିଆଯାଏ । [୨] ଏହା ଏକ କଣ୍ଟ୍ରୋଲଡ ରିଲିଜ ଔଷଧ ଆକାରରେ ମିଳୁଛି ଯାହାର ପାର୍ଶ୍ୱ ପ୍ରତିକ୍ରିୟା କମ ଥିବା ଜଣାଯାଉଛି । [୫]

ସାଧାରଣତଃ ଓକାଳତନ୍ଦ୍ରା ଅନୁଭବ ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ଅନ୍ୟାନ୍ୟ ତୀବ୍ର ପ୍ରତିକ୍ରିୟା ମଧ୍ୟରେ ଚର୍ମ ରାସ, ଅସ୍ଥି ମଜ୍ଜାର କାମ କମ ହେବା, ଆତ୍ମହତ୍ୟା ପ୍ରବଣ‌ତା ଓ ମାନସିକ ବିପର୍ଯ୍ୟୟ ହୁଏ । ଅସ୍ଥି ମଜ୍ଜା ବେମାରୀ ଥିଲେ ଏହା ବ୍ୟବ‌ହାର କରାଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଦେଲେ ପିଲାର କ୍ଷତି ହୁଏ ନାହିଁ କିନ୍ତୁ ବାତ ମାରୁଥିଲେ ଏହା ବନ୍ଦ କରିବା ଉଚିତ ନୁହେଁ । ସ୍ତନ୍ୟପାନ କରାଉଥିବା ସମୟରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ବୃକ୍‌କ ଓ ଯକୃତ ବେମାରୀ ଥିଲେ ହୁସିଆର ରହିବା ଆବଶ୍ୟକ । [୨]

ସନ ୧୯୫୩ରେ ସୁଇସ ରସାୟନବିତ ୱାଲଟର ସିଣ୍ଡର (Walter Schindler) କାର୍ବାମାଜେପିନ ଆବିଷ୍କାର କରିଥିଲେ । [୬] ଏହା ମାର୍କେଟରେ ୧୯୬୨ ମସିହାର ବିକ୍ରି ଆରମ୍ଭ ହୋଇଥିଲା । [୭] ଏହା ଜେନେରିକ ଔଷଧ ନାମରେ ମିଳେ ଓ ଦାମିକା ନୁହେଁ । [୮] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଡେଲ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଏହାର ନାମ ଅଛି ଓ ଏହା ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ପ୍ରମୁଖ ଔଷଧ । [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Carbamazepine Drug Label". 
  2. ୨.୦ ୨.୧ ୨.୨ ୨.୩ "Carbamazepine". The American Society of Health-System Pharmacists. Retrieved Mar 2015. 
  3. Nolan, SJ; Marson, AG; Pulman, J; Tudur Smith, C (23 August 2013). "Phenytoin versus valproate monotherapy for partial onset seizures and generalised onset tonic-clonic seizures.". The Cochrane database of systematic reviews 8: CD001769. PMID 23970302. doi:10.1002/14651858.CD001769.pub2. 
  4. Tudur Smith, C; Marson, AG; Clough, HE; Williamson, PR (2002). "Carbamazepine versus phenytoin monotherapy for epilepsy.". The Cochrane database of systematic reviews (2): CD001911. PMID 12076427. doi:10.1002/14651858.CD001911. 
  5. Powell, G; Saunders, M; Marson, AG (3 February 2014). "Immediate-release versus controlled-release carbamazepine in the treatment of epilepsy.". The Cochrane database of systematic reviews 2: CD007124. PMID 24488654. doi:10.1002/14651858.CD007124.pub3. 
  6. Smith, Howard S. (୨୦୦୯). Current therapy in pain. Philadelphia: Saunders/Elsevier. p. ୪୬୦. ISBN ୯୭୮୧୪୧୬୦୪୮୩୬୭. 
  7. Moshé, Solomon (୨୦୦୯). The treatment of epilepsy (୩ ed.). Chichester, UK: Wiley-Blackwell. p. xxix. ISBN ୯୭୮୧୪୪୪୩୧୬୬୭୪. 
  8. Principles and practice of stereotactic radiosurgery. New York: Springer. ୨୦୦୮. p. ୫୩୬. ISBN ୯୭୮୦୩୮୭୭୧୦୭୦୯. 
  9. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.