Jump to content

ରିଫାମ୍ପିସିନ

ଉଇକିପିଡ଼ିଆ‌ରୁ
ରିଫାମ୍ପିସିନINN, BAN
Clinical data
Pronunciation/rɪˈfæmpəsɪn/
Trade namesRifadin
AHFS/Drugs.commonograph
MedlinePlusa682403
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    Oral, IV
    ATC code
    Legal status
    Legal status
    Pharmacokinetic data
    Bioavailability90 to 95% oral
    Protein binding80%
    MetabolismHepatic and intestinal wall
    Elimination half-life3-4 hours
    ExcretionUrine (~30%), faeces (60-65%)
    Identifiers
    • (7S,9E,11S,12R,13S,14R,15R,16R,17S,18S,19E,21Z)-2,15,17,27,29-pentahydroxy-11-methoxy-3,7,12,14,16,18,22-heptamethyl-26-{(E)-[(4-methylpiperazin-1-yl)imino]methyl}-6,23-dioxo-8,30-dioxa-24-azatetracyclo[23.3.1.14,7.05,28]triaconta-1(28),2,4,9,19,21,25(29),26-octaen-13-yl acetate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    PDB ligand
    ECHA InfoCard100.032.997 Edit this at Wikidata
    Chemical and physical data
    FormulaC43H58N4O12
    Molar mass822.94 g/mol
    3D model (JSmol)
    Melting point183 to 188 °C (361 to 370 °F)
    Boiling point1,004.42 °C (1,839.96 °F) []
    • CN1CCN(CC1)/N=C/c2c(O)c3c5C(=O)[C@@]4(C)O/C=C/[C@H](OC)[C@@H](C)[C@@H](OC(C)=O)[C@H](C)[C@H](O)[C@H](C)[C@@H](O)[C@@H](C)\C=C\C=C(\C)C(=O)Nc2c(O)c3c(O)c(C)c5O4
    • InChI=1S/C43H58N4O12/c1-21-12-11-13-22(2)42(55)45-33-28(20-44-47-17-15-46(9)16-18-47)37(52)30-31(38(33)53)36(51)26(6)40-32(30)41(54)43(8,59-40)57-19-14-29(56-10)23(3)39(58-27(7)48)25(5)35(50)24(4)34(21)49/h11-14,19-21,23-25,29,34-35,39,49-53H,15-18H2,1-10H3,(H,45,55)/b12-11+,19-14+,22-13-,44-20+/t21-,23+,24+,25+,29-,34-,35+,39+,43-/m0/s1 checkY
    • Key:JQXXHWHPUNPDRT-WLSIYKJHSA-N checkY
     ☒NcheckY (what is this?)  (verify)

    ରିଫାମ୍ପିସିନ, ଅନ୍ୟ ନାମ ରିଫାମ୍ପିନ, ଏକ ଔଷଧ ଯାହା ଅନେକ ପ୍ରକାରରର ଆଣ୍ଟିବାୟୋଟିକ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏହି ସଂକ୍ରମଣ କରୁଥିବା ଜୀବାଣୁମାନଙ୍କ ନାମ ମୂଖ୍ୟତଃ ଯକ୍ଷ୍ମା, କୁଷ୍ଠ, ଓ ଲେଜିଓନେଲ ଏହା ଅନ୍ୟ ଆଣ୍ଟିବାୟୋଟିକ ସ‌ହିତ ମଧ୍ୟ ଦିଆଯାଏ । ହେମୋଫାଇଲସ୍ ଇନଫ୍ଲୁଏଞ୍ଜି ଟାଇପ ବିମେନିଙ୍ଗୋକୋକାଲ ରୋଗ ଜୀବାଣୁ ଜନିତ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ରୋଗ ପ୍ରତିରୋଧ ନିମନ୍ତେ ମଧ୍ୟ ରିଫାମ୍ପିସିନ ଦିଆଯାଏ । ଦୀର୍ଘକାଳୀଣ ଭିତ୍ତିରେ ଏହା ଦେବାକୁ ଥିଲେ ଏହି ଔଷଧ ଦେବା ପୂର୍ବରୁ ଲିଭର ଫଙ୍କସନ ଟେଷ୍ଟ ଓ ରକ୍ତ କାଉଣ୍ଟ କରିବା ଆବଶ୍ୟକ । ପାଟିରେ ଖାଇବାକୁ ଓ ଶୀରାରେ ଦେବାନିମନ୍ତେ ଦୁଇ ପ୍ରକାର ଔଷଧ ମିଳେ ।[]

    ରିଫାମ୍ପିସିନର ସାଧାରଣତଃ ଅଇ, ବାନ୍ତି, ତରଳ ଝାଡ଼ା ଓ କ୍ଷୁଧାହାନୀ ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଏହି ଔଷଧ ଖାଇବାଦ୍ୱାରା ପରିସ୍ରା, ଝାଳ ଓ ଲୁହର ରଙ୍ଗ ଲାଲ ହୋଇଯାଇ ପାରେ । ଯକୃତ ସମସ୍ୟା ବା ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହାର ସୁରକ୍ଷାରେ ସନ୍ଦିହାନ ଥିଲେ ମଧ୍ୟ ସକ୍ରିୟ ଯକ୍ଷ୍ମା ରୋଗ ଥିଲେ ଦେବାକୁ ପରାମର୍ଶ ଦିଆଯାଏ ।ରିଫାମାଇସିନ ଦଳର ରିଫାମ୍ପିସିନ ଏକ ଆଣ୍ଟିବାୟୋଟିକ । ଜୀବାଣୁର ଆରଏନଏ ତିଆରି ଏହି ରିଫାମ୍ପିସିନ ବନ୍ଦ କରିଦେଇ ତାହାକୁ ମାରିଦିଏ ।[]

    ରିଫାମ୍ପିସିନ ସନ ୨୯୫୭ରେ ପ୍ରଥମେ ପୃଥକ କରାଯାଇଥିଲା ଓ ସନ ୧୯୭୧ରେ ପ୍ରଥମେ ବିକ୍ରି କରାଯାଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଏହାର ହୋଲସେଲ ମୁଲ୍ୟ ମାସକୁ ୩.୯୦ ଆମେରିକୀୟ ଡଲାର ।[] ଆମେରିକାରେ ଏହା ଦାମିକା ଓ ମାସକୁ ମାସକୁ ୧୨୦ଡଲାର ଖର୍ଚ୍ଚ ହୁଏ ।[][] ଆମିକୋଲେଟୋପ୍‌ସିସ ରିଫାମାଇସିନିକାରୁ ଏହି ଔଷଧ ତିଆରି ହୁଏ ।[]

    1. "Rifampicin (CAS 13292-46-1)". Santa Cruz Biotechnology Product Block. Santa Cruz Biotechnology. Archived from the original on 27 November 2014. Retrieved 14 November 2014. {{cite web}}: External link in |ref= (help)
    2. 1 2 3 4 5 "Rifampin". The American Society of Health-System Pharmacists. Retrieved Aug 1, 2015.
    3. Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 978-0-19-103962-1.
    4. 1 2 McHugh, Timothy D. (2011). Tuberculosis : diagnosis and treatment. Wallingford, Oxfordshire: CABI. p. 219. ISBN 978-1-84593-807-9.
    5. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    6. "Rifampicin". International Drug Price Indicator Guide. Archived from the original on 28 March 2020. Retrieved 24 August 2015.
    7. Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15 ed.). Sudbury: Jones & Bartlett Learning. p. 39. ISBN 978-1-284-05399-9.