Jump to content

କ୍ଲୋଜାପିନ

ଉଇକିପିଡ଼ିଆ‌ରୁ
କ୍ଲୋଜାପିନ
Skeletal formula of clozapine
Stick-and-ball model of the clozapine molecule
Clinical data
Trade namesClozaril, FazaClo, Versacloz
AHFS/Drugs.commonograph
MedlinePlusa691001
Pregnancy
category
  • AU: C
  • US: B (No risk in non-human studies) []
    Routes of
    administration
    Oral
    ATC code
    Legal status
    Legal status
    Pharmacokinetic data
    Bioavailability60 to 70%
    MetabolismLiver, by several CYP isozymes
    Elimination half-life6 to 26 hours (mean value 14.2 hours in steady state conditions)
    Excretion80% in metabolized state: 30% biliary and 50% kidney
    Identifiers
    • 8-chloro-11-(4-methylpiperazin-1-yl)-5H-dibenzo[b,e][1,4]diazepine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.024.831 Edit this at Wikidata
    Chemical and physical data
    FormulaC18H19ClN4
    Molar mass326.823 g/mol
    3D model (JSmol)
    Melting point183 °C (361 °F)
    Solubility in water0.1889[] mg/mL (20 °C)
    • CN1CCN(CC1)C2=Nc3cc(ccc3Nc4c2cccc4)Cl
    • InChI=1S/C18H19ClN4/c1-22-8-10-23(11-9-22)18-14-4-2-3-5-15(14)20-16-7-6-13(19)12-17(16)21-18/h2-7,12,20H,8-11H2,1H3 checkY
    • Key:QZUDBNBUXVUHMW-UHFFFAOYSA-N checkY
      (verify)

    କ୍ଲୋଜାପିନ, ବିକ୍ରୟ ନାମ କ୍ଲୋଜାରିଲ, ରିସପେରିଡିନ ଏକ ଅସାମାନ୍ୟ ମନୋବିକ୍ଷିପ୍ତରୋଧୀ ଔଷଧ ।[] ଏହା ମୂଖ୍ୟତଃ କୌଣସି ଔଷଧରେ ଭଲ ନ ହେଉଥିବା ସିଜୋଫ୍ରେନିଆ ରୋଗରେ ଦିଆଯାଏ । ସିଜୋଫ୍ରେନିଆସିଜୋଆଫେକ୍ଟିଭ ଡିଜଅର୍ଡ଼ର ରୋଗମାନଙ୍କରେ ଏହା ଆତ୍ମହତ୍ୟା ପ୍ରବଣତା କମ କରେ । [] ଏହା ସାଧାରଣ ସାଧାରଣ ମନୋବିକ୍ଷିପ୍ତରୋଧୀ ଔଷଧ ଅପେକ୍ଷା ଅଧିକ କାର୍ଯ୍ୟକ୍ଷମ । [] ଏହା ପାଟିରେ ଦିଆଯାଏ । []

    କ୍ଲୋଜାପିନ ଗ୍ରହଣ କଲେ ଅଧିକ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇଯିବା ସଙ୍କଟ ରହେ, ଫଳରେ ମୃତ୍ୟୁ ସମ୍ଭାବନା ରହେ । ଏହି ସଙ୍କଟରୁ ବର୍ତ୍ତିବା ନିମନ୍ତେ ରକ୍ତ ପରୀକ୍ଷାର ନିୟମିତ ପର୍ଯ୍ୟବେକ୍ଷଣ ଆବଶ୍ୟକ । [] ଅପସ୍ମାର ଆକ୍ରମଣ, ହୃତପେଶୀ ପ୍ରଦାହ, ଅତି ରକ୍ତ ଶର୍କରା ଇତ୍ୟାଦି ମାରାତ୍ମକ ସଙ୍କଟ ଓ ଡିମେନସିଆ ଯୋଗୁ ସାଇକୋସିସ ହୋଇ ମୃତ୍ୟୁ ସଙ୍କଟ ହୁଏ । [][] ଏହା ବ୍ୟତୀତ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ନିମ୍ନ ରକ୍ତଚାପ, ଦୃଷ୍ଟି ସମସ୍ୟା ଓ ଶିରଭ୍ରମ (dizziness) ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[] ପ୍ରାୟ ୫% ରୋଗୀଙ୍କର ସ୍ଥାୟୀ ଟାର୍ଡ଼ିଭ ଡିସକାଇନେସିଆ ସଙ୍କଟ ରହେ । [] ଏହାର କାର୍ଯ୍ୟ ପ୍ରକ୍ରିୟା ସ୍ପଷ୍ଟ ନୁହେଁ ।[]

    ସନ ୧୯୬୦ରେ କ୍ଲୋଜାପିନ ଆବିଷ୍କୃତ ହୋଇ ସନ ୧୯୭୧ରେ ବ୍ୟବ‌ହୃତ ହେଲା । ଏହା ପ୍ରଥମ ମନୋବିକ୍ଷିପ୍ତରୋଧି ଔଷଧ ଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ଦୈନିକ ୦.୦୫ରୁ ୨.୧୦ ଆମେରିକୀୟ ଡଲାର ଥିଲା ।[]

    1. 1 2 3 4 5 6 7 8 9 "Clozapine". The American Society of Health-System Pharmacists. Retrieved Dec 1, 2015.
    2. Hopfinger A, Esposito EX, Llinas A, Glen RC, Goodman JM. (2009). "Findings of the Challenge To Predict Aqueous Solubility". Journal of Chemical Information and Modeling. 49: 1–5. doi:10.1021/ci800436c. PMID 19117422.{{cite journal}}: CS1 maint: multiple names: authors list (link)
    3. Essali, A; Al-Haj Haasan, N; Li, C; Rathbone, J (21 January 2009). "Clozapine versus typical neuroleptic medication for schizophrenia". The Cochrane database of systematic reviews (1): CD000059. doi:10.1002/14651858.CD000059.pub2. PMID 19160174.
    4. 1 2 Hartling, L; Abou-Setta, AM; Dursun, S; Mousavi, SS; Pasichnyk, D; Newton, AS (2 October 2012). "Antipsychotics in adults with schizophrenia: comparative effectiveness of first-generation versus second-generation medications: a systematic review and meta-analysis". Annals of internal medicine. 157 (7): 498–511. doi:10.7326/0003-4819-157-7-201210020-00525. PMID 22893011.
    5. Corey, edited by Jie Jack Li, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 248. ISBN 9781118354469. {{cite book}}: |first1= has generic name (help)CS1 maint: multiple names: authors list (link)
    6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    7. "Clozapine". International Drug Price Indicator Guide. Retrieved 2 December 2015.[permanent dead link]