Jump to content

ଓଣ୍ଡାନ୍‌ସେଟ୍ରନ୍

ଉଇକିପିଡ଼ିଆ‌ରୁ
(Ondansetronରୁ ଲେଉଟି ଆସିଛି)
ଓଣ୍ଡାନ୍‌ସେଟ୍ରନ୍
Clinical data
Trade namesZofran, Ondisolv, others
AHFS/Drugs.commonograph
MedlinePlusa601209
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Oral, rectal, IV, IM
    ATC code
    Legal status
    Legal status
    Pharmacokinetic data
    Bioavailability~60%
    Protein binding70%-76%
    MetabolismLiver (CYP3A4, CYP1A2, CYP2D6)
    Elimination half-life5.7 hours
    ExcretionKidney
    Identifiers
    • (RS)-9-methyl-3-[(2-methyl-1H-imidazol-1-yl)methyl]-2,3-dihydro-1H-carbazol-4(9H)-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.110.918 Edit this at Wikidata
    Chemical and physical data
    FormulaC18H19N3O
    Molar mass293.4 g/mol
    3D model (JSmol)
    • O=C3c2c1ccccc1n(c2CCC3Cn4ccnc4C)C
    • InChI=1S/C18H19N3O/c1-12-19-9-10-21(12)11-13-7-8-16-17(18(13)22)14-5-3-4-6-15(14)20(16)2/h3-6,9-10,13H,7-8,11H2,1-2H3 checkY
    • Key:FELGMEQIXOGIFQ-UHFFFAOYSA-N checkY
      (verify)

    ଓଣ୍ଡାନ୍‌ସେଟ୍ରନ୍, ବିକ୍ରୟ ନାମ ଜୋଫ୍ରାନ୍, ଏକ ଔଷଧ ଯାହା କେମୋଥେରାପି, ରାଡିଏସନ୍ ଥେରାପି ଓ ଅପରେଶନ ପରେ ହେଉଥିବା ଅଇବାନ୍ତି ପ୍ରତିରୋଧ କରିବାକୁ ଦିଆଯାଏ ।[] ଗାସ୍ଟ୍ରୋଏଣ୍ଟେରାଇଟିସ (ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ) ରୋଗରେ ମଧ୍ୟ ଏହା ଦେଲେ ଉପକାରରେ ଆସେ । [][] ମୋସନ ସିକ୍‌ନେସ (ଯାତ୍ରାକାଳୀନ ଅସୁସ୍ଥତା) ଯୋଗୁ ହେଉଥିବା ବାନ୍ତିରେ ଏହାର କିଛି ପ୍ରଭାବ ପଡ଼େନାହିଁ ।[] ଏହା ପାଟିରେ ଓ ମାଂସପେଶୀ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ୍ ଆକାରରେ ଦିଆଯାଇପାରେ ।[]

    ଓଣ୍ଡାନ୍‌ସେଟ୍ରନ୍‌ର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବଥା, ନିଦ୍ରାହୀନତା ଓ ଗଲୁ ଲାଗିବା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଦୀର୍ଘ କ୍ୟୁଟିଆନାଫାଇଲାକ୍ସିସ ହୋଇପାରେ । ଗର୍ଭାବସ୍ଥାରେ ଏହା ନିରାପଦ ପ୍ରତେ ହେଲେ ମଧ୍ୟ ଏହା ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । ଏହା ଏକ ସେରୋଟୋନିନ୍ ୫-ଏଚଟି ରିସେପ୍ଟର ବିରୋଧୀ.[] ଡୋପାମିନ ରିସେପ୍ଟର ବା ମସ୍କାରିନିକ୍ ରିସେପ୍ଟର ସମୂହ ଉପରେ ଓଣ୍ଡାନ୍‌ସେଟ୍ରନ୍‌ର ପ୍ରଭାବ ନାହିଁ ।[]

    ଓଣ୍ଡାନ୍‌ସେଟ୍ରନ୍ ପ୍ରଥମେ ସନ ୧୯୯୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଇଞ୍ଜେକସନ ଆକାରରେ ମିଳୁଥିବା ଓଣ୍ଡାନ୍‌ସେଟ୍ରନ୍‌ର ହୋଲସେଲ ମୁଲ୍ୟ ପ୍ରାୟ ୦.୧୦ରୁ ୦.୭୬ ଆମେରିକୀୟ ଡଲାର । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ବଟିକାର ମୂଲ୍ୟ ପ୍ରାୟ ୧.୩୭ ଡଲାର ।[]

    1. 1 2 3 4 5 "Ondansetron Hydrochloride". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
    2. Schnadower, D; Finkelstein, Y; Freedman, SB (January 2015). "Ondansetron and probiotics in the management of pediatric acute gastroenteritis in developed countries". Current opinion in gastroenterology. 31 (1): 1–6. doi:10.1097/mog.0000000000000132. PMID 25333367.
    3. Freedman, SB; Ali, S; Oleszczuk, M; Gouin, S; Hartling, L (July 2013). "Treatment of acute gastroenteritis in children: an overview of systematic reviews of interventions commonly used in developed countries". Evidence-based child health : a Cochrane review journal. 8 (4): 1123–37. doi:10.1002/ebch.1932. PMID 23877938.
    4. Sutton, M; Mounsey, AL; Russell, RG (15 July 2012). "FPIN's Clinical Inquiries. Treatment of motion sickness". American family physician. 86 (2): 192–5. PMID 22962932.
    5. Miloro, ed. by Michael (2012). Peterson's principles of oral and maxillofacial surgery (3rd ed.). Shelton, CT: People's Medical Pub. House-USA. p. 86. ISBN 9781607951117. {{cite book}}: |first1= has generic name (help)
    6. Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 217. ISBN 9780471899792.
    7. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    8. "Ondansetron". International Drug Price Indicator Guide. Archived from the original on 10 May 2017. Retrieved 26 January 2016.