Jump to content

ଲିଭୋଥାଇରକ୍ସିନ

ଉଇକିପିଡ଼ିଆ‌ରୁ
ଲିଭୋଥାଇରକ୍ସିନ
Clinical data
Synonyms3,5, 3', 5'-Tetraiodo-L-thyronine
AHFS/Drugs.commonograph
MedlinePlusa682461
Pregnancy
category
  • US: A (No risk in human studies)
    Routes of
    administration
    by mouth, intravenous
    ATC code
    Legal status
    Legal status
    Pharmacokinetic data
    Bioavailability~100%
    Metabolismmainly in liver, kidneys, brain and muscles
    Elimination half-lifeca. 7 days (in hyperthyroidism 3–4 days, in hypothyroidism 9–10 days)
    Excretionfeces and urine
    Identifiers
    • (S)-2-Amino-3-[4-(4-hydroxy-3,5-diiodophenoxy)-3,5-diiodophenyl]propanoic acid
    CAS Number
    PubChem CID
    DrugBank
    ChemSpider
    UNII
    ChEBI
    ChEMBL
    ECHA InfoCard100.000.093 Edit this at Wikidata
    Chemical and physical data
    FormulaC15H11I4NO4
    Molar mass୭୭୬.୮୭ g·mol−1
    3D model (JSmol)
    Melting point231 to 233 °C (448 to 451 °F) []
    Solubility in waterSlightly soluble (0.105 mg•mL−1 at 25 °C)[] mg/mL (20 °C)
    • NC(Cc1cc(I)c(Oc2cc(I)c(O)c(I)c2)c(I)c1)C(O)=O
    • InChI=1S/C15H11I4NO4/c16-8-4-7(5-9(17)13(8)21)24-14-10(18)1-6(2-11(14)19)3-12(20)15(22)23/h1-2,4-5,12,21H, 3,20H2, (H, 22,23)/t12-/m0/s1
       checkY
    • Key:XUIIKFGFIJCVMT-LBPRGKRZSA-N

    ଲିଭୋଥାଇରକ୍ସିନ (ଇଂରାଜୀ ଭାଷାରେ Levothyroxine ବା L-thyroxine) ଏକ ପ୍ରକାର ଥାଇରକ୍ସିନ (ଟି) ଯାହା ଥାଇରକ୍ସିନ ହରମୋନରୁ (thyroid hormone) ପ୍ରସ୍ତୁତ କରାଯାଏ । [][] ଏହା ହାଇପୋଥାଇରଏଡିଜ୍ମ (ଥାଇରଏଡ ହରମୋନ ଅଭାବ) ରୋଗ ଓ ଏହାର ସାଂଘାତିକ ଆକାରରେ ହେଉଥିବା ମିକ୍ସିଡିମା କୋମାରେ (myxedema coma) ଦିଆଯାଏ । କେତେକ ପ୍ରକାରର ଥାଇରଏଡ ଅର୍ବୁଦ (thyroid tumors) ରୋଗମାନଙ୍କର ପ୍ରତିଷେଧ ଓ ଚିକିତ୍ସାରେ ମଧ୍ୟ ଦିଆଯାଏ । ଓଜନ ହାନୀ weight loss ହେଉଥିଲେ ଏହା ଦିଆଯାଏନାହିଁ । ଲିଭୋଥାଇରକ୍ସିନ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ । ନିର୍ଦ୍ଦିଷ୍ଟ ମାତ୍ରାର ଔଷଧର ସର୍ବାଧିକ ପ୍ରଭାବ ଆସିବାକୁ ୬ ସପ୍ତାହ ଲାଗିପାରେ ।[]

    ଲିଭୋଥାଇରକ୍ସିନ ମାତ୍ରା ଅତ୍ୟଧିକ ହୋଇଗଲେ ଓଜନ ହାନୀ, ଉତ୍ତାପ ଅସ‌ହ୍ୟତା, ଝାଳ, ଉତ୍କଣ୍ଠା, ନିଦ୍ରା ସମସ୍ୟା ଓ ଦୃତ ହୃତ୍‌ପିଣ୍ଡ ଗତି (fast heart rate) ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ସଦ୍ୟ ହୃଦ୍‌ଘାତ ଭୋଗିଥିବା ଲୋକଙ୍କୁ ଏହି ଔଷଧ ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ନିୟମିତ ରକ୍ତର ଟିଏସଏଚ ଓ ଟି୪ ମାତ୍ରା ମାପ କରି ସେହି ଅନୁସାରେ ଏହି ଔଷଧ ଦିଆଯାଏ । ଏହି ଲିଭୋଥାଇରକ୍ସିନ ଦେହରେ ଟ୍ରାଇଆୟୋଡୋଥାଇରୋନିନକୁ ପରିବର୍ତ୍ତିତ ହୁଏ ଓ ତା ପରେ ପ୍ରଭାବ ଆରମ୍ଭ ହୁଏ ।[]

    ଲିଭୋଥାଇରକ୍ସିନ ପ୍ରଥମେ ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୦.୫୮ରୁ ୧୨.୨୮ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାର । []

    1. Harington (1926). "Chemistry of Thyroxine: Constitution and Synthesis of Desiodo-Thyroxine". Biochem J. 20 (2): 300–313. doi:10.1042/bj0200300. PMC 1251714. PMID 16743659.
    2. ଛାଞ୍ଚ:DrugBank
    3. 1 2 3 4 "Levothyroxine Sodium". The American Society of Health-System Pharmacists. Retrieved 8 December 2016.
    4. 1 2 King, Tekoa L.; Brucker, Mary C. (2010). Pharmacology for Women's Health (in ଇଂରାଜୀ). Jones & Bartlett Publishers. p. 544. ISBN 9781449658007.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Levothyroxine". International Drug Price Indicator Guide. Retrieved 8 December 2016.[permanent dead link]
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 223. ISBN 9781284057560.