ସିଲଭର ସଲଫାଡାଇଏଜିନ

ଉଇକିପିଡ଼ିଆ‌ରୁ
ସିଲଭର ସଲଫାଡାଇଏଜିନ
Clinical data
Trade namesSilvadene
Synonyms(4-Amino-N-2-pyrimidinylbenzenesulfonamidato-NN,01)-silver, sulfadiazine silver, silver (I) sulfadiazine, 4-amino-N-(2-pyrimidinyl)benzenesulfonamide silver salt
AHFS/Drugs.commonograph
MedlinePlusa682598
Pregnancy
category
  • B (ଗର୍ଭ ଶେଷ ଭାଗରେ ଦିଆଯାଏ ନାହିଁ ।)
Routes of
administration
ସ୍ଥାନୀୟ
ATC code
Legal status
Legal status
  • Rx କେବଳ ପ୍ରେସକ୍ରିପସନ ଥିଲେ ଦିଆଯାଏ ।
Pharmacokinetic data
Bioavailability<୧% ସିଲଭର (silver), ୧୦% ସଲଫାଡାଇଏଜିନ (sulfadiazine)
Protein bindingHigh (silver)
Excretion୨/୩ ସଲଫାଡାଇଏଜିନ ବୃକ୍‌କ renal ମାଧ୍ୟମରେ ।
Identifiers
  • Silver [(4-aminophenyl)sulfonyl](pyrimidin-2-yl)azanide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.040.743 Edit this at Wikidata
Chemical and physical data
FormulaC10H9AgN4O2S
Molar mass357.14 g/mol
3D model (JSmol)
Melting point285 °C (545 °F)
  • [Ag+].O=S(=O)([N-]c1ncccn1)c2ccc(N)cc2
  • InChI=1S/C10H9N4O2S.Ag/c11-8-2-4-9(5-3-8)17(15,16)14-10-12-6-1-7-13-10;/h1-7H,11H2;/q-1;+1 checkY
  • Key:UEJSSZHHYBHCEL-UHFFFAOYSA-N checkY
 ☒NcheckY (what is this?)  (verify)

ସିଲଭର ସଲଫାଡାଇଏଜିନ (ଇଂରାଜୀ ଭାଷାରେ Silver sulfadiazine, ଏକ ବିକ୍ରୟ ନାମ Silvadene) ଏକ ସ୍ଥାନୀୟ କାର୍ଯ୍ୟକ୍ଷମ ଆଣ୍ଟିବାୟୋଟିକ (topical antibiotic) ଯାହା ପୋଡ଼ା ସ୍ଥାନ ସଂକ୍ରମଣର ପ୍ରତିଷେଧ ନିମନ୍ତେ ଦିଆଯାଏ ।[୧] ପରୀକ୍ଷିତ ପ୍ରମାଣରୁ ଅନ୍ୟାନ୍ୟ ଆଣ୍ଟିବାୟୋଟିକ ଏହାଠାରୁ ଅଧିକ ପ୍ରଭାବଶାଳୀ ଥିବାରୁ ଏହି ଔଷଧ ଦେବାକୁ ଆଜିକାଲି ସାଧାରଣତଃ ସୁପାରିସ କରାଯାଉ ନାହିଁ । [୨][୩]

ଏହି ମଲମ ଲେଗେଇବା ସ୍ଥାନରେ ଗଲୁ ଓ ଯନ୍ତ୍ରଣା ହେବା ଭଳି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଲିଉକୋପିନିଆ (low white blood cell levels), ଆଲର୍ଜି, ଚର୍ମ ରଙ୍ଗ ନୀଳ ଦେଖାଯିବା (bluish grey discoloration of the skin), ହେମୋଲାଇସିସ (red blood cell breakdown) ବା ଯକୃତ ପ୍ରଦାହ (liver inflammation) ହୋଇପାରେ । ପୂର୍ବରୁ ସଲଫା ଔଷଧ ପ୍ରତି ଆଲର୍ଜି ଥିଲେ ସାବଧାନତା ଅବଲମ୍ବନ କରିବା ଉଚିତ । ପ୍ରସବ ସମୟ ନିକଟ ହେବା ବେଳେ ଏହି ଔଷଧ ବ୍ୟବ‌ହାର କରିବା ଉଚିତ ନୁହେଁ । ଦୁଇ ବର୍ଷ ବୟସରୁ କମ ପିଲାଙ୍କୁ ଏହା ଦିଆଯିବା ଉଚିତ ନୁହେଁ ।[୪]

ସନ ୧୯୬୦ରେ ସିଲଭର ସଲଫାଡାଇଏଜିନ ଆବିଷ୍କୃତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ଗ୍ରାମ ପିଛା ୦.୦୦୪ରୁ ୦.୦୭୨ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୫ରୁ ୫୦ ଡଲାର ।[୮]

ଆଧାର[ସମ୍ପାଦନା]

  1. Marx, John; Walls, Ron; Hockberger, Robert (2013). Rosen's Emergency Medicine - Concepts and Clinical Practice (in ଇଂରାଜୀ). Elsevier Health Sciences. p. 814. ISBN 1455749877.
  2. Wasiak, J; Cleland, H; Campbell, F; Spinks, A (28 March 2013). "Dressings for superficial and partial thickness burns". The Cochrane database of systematic reviews. 3: CD002106. doi:10.1002/14651858.CD002106.pub4. PMID 23543513. It is impossible to draw firm and confident conclusions about the effectiveness of specific dressings, however silver sulphadiazine was consistently associated with poorer healing outcomes than biosynthetic, silicon-coated and silver dressings whilst hydrogel-treated burns had better healing outcomes than those treated with usual care.
  3. Heyneman, A; Hoeksema, H; Vandekerckhove, D; Pirayesh, A; Monstrey, S (25 April 2016). "The role of silver sulphadiazine in the conservative treatment of partial thickness burn wounds: A systematic review". Burns : journal of the International Society for Burn Injuries. doi:10.1016/j.burns.2016.03.029. PMID 27126813.
  4. ୪.୦ ୪.୧ "Silver Sulfadiazine". Drugs.com. American Society of Health-System Pharmacists. June 1, 2008. Retrieved 30 August 2016.
  5. Coran, Arnold G.; Caldamone, Anthony; Adzick, N. Scott; Krummel, Thomas M.; Laberge, Jean-Martin; Shamberger, Robert (2012). Pediatric Surgery (in ଇଂରାଜୀ) (7 ed.). Elsevier Health Sciences. p. 369. ISBN 032309161X.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Silver Sulfadiazine". International Drug Price Indicator Guide. Retrieved 30 August 2016.[permanent dead link]
  8. Facep, Hamilton MD Faaem Facmt (2014). Tarascon Pharmacopoeia 2014 Professional Desk Reference Edition (in ଇଂରାଜୀ). Jones & Bartlett Publishers. p. 157. ISBN 9781284056716.