ସାଇକ୍ଲୋସେରିନ
Clinical data | |
---|---|
Trade names | Seromycin |
Synonyms | 4-amino-3-isoxazolidinone |
AHFS/Drugs.com | monograph |
data | |
Pregnancy category |
|
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ~70% to 90% |
Metabolism | liver |
Elimination half-life | 10 hrs (normal kidney function) |
Excretion | kidney |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.000.626 |
Chemical and physical data | |
Formula | C3H6N2O2 |
Molar mass | 102.092 g/mol |
3D model (JSmol) | |
| |
| |
(verify) |
ସାଇକ୍ଲୋସେରିନ (ଇଂରାଜୀ ଭାଷାରେ Cycloserine, ବ୍ୟବସାୟୀକ ନାମ ସେରୋମାଇସିନ) ଏକ ଆଣ୍ଟିବାୟୋଟିକ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ସକ୍ରିୟ ଔଷଧ ବିରୋଧୀ ଯକ୍ଷ୍ମାରେ (drug resistant tuberculosis) ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧ antituberculosis medication ସହିତ ଏହି ସାଇକ୍ଲୋସେରିନ ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]
ସାଇକ୍ଲୋସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ବାତ (seizures), ନିଦ୍ରାଳୁ ଭାବ (sleepiness), କାଲୁଆ ଅନୁଭବ numbness ଓ ଅସ୍ଥିରତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ବୃକ୍କ ଫେଲ (kidney failure), ଅପସ୍ମାର ବାତ, ମେଜର ଡିପ୍ରେସିଭ ଡିଜଅର୍ଡ଼ର (depression) ଓ ମଦ୍ୟାତ୍ୟୟ ଲୋକଙ୍କୁ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଶିଶୁ ଉପରେ ଏହାର ପ୍ରଭାବ ବିଷୟରେ ସ୍ପଷ୍ଟ ସୂଚନା ନାହିଁ । ଏହା ଆମିନୋ ଏସିଡ (amino acid) ଡି-ଆଲାନିନ (amino acid) ଶ୍ରେଣୀର ଔଷଧ ଓ ଜୀବାଣୁର ଆବରଣ ତିଆରିରେ ବାଧା ସୃଷ୍ଟି କରେ । [୧]
ସାଇକ୍ଲୋସେରିନ ଏକ ପ୍ରକାର ସ୍ଟ୍ରେପ୍ଟୋମାଇସେସ (Streptomyces) ଓ ଏହା ସନ ୧୯୫୪ରେ ଆବିଷ୍କୃତ ହୋଇଥିଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୨୯.୭ରୁ ୫୧.୩୦ ଆମେରିକୀୟ ଡଲାର । [୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୩୧୫୦ ଆମେରିକୀୟ ଡଲାର ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Cycloserine". The American Society of Health-System Pharmacists. Retrieved 8 December 2016.
- ↑ Gottlieb, David; Shaw, Paul D. (2012). Mechanism of Action (in ଇଂରାଜୀ). Springer Science & Business Media. p. 41. ISBN 9783642460517.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Cycloserine". International Drug Price Indicator Guide. Archived from the original on 11 May 2017. Retrieved 8 December 2016.
- ↑ Andrew Pollack (21 September 2015). "Big Price Increase for Tuberculosis Drug Is Rescinded". NYT. Retrieved 24 September 2015.