Jump to content

ଲୋରାଟାଡିନ

ଉଇକିପିଡ଼ିଆ‌ରୁ
(Loratadineରୁ ଲେଉଟି ଆସିଛି)
ଲୋରାଟାଡିନ
Clinical data
Trade namesClaritin, Claratyne, others
AHFS/Drugs.commonograph
MedlinePlusa697038
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    by mouth
    ATC code
    Legal status
    Legal status
    Pharmacokinetic data
    Bioavailabilityalmost 100%
    Protein binding97–99%
    Metabolismliver (CYP2D6- and 3A4-mediated)
    Elimination half-life8 hours, active metabolite desloratadine 27 hours
    Excretion40% as conjugated metabolites into urine
    Similar amount into the feces
    Identifiers
    • Ethyl 4-(8-chloro-5,6-dihydro-11H-benzo[5,6]cyclohepta[1,2-b]pyridin-11-ylidene)-1-piperidinecarboxylate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    Chemical and physical data
    FormulaC22H23ClN2O2
    Molar mass382.88 g/mol
    3D model (JSmol)
    • O=C(OCC)N4CC/C(=C2/c1ccc(Cl)cc1CCc3cccnc23)CC4
    • InChI=1S/C22H23ClN2O2/c1-2-27-22(26)25-12-9-15(10-13-25)20-19-8-7-18(23)14-17(19)6-5-16-4-3-11-24-21(16)20/h3-4,7-8,11,14H,2,5-6,9-10,12-13H2,1H3 checkY
    • Key:JCCNYMKQOSZNPW-UHFFFAOYSA-N checkY
     ☒NcheckY (what is this?)  (verify)

    ଲୋରାଟାଡିନ (ଇଂରାଜୀ ଭାଷାରେ Loratadine, ବିକ୍ରୟ ନାମ କ୍ଲାରିଟିନ/Claritin ଏକ ଔଷଧ ଯାହା ଆଲର୍ଜି ରୋଗ‌ଗୁଡ଼ିକ ନିମନ୍ତେ ବ୍ୟବ‌ହାର କରାଯାଏ । ଆଲର୍ଜିକ ରାଇନାଇଟିସ (allergic rhinitis ବା hay fever) ଓ ହାଇଭସ (hives) ଭଳି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ । ଏହା ଏକ ଡିକଞ୍ଜେସ୍‌ଟାଣ୍ଟ (decongestant) ଔଷଧ ସୁଡୋଏପିନେଫ୍ରିନ (pseudoephedrine) ସ‌ହିତ ଲୋରାଟିଡିନ/ସୁଡୋଏପିନେଫ୍ରିନ (loratadine/pseudoephedrine) ନାମରେ ମିଳେ । ଏହାକୁ ପାଟିରେ ଦିଆଯାଏ ।[]

    ଲୋରାଟାଡିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଖିଲା ପାଟି ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇପାରେ ।[] କ୍ୱଚିତ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଏହାର ଆଲର୍ଜି, ବାତ (seizures) ଓ ଯକୃତ ସମସ୍ୟା (liver problems) ଇତ୍ୟାଦି ହୋଇପାରେ ।[] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯା‌ଉଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[] ଦୁଇ ବର୍ଷରୁ କମ୍ ଶିଶୁଙ୍କୁ ଏହି ଔଷଧ ଦିଆଯାଏନାହିଁ ।[] ଏହା ଏକ ଦ୍ୱିତୀୟ ପିଢ଼ିର ଆଣ୍ଟିହିସ୍‌ଟାମିନ (second-generation antihistamine) ଶ୍ରେଣୀର ଔଷଧ ।[]

    ସନ ୧୯୮୧ରେ ଲୋରାଟାଡିନ ଆବିଷ୍କୃତ ହେବାପରେ ସନ ୧୯୯୩ରେ ମାର୍କେଟକୁ ଆସିଥିଲା [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୦୧ରୁ ୦.୦୮ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଖୁଚୁରା ଦୋକାନରେ (over the counter) ମିଳେ ।[]

    1. 1 2 3 4 5 "Loratadine". The American Society of Health-System Pharmacists. Retrieved 8 December 2016.
    2. 1 2 "Clarityn Allergy 10mg Tablets (P) - Summary of Product Characteristics (SPC) - (eMC)". www.medicines.org.uk. 7 October 2015. Retrieved 13 December 2016.
    3. "Loratadine Use During Pregnancy | Drugs.com". www.drugs.com. Retrieved 13 December 2016.
    4. Corey, E.J. (2012). "Loratadine". Molecules and Medicine. John Wiley & Sons. ISBN 9781118361733.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Loratadine". International Drug Price Indicator Guide. Retrieved 8 December 2016.[permanent dead link]