Jump to content

ଆଇଫୋସଫାମାଇଡ

ଉଇକିପିଡ଼ିଆ‌ରୁ
(Ifosfamideରୁ ଲେଉଟି ଆସିଛି)
ଆଇଫୋସଫାମାଇଡ
(R)-(+)- and (S)-(−)-ifosfamide (top),
(S)-(−)-ifosfamide (bottom)
Clinical data
Pronunciation/ˈfɒsfəˌmd/
Trade namesIfex, others
Synonyms3-(2-chloroethyl)-2-[(2-chloroethyl)amino]tetrahydro-2H-1,3,2-oxazaphosphorine 2-oxide
AHFS/Drugs.commonograph
MedlinePlusa695023
Pregnancy
category
  • AU: D
  • US: D (Evidence of risk)
    Routes of
    administration
    intravenously
    ATC code
    Legal status
    Legal status
    Pharmacokinetic data
    Bioavailability100%
    MetabolismHepatic
    Elimination half-life60-80% in 72 hours
    ExcretionRenal
    Identifiers
    • N,3-Bis(2-chloroethyl)-1,3,2-oxazaphosphinan-2-amide 2-oxide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.021.126 Edit this at Wikidata
    Chemical and physical data
    FormulaC7H15Cl2N2O2P
    Molar mass261.1 g mol1
    3D model (JSmol)
    • O=P1(OCCCN1CCCl)NCCCl
    • InChI=1S/C7H15Cl2N2O2P/c8-2-4-10-14(12)11(6-3-9)5-1-7-13-14/h1-7H2,(H,10,12) checkY
    • Key:HOMGKSMUEGBAAB-UHFFFAOYSA-N checkY
      (verify)

    ଆଇଫୋସଫାମାଇଡ (ଇଂରାଜୀ ଭାଷାରେ Ifosfamide ବା IFO, ଏକ ବିକ୍ରୟ ନାମ ଆଇଫେକ୍ସ) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଏହି ଭଳି ରୋଗମାନଙ୍କର ନାମ ଯଥାକ୍ରମେ ଟେସ୍ଟିକୁଲାର କର୍କଟ (testicular cancer), ସଫ୍ଟ‌ଟିସୁ ସାର୍କୋମା (soft tissue sarcoma), ଓଷ୍ଟିଓସାର୍କୋମା (osteosarcoma), ମୂତ୍ରାଶୟ କର୍କଟ (bladder cancer), ସ୍ମଲ ସେଲ ଫୁସଫୁସ କର୍କଟ (small cell lung cancer), ଗର୍ଭାଶୟ ଗ୍ରୀବା କର୍କଟଓଭାରିଆନ କର୍କଟ (ovarian cancer) । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ଆଇଫୋସଫାମାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ବାନ୍ତି, ପରିସ୍ରାରେ ରକ୍ତ, ସଂକ୍ରମଣ ଓ ବୃକ୍‌କ ସମସ୍ୟା ଆଦି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଅସ୍ଥିମଜ୍ଜା ଦମନ (bone marrow suppression) ଓ କମ ଚେତନାବସ୍ଥା (decreased level of consciousness) କେଖାଯାଏ । ଗର୍ଭାବସ୍ଥାରେ ଦେଲେ ଏହା ଶିଶୁର ହାନୀ କରାଏ ।[] ଏହା ଆଲକିଲେଟିଙ୍ଗ ଆଣ୍ଟିନିଓପ୍ଲାସ୍ଟିକ ଏଜେଣ୍ଟ (alkylating agent) ଓ ନାଇଟ୍ରୋଜେନ ମସ୍ଟାର୍ଡ଼ (nitrogen mustard) ଶ୍ରେଣୀର ଏକ ଔଷଧ ।[][] ଏହା ଡିଏନଏର (DNA) ବିଭକ୍ତିକରଣକୁ ନଷ୍ଟ କରେ ଓ ଆରଏନଏର (RNA) ସୃଷ୍ଟିକୁ ଅବରୋଧ କରେ ।[]

    ଆଇଫୋସଫାମାଇଡ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨ ଗ୍ରାମ ଭାଏଲର ହୋଲସେଲ ମୂଲ୍ୟ ୭.୩୫ରୁ ୭୦.୭୦ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହାର ମୂଲ୍ୟ ୧୩୦.୦୪ ପାଉଣ୍ଡ ।[]

    1. 1 2 3 4 5 "Ifosfamide". The American Society of Health-System Pharmacists. Retrieved 8 December 2016.
    2. Dowd, Frank J.; Johnson, Bart; Mariotti, Angelo (2016). Pharmacology and Therapeutics for Dentistry (in ଇଂରାଜୀ) (7 ed.). Elsevier Health Sciences. p. 533. ISBN 9780323445955.
    3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    4. "Ifosfamide". International Drug Price Indicator Guide. Retrieved 8 December 2016.[permanent dead link]
    5. British national formulary : BNF 69 (69 ed.). British Medical Association. 2015. p. 580. ISBN 9780857111562.