Jump to content

ହାୟୋସିନ

ଉଇକିପିଡ଼ିଆ‌ରୁ
ହାୟୋସିନ
Clinical data
Trade namesTransdermscop, Kwells, others
Synonymshyoscine hydrobromide, scopolamine hydrobromide
AHFS/Drugs.commonograph
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    by mouth, skin patch, eye drops, subcutaneous, intravenous, sublingual, rectal, buccal transmucousal, intramuscular
    ATC code
    Legal status
    Legal status
    Pharmacokinetic data
    MetabolismLiver
    Elimination half-life4.5 hours[]
    ExcretionKidney
    Identifiers
    • (–)-(S)-3-Hydroxy-2-phenylpropionic acid (1R,2R,4S,7S,9S)-9-methyl-3-oxa-9-azatricyclo[3.3.1.02,4]non-7-yl ester
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.083 Edit this at Wikidata
    Chemical and physical data
    FormulaC17H21NO4
    Molar mass303.353 g/mol
    3D model (JSmol)
    • OC[C@H](c1ccccc1)C(=O)O[C@@H]2C[C@H]3N(C)[C@@H](C2)[C@@H]4O[C@H]34
    • InChI=1S/C17H21NO4/c1-18-13-7-11(8-14(18)16-15(13)22-16)21-17(20)12(9-19)10-5-3-2-4-6-10/h2-6,11-16,19H,7-9H2,1H3/t11-,12-,13-,14+,15-,16+/m1/s1 checkY
    • Key:STECJAGHUSJQJN-FWXGHANASA-N checkY
     ☒NcheckY (what is this?)  (verify)

    ହାୟୋସିନ (ଇଂରାଜୀ ଭାଷାରେ Hyoscine, ଅନ୍ୟ ନାମ ସ୍କୋପୋଲାମିନ/scopolamine,[] ଏକ ଔଷଧ ଯାହା ଗତିଜ ଅସୁସ୍ଥତା ବା ମୋସନ ସିକନେସ (motion sickness) ଓ ଅପରେଶନ ପରବର୍ତ୍ତୀ ଅଇ ଓ ବାନ୍ତିର (postoperative nausea and vomiting) ଚିକିତ୍ସା ନିମନ୍ତେ ଦିଆଯାଏ । ବେଳେ ବେଳେ ଲାଳ (saliva) କ୍ଷରଣ କମେଇବା ନିମନ୍ତେ ଅପରେଶନ ପୂର୍ବରୁ ମଧ୍ୟ ଦିଆଯାଏ । ଇଞ୍ଜେକସନ ଆକାରରେ ଦେବାର ୨୦ ମିନିଟ ପରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ୮ଘଣ୍ଟା ପର୍ଯ୍ୟନ୍ତ ରହେ । ଏହା ପାଟିରେ ଓ ଚର୍ମ ପ୍ୟାଚ (skin patch) ଆକାରରେ ମଧ୍ୟ ଦିଆଯାଇପାରେ ।[]

    ହାୟୋସିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁତା, ଝାପସା ଦୃଷ୍ଟି (blurred vision) ପ୍ରସାରିତ ପୁତ୍ତଳୀ (dilated pupils) ଓ ଶୁଷ୍କ ପାଟି ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗ୍ଲକୋମାଆନ୍ତ୍ରିକ ଅବରୋଧ ରୋଗ ଥିଲେ ଏହା ଦିଆଯାଏନାହିଁ ।[] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଗଲେ ମଧ୍ୟ ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ ।[] ଆଣ୍ଟମସ୍କାରିନିକ (antimuscarinic) ଶ୍ରେଣୀର ହାୟୋସିନ ଏକ ଔଷଧ ଯାହା ସ୍ନାୟୁ ମଣ୍ଡଳରେ (nervous system) ଥିବା ଆସେଟାଇଲକୋଲିନର (acetylcholine) ପ୍ରଭାବକୁ ଅବରୋଧ କରିଦିଅ ।[]

    ହାୟୋସିନ ବିଷୟ ପ୍ରଥମେ ସନ ୧୮୮୧ରେ ଲିଖିତ ହୋଇ ସନ ୧୯୪୭ରେ ଏହାର ଡାକ୍ତରୀ ବ୍ୟବ‌ହାର ଆରମ୍ଭ ହେଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ନାଇଟସେଡ (nightshade) ଶ୍ରେଣୀର ଗଛରୁ ହାୟୋସିନ ପ୍ରସ୍ତୁତ କରାଯାଏ ।[] ସ୍କୋପୋଲିଆ (Scopolia) ନାମକ ଏକ ପ୍ରକାର ଗଛରୁ ସ୍କୋପୋଲାମିନ ଓ ହାୟୋସିନ ନାଇଜରରୁ (Hyoscyamus niger) ହାୟୋସିନ ପ୍ରସ୍ତୁତ କରାଯାଏ ।[][]

    1. Putcha, L.; Cintrón, N. M.; Tsui, J.; Vanderploeg, J. M.; Kramer, W. G. (1989). "Pharmacokinetics and Oral Bioavailability of Scopolamine in Normal Subjects". Pharmacology Research. 6 (6): 481–485. doi:10.1023/A:1015916423156. PMID 2762223.
    2. Juo, Pei-Show (2001). Concise Dictionary of Biomedicine and Molecular Biology (2nd ed.). Hoboken: CRC Press. p. 570. ISBN 9781420041309.
    3. 1 2 3 "Scopolamine". The American Society of Health-System Pharmacists. Retrieved 8 December 2016.
    4. "Scopolamine Use During Pregnancy | Drugs.com". www.drugs.com. Retrieved 15 December 2016.
    5. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 551. ISBN 9783527607495.
    6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. Osbourn, Anne E.; Lanzotti, Virginia (2009). Plant-derived Natural Products: Synthesis, Function, and Application (in ଇଂରାଜୀ). Springer Science & Business Media. p. 5. ISBN 9780387854984.
    8. The Chambers Dictionary. Allied Publishers. 1998. pp. 788, 1480. ISBN 978-81-86062-25-8.
    9. Cattell, Henry Ware (1910). Lippincott's new medical dictionary: a vocabulary of the terms used in medicine, and the allied sciences, with their pronunciation, etymology, and signification, including much collateral information of a descriptive and encyclopedic character. Lippincott. p. 435. Retrieved 25 February 2012.