ଉଇକିପିଡ଼ିଆ:ଭିଡିଓୱିକି/ମ୍ୟାଲେରିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ଭିଡିଓୱିକି/ମ୍ୟାଲେରିଆ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଉପକ୍ରମ[ସମ୍ପାଦନା]

ମ୍ୟାଲେରିଆ ଏକ ମଶାବାହିତ ରୋଗ ଯାହା ମାନବ ଓ ପଶୁମାନଙ୍କୁ ଆକ୍ରମଣ କରେ । [୧]

Malaria Patient, Nyangaton, Ethiopia (15151075077).jpg

ଲକ୍ଷଣ[ସମ୍ପାଦନା]

ଏହି ରୋଗରେ ଜ୍ୱର, ଥକ୍କାଣ, ବାନ୍ତି ଓ ମୁଣ୍ଡ ବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [୨]

Symptoms of Malaria whitebackground.png

ସଂଘାତିକ ମ୍ୟାଲେରିଆ ଲକ୍ଷଣ[ସମ୍ପାଦନା]

ମ୍ୟାଲେରିଆ ସାଂଘାତିକ ହେଲେ କାମଳ, ଅପସ୍ମାର ବାତ, କୋମା ବା ମୃତ୍ୟୁ ହୋଇପାରେ । [୨]

Jaundice eye.jpg

ଲକ୍ଷଣର ସମୟ[ସମ୍ପାଦନା]

ସଂକ୍ରମିତ ମଶା କାମୁଡ଼ିବାର ୧୦ରୁ ୧୫ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ ।[୧]

ଚିକିତ୍ସା ନ କରିବାର ସଙ୍କଟ[ସମ୍ପାଦନା]

ଉପ‌ଯୁକ୍ତ ଚିକିତ୍ସା ନ କଲେ ଏହି ରୋଗ କିଛି ମାସ ପରେ ଆଉଥରେ ହୋଇପାରେ । [୧]

Vaccines-against-malaria-rstb20110091-g1.jpg

ଆଂଶିକ ଇମ୍ମ୍ୟୁନିଟି[ସମ୍ପାଦନା]

ସଂକ୍ରମିତ ବ୍ୟକ୍ତିଙ୍କର ପୁନର୍ବାର ସେହି ରୋଗ ହେଲେ ଲକ୍ଷଣ‌ ଗୁଡ଼ିକ ସାମାନ୍ୟ ଧରଣର ହୋଇଥାଏ । [୨]

Immunity graphic.png

ଆଂଶିକ ଇମ୍ମ୍ୟୁନିଟିର ପରିସୀମା[ସମ୍ପାଦନା]

ଅଧିକ ମ୍ୟାଲେରିଆ ସଂସ୍ପର୍ଶରେ ନ ଆସିଲେ ଅନେକ ମାସ ଓ ବର୍ଷ ପରେ ଆଂଶିକ ଇମ୍ମ୍ୟୁନିଟି ସମାପ୍ତ ହୋଇଯାଏ । [୨]

No immunity.png

କାରଣ[ସମ୍ପାଦନା]

ପ୍ଲାଜମୋଡିଅମ ଦଳର ଅଣୁଜୀବ ଯୋଗୁ ଏହି ରୋଗ ହୁଏ । [୧]

Malaria Parasite Connecting to Human Red Blood Cell (34034143483).jpg

ପ୍ରାରମ୍ଭିକ ସଂକ୍ରମଣ[ସମ୍ପାଦନା]

ସାଧାରଣତଃ ସଂକ୍ରମିତ ମାଈ ଆନୋଫିଲିସ ମଶା ଯୋଗୁ ରୋଗ ବ୍ୟାପିଥାଏ । [୧] ମଶା କାମୁଡ଼ିଲେ ଏହାର ଲାଳରେ ଥିବା ମ୍ୟାଲେରିଆ ପରଜୀବି ଲୋକର ରକ୍ତରେ ମିଶି ସଞ୍ଚାଳିତ ହୋଇଥାଏ । [୧]

