Jump to content

ଡେସଭେନଲାଫାକ୍ସିନ

ଉଇକିପିଡ଼ିଆ‌ରୁ
(Desvenlafaxineରୁ ଲେଉଟି ଆସିଛି)
ଡେସଭେନଲାଫାକ୍ସିନ
Skeletal formula
Ball-and-stick model of desvenlafaxine
Clinical data
Trade namesPristiq, Desfax, Ellefore, others
SynonymsO-desmethylvenlafaxine
AHFS/Drugs.commonograph
MedlinePlusa608022
data
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability80%
    Protein bindingLow (30%)
    MetabolismCYP3A4, (CYP2D6 is not involved)
    Elimination half-life11 h
    Excretion45% excreted unchanged in urine
    Identifiers
    • 4-[2-dimethylamino-1-(1-hydroxycyclohexyl)
      ethyl]phenol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.149.615 Edit this at Wikidata
    Chemical and physical data
    FormulaC16H25NO2
    Molar mass263.38 g/mol
    3D model (JSmol)
    • OC2(C(c1ccc(O)cc1)CN(C)C)CCCCC2
    • InChI=1S/C16H25NO2/c1-17(2)12-15(13-6-8-14(18)9-7-13)16(19)10-4-3-5-11-16/h6-9,15,18-19H,3-5,10-12H2,1-2H3 checkY
    • Key:KYYIDSXMWOZKMP-UHFFFAOYSA-N checkY
     ☒NcheckY (what is this?)  (verify)

    ଡେସଭେନଲାଫାକ୍ସିନ (ଇଂରାଜୀ ଭାଷାରେ Desvenlafaxine, ଏକ ବିକ୍ରୟ ନାମ ପ୍ରିଟିସ୍କ/ Pristiq) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[] ଏହି ଔଷଧ ଯୋଗୁ ଆଠ ସପ୍ତାହ ପର୍ଯ୍ୟନ୍ତ ଉପକାର ମିଳିବା ସପକ୍ଷରେ ପ୍ରମାଣ ମିଳିଛି ।[] ଭେନଲାଫାକ୍ସିନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ।[] ଏହାକୁ ପାଟିରେ ଦିଆଯାଏ ।[]

    ଡେସଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରା ସମସ୍ୟା (trouble sleeping), ଅଧିକ ଝାଳ ବୋହିବା, କାଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଉଦ୍‌ବେଗ ଓ ଯୌନ ସମସ୍ୟା ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ପ୍ରବଣ ବିଶେଷତଃ ୨୬ ବର୍ଷ ବୟସରୁ କମ୍ ଥିଲେ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ, ମାନିଆ (mania) ଓ ଉଚ୍ଚ ରକ୍ତଚାପ ହୋଇପାରେ । [] ଔଷଧ ନେବାର ମାତ୍ରା ଶୀଘ୍ର କମେଇଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[] ଏହା ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏହା ଅବସାଦରୋଧୀ (antidepressant) ଔଷଧ । []

    ସନ ୨୦୦୮ରେ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡେସଭେନଲାଫାକ୍ସିନ ଯୁକ୍ତରାଷ୍ଟ୍ରରେ ଡେସଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[] ସନ ୨୦୦୯ରେ ୟୁରୋପରେ ଏହା ମନା କରାଯାଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫.୨୦ ଆମେରିକୀୟ ଡଲାର ଥିଲା ।[] ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୭୨ତମ ସ୍ଥାନରେ ଥିଲା ।[]

    ଏହା ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. 1 2 3 4 5 6 7 8 "Desvenlafaxine Succinate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
    2. 1 2 "Withdrawal Assessment Report for Dessvenlafaxime" (PDF). EMA. p. 3. Retrieved 22 March 2019.
    3. "Desvenlafaxine Pregnancy and Breastfeeding Warnings". Drugs.com. Retrieved 19 March 2019.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]