Jump to content

ଶୈଶବ ବିକାଶ

ଉଇକିପିଡ଼ିଆ‌ରୁ
(Child developmentରୁ ଲେଉଟି ଆସିଛି)
Young child playing in squatting position

ଶୈଶବ ବିକାଶ (ଇଂରାଜୀ ଭାଷାରେ Child development) କ‌ହିଲେ ଜନ୍ମ ହେବାଠାରୁ କିଶୋର ଅବସ୍ଥାର ଶେଷ ପର୍ଯ୍ୟନ୍ତ ଶିଶୁର ଜୈବିକ, ମାନସିକ ଓ ଭାବନାର ବ୍ୟକ୍ତି କୈନ୍ଦ୍ରିକ ପରିବର୍ତ୍ତନ‌ ବା ବିକାଶକୁ (biological) ବୁଝାଏ ଯାହା ନିର୍ଭରଶୀଳତାରୁ ବୃଦ୍ଧି ପାଇ ସ୍ୱୟଂ ନିର୍ଭରଶୀଳ ହେବା ପର୍ଯ୍ୟନ୍ତ ଚାଲୁରହେ । ଏହା ଏକ ଧାରାବାହିକ କ୍ରିୟା ଯାହାର ଏକ ଆଶାଜନ‌କ ଅନୁକ୍ରମ ଥାଏ କିନ୍ତୁ କିନ୍ତୁ ପ୍ରତ୍ୟେକ ଶିଶୁର ନିଜସ୍ୱ ଅତୁଳନୀୟ ଧାରା ଥାଏ । ଏହି ବିକାଶ ସମ ହାରରେ ହୁଏନି ଓ ବିକାଶର ଅନୁଭୁତି ଗ୍ରହଣ କରି ପରିବର୍ତ୍ତିତ ହୁଏ । ଜେନେଟିକ କାରକ ଓ ଜନ୍ମ ପୂର୍ବର ଘଟଣାକୁ ନେଇ ବିକାଶ ଶକ୍ତ ଭାବରେ ପ୍ରଭାବିତ ହୁଏ । ଏହି ପରିବର୍ତ୍ତନ ଜେନେଟିକଦ୍ୱାରା ନିୟନ୍ତ୍ରିତ ଏକ ପ୍ରକ୍ରିୟାଦ୍ୱାରା ସଂଘଟିତ ହୁଏ ଯାହାକୁ ବିକାଶ ଜୀବବିଜ୍ଞାନ (maturation) କୁହାଯାଏ,[] ବା ଶିକ୍ଷା ଓ ପରିବେଶ କାରକ ବା ଉଭୟଙ୍କର ଭୂମିକା ରହେ । ମାନବ ଚରିତ୍ର ଓ ଶିଖିବାର ପ୍ରବୃତ୍ତି ଉପରେ ମଧ୍ୟ ବିକାଶ ନିର୍ଭର କରେ ।

  1. Toga AW, Thompson PM, Sowell ER; Thompson; Sowell (2006). "Mapping brain maturation". Trends in Neurosciences. 29 (3): 148–59. doi:10.1016/j.tins.2006.01.007. PMC 3113697. PMID 16472876.{{cite journal}}: CS1 maint: multiple names: authors list (link)