Red blood cells infected with malaria.jpg

ଯକୃତକୁ ବ୍ୟାପ୍ତି[ସମ୍ପାଦନା]

ରକ୍ତ ମାଧ୍ୟମରେ ପରଜୀବି ଯକୃତକୁ ଗତି କରେ ଓ ସେଠାରେ ବିକଶିତ ହୋଇ ପ୍ରଜନନ କରେ । [୨]

Liver2.png

ମ୍ୟାଲେରିଆର ପ୍ରକାର ଭେଦ[ସମ୍ପାଦନା]

ପ୍ଲାଜମୋଡିଅମର ୫ ପ୍ରଜାତି ମାନବକୁ ସଂକ୍ରମିତ କରନ୍ତି ଯାହାଦ୍ୱାରା ରୋଗ ମଧ୍ୟ ବ୍ୟାପିଥାଏ, [୨] ଓ ଅଧିକାଂଶ ମୃତ୍ୟୁର କାରଣ ପ୍ଲାଜମୋଡିଅମ ଫାଲସିପାରମ ହୋଇଥାଏ । [୨][୧]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ସ୍ଲାଇଡରେ ରୋଗୀ ରକ୍ତର ଫିଲ୍ମ ନେଇ ଅଣୁବୀକ୍ଷଣରେ ହିସ୍ଟୋଲୋଜି ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।

5901 lores.jpg

ଦୃତ ନିର୍ଣ୍ଣୟ[ସମ୍ପାଦନା]

ମ୍ୟାଲେରିଆ ଆଣ୍ଟିଜେନ ଡିଟେକସନ ପରୀକ୍ଷା କରି ଦୃତ ନିର୍ଣ୍ଣୟ କରାଯାଏ,[୨] କିନ୍ତୁ ସ୍ଥାନୀୟ ରୋଗ ହୋଇଥିଲେ, ଜଟିଳତା ଓ ଖର୍ଚ୍ଚ ଦୃଷ୍ଟିରୁ ପିସିଆର ପରୀକ୍ଷା ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏନି । [୩]

PCR tubes.png

ପ୍ରତିଷେଧ[ସମ୍ପାଦନା]

ମଶାରୀ ବ୍ୟବ‌ହାର ବା ମଶା ବିକର୍ଷକ ବ୍ୟବ‌ହାର କରି ମଶା କାମୁଡ଼ା ପ୍ରତିରୋଧ କରିବାଦ୍ୱାରା ରୋଗ ସଙ୍କଟ କମ୍ କରିହୁଏ ।

Mosquitonet149.jpg

ବ୍ୟାପକ ପ୍ରତିଷେଧ[ସମ୍ପାଦନା]

ମଶା ସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ସ୍ଥିର ଜଳ ନିଷ୍କାସନ ଓ କୀଟମରା ଔଷଧ ସିଞ୍ଚନ ଭଳି ଉପାୟମାନ ଅବଲମ୍ବନ କରିବାକୁ ପଡ଼େ । [୨]

Mansprayingkeroseneoil.jpg

ନିବାରକ ଔଷଧ[ସମ୍ପାଦନା]

ରୋଗ ପ୍ରବଣ ଇଲାକାକୁ ଯାଉଥିବା ଭ୍ରମଣକାରୀ ଲୋକଙ୍କୁ ମ୍ୟାଲେରିଆ ପ୍ରତିଷେଧ ନିମନ୍ତେ ଅନେକ ପ୍ରକାରର ଔଷଧ ଦିଆଯାଏ । [୧]

GRR1-Dufour-Réunion.jpg

ଗର୍ଭବତୀ ଓ ଶିଶୁମାନଙ୍କର ପ୍ରତିଷେଧ[ସମ୍ପାଦନା]

ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଇଲାକାର ଶିଶୁ ଓ ପ୍ରଥମ ତ୍ରୈମାସିକ ବର୍ଭବତୀ ମହିଳାଙ୍କୁ ସଲଫାଡକ୍ସିନ ଓ ପାଇରିମେଥାମିନ ଦେବାକୁ ସୁପାରିସ କରାଯାଏ ।[୧]

