ରିଟକ୍ସିମାବ

ଉଇକିପିଡ଼ିଆ‌ରୁ
(Rituximabରୁ ଲେଉଟି ଆସିଛି)
ରିଟକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetCD20
Clinical data
Trade namesRituxan, MabThera, others[୧]
AHFS/Drugs.commonograph
Pregnancy
category
  • US: C (Risk not ruled out)
  • (no adequate human studies)
Routes of
administration
intravenous infusion only (never bolus or "push")
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability100% (IV)
Elimination half-life30 to 400 hours (varies by dose and length of treatment)
ExcretionUncertain: may undergo phagocytosis and catabolism in RES
Identifiers
CAS Number
DrugBank
ChemSpider
  • none
UNII
KEGG
ChEMBL
ECHA InfoCard100.224.382 Edit this at Wikidata
Chemical and physical data
FormulaC6416H9874N1688O1987S44
Molar mass143859.7 g/mol
 ☒NcheckY (what is this?)  (verify)

ରିଟକ୍ସିମାବ (ଇଂରାଜୀ ଭାଷାରେ Rituximab, ବିକ୍ରୟ ନାମ ରିଟକ୍ସାନ/Rituxan କେତେକ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଓ କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ନନ୍-ହଜକିନ ଲିମ୍ଫୋମା, କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ chronic lymphocytic leukemia, ରିଉମାଟଏଡ ଆର୍ଥ୍ରାଇଟିସ, ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପୁରା idiopathic thrombocytopenic purpura, ଓ ପେମ୍ଫିଗସ ଭଲଗାରିସpemphigus vulgaris ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ slow injection into a vein ଆକାରରେ ଦିଆଯାଏ ।[୨]

ରିଟକ୍ସିମାବର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଔଷଧ ନେବାର ପ୍ରାୟ ୨ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ରାସ, ଗଲୁ, ନିମ୍ନ ରକ୍ତଚାପ (low blood pressure) ଓ ଅଣନିଶ୍ୱାସୀ ଆଦି ଲକ୍ଷଣମାନ ଦେଖାଯାଆନ୍ତି । ପ୍ରତିକ୍ରିୟା ସାଂଘାତିକ ହେଲେ ପୂର୍ବରୁ ଥିବା ହେପାଟାଇଟିସ ବି ସକ୍ରିୟ ହୋଇଯାଏ, ପ୍ରୋଗ୍ରେସିଭ ମଲ୍ଟିଫୋକାଲ ଲିଉକୋଏନସେଫାଲୋପାଥି (progressive multifocal leukoencephalopathy) ଓ ଟକ୍ସିକ ଏପିଡର୍ମାନ ନେକ୍ରୋଲାଇସିସ (toxic epidermal necrolysis) ରୋଗମାନ ହୁଏ । ଗର୍ଭାବସ୍ଥାରେ ଏହି ଔଷଧର ଶିଶୁର ନିରାପତ୍ତା ବିଷୟରେ ଅସ୍ପଷ୍ଟ ପ୍ରଭାବ ଅଛି ।[୨] ଏହି ଔଷଧ ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ଇମ୍ମ୍ୟୁନ ସିସ୍ଟମରେ ଥିବା ବି ସେଲ (B cells) ପୃଷ୍ଠ ଭାଗର ସିଡି୨୦ (en:CD20\) ପ୍ରୋଟିନ ବିରୁଦ୍ଧରେ କାମ କରେ ।[୩] ଏହି ପ୍ରୋଟିନ ସ‌ହିତ ଅନୁବନ୍ଧିତ ହୋଇଗଲେ କୋଷ ମୃତ୍ୟୁ ହୋଇଯାଏ । [୨]

ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ରିଟକ୍ସିମାବ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହି ଔଷଧର ୧୦୦ମି:ଗ୍ରା: ଡୋଜର ମୂଲ୍ୟ ପ୍ରାୟ ୧୪୮ରୁ ୪୯୬ ଆମେରିକୀୟ ଡଲାର ଥିଲା ।[୫] ଇଂଲଣ୍ଡରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୮୨ ପାଉଣ୍ଡ ।[୬]

ଆଧାର[ସମ୍ପାଦନା]

  1. Drugs.com International brand names for rituximab Page accessed April 1, 2016
  2. ୨.୦ ୨.୧ ୨.୨ "Rituximab". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ Bosch, Xavier; Ramos-Casals, Manuel; Khamashta, Munther A. (2013). Drugs Targeting B-Cells in Autoimmune Diseases (in ଇଂରାଜୀ). Springer Science & Business Media. pp. 1–4. ISBN 9783034807067.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Rituximab". International Drug Price Indicator Guide. Retrieved 28 November 2015.[permanent dead link]
  6. British national formulary : BNF 69 (69 ed.). British Medical Association. 2015. p. 638. ISBN 9780857111562.