Jump to content

ସିପ୍ରୋଫ୍ଲୋକ୍‌ସାସିନ୍

ଉଇକିପିଡ଼ିଆ‌ରୁ
ସିପ୍ରୋଫ୍ଲୋକ୍‌ସାସିନ୍(INN)
Clinical data
AHFS/Drugs.commonograph
MedlinePlusa688016
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral, intravenous, topical (ear drops, eye drops)
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability69%[]
    MetabolismHepatic, including CYP1A2
    Elimination half-life4 hours
    ExcretionKidneys
    Identifiers
    • 1-cyclopropyl-6-fluoro-4-oxo-7-(piperazin-1-yl)-quinoline-3-carboxylic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.123.026 Edit this at Wikidata
    Chemical and physical data
    FormulaC17H18FN3O3
    Molar mass331.346 g/mol
    3D model (JSmol)
    • c1c2c(cc(c1F)N3CCNCC3)n(cc(c2=O)C(=O)O)C4CC4
    • InChI=1S/C17H18FN3O3/c18-13-7-11-14(8-15(13)20-5-3-19-4-6-20)21(10-1-2-10)9-12(16(11)22)17(23)24/h7-10,19H,1-6H2,(H,23,24) checkY
    • Key:MYSWGUAQZAJSOK-UHFFFAOYSA-N checkY
      (verify)

    ସିପ୍ରୋଫ୍ଲୋକ୍‌ସାସିନ୍ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ବ‌ହୁ ସଂଖ୍ୟକ ଜୀବାଣୁ ସଂକ୍ରମଣ ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏହି ସଂକ୍ରମଣ ମଧ୍ୟରେ ଅସ୍ଥି ଓ ଗଣ୍ଠି ସଂକ୍ରମଣ, ଇଣ୍ଟ୍ରାଆବ୍‌ଡୋମିନାଲ/ପେଟ ସଂକ୍ରମଣ, କେତେକ ସଂକ୍ରମିତ ତରଳ ଝାଡ଼ା, ଫୁସ୍‌ଫୁସ୍ ନଳୀ ସଂକ୍ରମଣ, ଚର୍ମ ସଂକ୍ରମଣ, ଆନ୍ତ୍ରିକ ଜ୍ୱର(ଟାଇଫଏଡ) ଓ ମୂତ୍ରନଳୀ ସଂକ୍ରମଣ ପ୍ରଧାନ । [] କେତେକ ସଂକ୍ରମଣରେ ଅନ୍ୟାନ୍ୟ ଆଣ୍ଟିବାୟୋଟିକ ସ‌ହିତ ଏହି ଆଣ୍ଟିବାୟୋଟିକ ଦିଆଯାଏ । [] ଏହି ଔଷଧ ପାଟିରେ ଖିଆଯାଏ ବା ଶୀରାରେ ଦିଆଯାଏ । []

    ସିପ୍ରୋଫ୍ଲୋକ୍‌ସାସିନ୍‌ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଯଥାକ୍ରମେ ଅଇ, ବାନ୍ତି, ତରଳ ଝାଡ଼ା ଓ ରାସ୍ ।[] ମ୍ୟାସ୍ଥେନିଆ ଗ୍ରାଭିସ ରୋଗ ଥିଲେ ସିପ୍ରୋଫ୍ଲୋକ୍‌ସାସିନ୍‌ଦ୍ୱାରା ମାଂସପେଶୀ ଦୂର୍ବଳ ହୋଇ ଟେଣ୍ଡନ/ପେଶୀରଜ୍ଜୁ ଛିଣ୍ଡିଯିବା ଆଶଙ୍କା ଥାଏ ।[] ଏହାର ପାର୍ଶ୍ୱ ପ୍ରତିକ୍ରିୟା ହାର ସେଫାଲୋସ୍ପୋରିନ ଅପେକ୍ଷା ଅଧିକ ଓ କ୍ଲିଣ୍ଡାମାଇସିନ ଅପେକ୍ଷା କମ୍ ଥାଏ । [] ପଶୁମାନଙ୍କ ଗର୍ଭାବସ୍ଥାରେ ଏହି ଔଷଧ ଦେବାର ଅନୁଶୀଳନରୁ ଜଣାଯାଏ ଗର୍ଭାବସ୍ଥାରେ ଦେବା ଚିନ୍ତା ଜନ‌କ ହୋଇପାରେ ।[] କିନ୍ତୁ ଅଳ୍ପ ସଂଖ୍ୟକ ଔଷଧ ଗ୍ରହଣ କରିଥିବା ମହିଳାଙ୍କର ପିଲାମାନଙ୍କର କୌଣସି ସମସ୍ୟା ହୋଇନାହିଁ ।[] ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ଥିବା ଜଣାଯାଏ ।[] ସିପ୍ରୋଫ୍ଲୋକ୍‌ସାସିନ୍ ଔଷଦ ଫ୍ଲୋରୋକୁଇନୋଲିନ ଦ୍ୱିତୀୟ ପିଢ଼ିର ଏକ ଔଷଧ ଯାହା ଏକ ବ୍ରଡ଼-ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ।[][]

    ସିପ୍ରୋଫ୍ଲୋକ୍‌ସାସିନ୍ ସନ ୧୯୮୭ରେ ପରିଚିତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[][] ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୦.୦୩ରୁ ୦.୧୩ ଆମେରିକୀୟ ଡଲାର ।[୧୦] ଆମେରିକାର ଏହା ଡୋଜ ପିଛା ୦.୪୦ ଆମେରିକୀୟ ଡଲାର । []

    1. Drusano GL; Standiford HC; Plaisance K; Forrest A; Leslie J; Caldwell J (September 1986). "Absolute oral bioavailability of ciprofloxacin". Antimicrob Agents Chemother. 30 (3): 444–6. doi:10.1128/aac.30.3.444. ISSN 0066-4804. PMC 180577. PMID 3777908.
    2. 1 2 3 4 5 6 7 8 9 "Ciprofloxacin Hydrochloride". The American Society of Health-System Pharmacists. Retrieved Aug 23, 2015.
    3. Heidelbaugh JJ, Holmstrom H; Holmstrom (April 2013). "The perils of prescribing fluoroquinolones". J Fam Pract. 62 (4): 191–7. PMID 23570031.
    4. 1 2 "Prescribing medicines in pregnancy database". Australian Government. 23 Aug 2015.
    5. Ball P (July 2000). "Quinolone generations: natural history or natural selection?". J. Antimicrob. Chemother. 46 Suppl T1: 17–24. doi:10.1093/oxfordjournals.jac.a020889. PMID 10997595.
    6. Oliphant CM, Green GM; Green (February 2002). "Quinolones: a comprehensive review". Am Fam Physician. 65 (3): 455–64. PMID 11858629.
    7. Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
    8. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    9. Hamilton, Richard J. (2014). Tarascon pharmacopoeia (15 ed.). Jones & Bartlett Publishers. p. 85. ISBN 9781284056716.
    10. "Ciprofloxacin". International Drug Price Indicator Guide. Retrieved 24 August 2015.[permanent dead link]