Pregnant woman.jpg

ଟିକା[ସମ୍ପାଦନା]

ମ୍ୟାଲେରିଆ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ଓ ଅନବରତ ପ୍ରଚେଷ୍ଟା ଥିବା ସତ୍ୱେ କୌଣସି ପ୍ରଭାବଶାଳୀ ଟିକା ବିକଶିତ ହୋଇପାରିନାହିଁ । [୧]

Anopheles stephensi.jpeg

ଚିକିତ୍ସା (ପ୍ରାଥମିକ)[ସମ୍ପାଦନା]

ମ୍ୟାଲେରିଆ ନିମନ୍ତେ ଆର୍ଟେମିସିନିନ ମିଶ୍ରିତ ଏକାଧିକ ଔଷଧ ଆବଶ୍ୟକ ହୁଏ । [୨][୧]

Malaria in Madagascar (38585891191).jpg

ଚିକିତ୍ସା (ଅତିରିକ୍ତ)[ସମ୍ପାଦନା]

ମେଫ୍ଲୋକୁଇନ, ଲୁମେଫାଣ୍ଟ୍ରିନ ବା ସଲଫାଡକ୍ସିନ ପାଇରିମେଥାମିନ ଇତ୍ୟାଦି ଅତିରିକ୍ତ ଔଷଧ ଦିଆଯାଇପାରେ ।[୪]

Malaria in Madagascar (26809456139).jpg

ଚିକିତ୍ସା(ବିକଳ୍ପ)[ସମ୍ପାଦନା]

ଆର୍ଟେମିସିନିନ ଉପଲବ୍‌ଧ ନହେଲେ କୁଇନାଇନ ଓ ଡକ୍ସିସାଇକ୍ଲିନ ଦିଆଯାଇପାରେ ।[୪]

Determinants-of-relapse-periodicity-in-Plasmodium-vivax-malaria-1475-2875-10-297-12.jpg

ଚିକିତ୍ସା ପୂର୍ବ ରୋଗ ନିର୍ଣ୍ଣୟ[ସମ୍ପାଦନା]

ଔଷଧ ପ୍ରତିରୋଧ ଶକ୍ତି କ୍ରମଶଃ ଅଧିକ ହେଉଥିବାରୁ ମ୍ୟାଲେରିଆ ପ୍ରବଣ ଇଲାକାରେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗ ଉପସ୍ଥିତି ନିଶ୍ଚିତ କରିବାକୁ ହୁଏ । [୧]

Blood donation (test tubes).JPG

ରୋଗାନୁଶୀଳନ[ସମ୍ପାଦନା]

ଗ୍ରୀଷ୍ମ ଓ ଉପଗ୍ରୀଷ୍ମମଣ୍ଡଳୀୟ ଇଲାକାରେ ଏହି ରୋଗ ଭୂମଧ୍ୟ ରେଖା ପାର୍ଶ୍ୱରେ ଏକ ଚଉଡ଼ା ଫିତା ଆକାରରେ ବ୍ୟାପିଥାଏ ଯାହା ଯୋଗୁ ସନ ୨୦୧୬ରେ ୨୧୬ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ । [୨] [୫][୬]


Paludisme.png

ମୃତ୍ୟୁ ସଙ୍କଟ[ସମ୍ପାଦନା]

ଏହି ରୋଗ ହେବା ଫଳରେ ୪୪୫,୦୦୦ରୁ ୭୩୧,୦୦୦ ମୃତ୍ୟୁ ହୋଇଥିଲା ଯାହା ମଧ୍ୟରୁ କେବଳ ଆଫ୍ରିକାରେ ରୋଗ ଓ ମୃତ୍ୟୁ ସଂଖ୍ୟା ମିଶି ୯୦% ଥିଲା । [୭]

Malaria world map-Deaths per million persons-WHO2012.svg

ରୋଗ ହାର[ସମ୍ପାଦନା]

ସନ ୨୦୦୦ରୁ ୨୦୧୫ ମଧ୍ୟରେ ଏହି ରୋଗ ହାର ୩୭% କମିଥିଲା [୭] କିନ୍ତୁ ସନ ୨୦୧୪ ପରଠାରୁ ସଂଖ୍ୟା ବଢ଼ିଯାଇ ୧୯୮ ନିୟୁତ ରୋଗୀ ହୋଇଥିଲେ । [୮]

Mosquitoes-Killedy-By-DDT-Lake-Victoria.JPG

ସଙ୍କଟାପନ୍ନ ଜନତା[ସମ୍ପାଦନା]

ଦାରିଦ୍ର୍ୟ ସ‌ହିତ ମ୍ୟାଲେରିଆ ସ‌ହଭାଗୀ ରହେ ଓ ଅର୍ଥନୈତିକ ବିକାଶରେ ଏହାର ବିଯୁକ୍ତାତ୍ମକ ପ୍ରଭାବ ପଡ଼େ । [୯][୧୦]

Goan sausages being sold at the Mapusa market, Goa, India 01.jpg

ଅର୍ଥନୀତି ଉପରେ ପ୍ରଭାବ[ସମ୍ପାଦନା]

ଉଦାହରଣ ସ୍ୱରୂପ ଅଧିକ ସ୍ୱାସ୍ଥ୍ୟସେବା ଖର୍ଚ୍ଚ, ଲୋକଙ୍କର କାମ କରିବାର ଅକ୍ଷମତା ଓ ପର୍ଯ୍ୟଟନ ଶିଳ୍ପ ଉପରେ ବିଯୁକ୍ତାତ୍ମକ ପ୍ରଭାବ ଯୋଗୁ ଆଫ୍ରିକାର ବର୍ଷକୁ ୧୨୦୦ କୋଟି ଆମେରିକୀୟ ଡଲାରର ଆର୍ଥିକ କ୍ଷତି ହୁଏ । [୧୧]

Saving Lives with SMS for Life.jpg

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Malaria Fact sheet N°94". WHO. March 2014. Archived from the original on 3 September 2014. Retrieved 28 August 2014.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Caraballo H (2014). "Emergency department management of mosquito-borne illness: Malaria, dengue, and west nile virus". Emergency Medicine Practice. 16 (5). Archived from the original on 2016-08-01. Unknown parameter |deadurl= ignored (help)
  3. Nadjm B, Behrens RH (2012). "Malaria: An update for physicians". Infectious Disease Clinics of North America. 26 (2): 243–59. doi:10.1016/j.idc.2012.03.010. PMID 22632637.
  4. ୪.୦ ୪.୧ Organization, World Health (2010). Guidelines for the treatment of malaria (2nd ed.). Geneva: World Health Organization. p. ix. ISBN 978-92-4-154792-5.
  5. World Malaria Report 2017 (PDF). WHO. 2017. ISBN 978-92-4-156552-3.
  6. GBD 2015 Mortality and Causes of Death, Collaborators (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
  7. ୭.୦ ୭.୧ "Malaria Fact sheet N°94". WHO. Archived from the original on 3 September 2014. Retrieved 2 February 2016. Unknown parameter |deadurl= ignored (help)
  8. WHO (2014). World Malaria Report 2014. Geneva: World Health Organization. pp. 32–42. ISBN 978-92-4-156483-0.
  9. (PDF) Malaria: Disease Impacts and Long-Run Income Differences (Report). Institute for the Study of Labor. August 2007. Archived from the original on 2016-03-18. http://ftp.iza.org/dp2997.pdf. 
  10. Worrall E, Basu S, Hanson K (2005). "Is malaria a disease of poverty? A review of the literature". Tropical Health and Medicine. 10 (10): 1047–59. doi:10.1111/j.1365-3156.2005.01476.x. PMID 16185240. open access publication – free to read
  11. Greenwood BM, Bojang K, Whitty CJ, Targett GA (2005). "Malaria". Lancet. 365 (9469): 1487–98. doi:10.1016/S0140-6736(05)66420-3. PMID 15850634.