Jump to content

ମେଫ୍ଲୋକ୍ୱିନ

ଉଇକିପିଡ଼ିଆ‌ରୁ
(Mefloquinରୁ ଲେଉଟି ଆସିଛି)
ମେଫ୍ଲୋକ୍ୱିନ
Clinical data
Trade namesLariam, Mephaquin, Mefliam
AHFS/Drugs.commonograph
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    oral
    ATC code
    Legal status
    Legal status
    Pharmacokinetic data
    MetabolismExtensively hepatic; main metabolite is inactive
    Elimination half-life2 to 4 weeks
    ExcretionPrimarily bile and feces; urine (9% as unchanged drug, 4% as primary metabolite)
    Identifiers
    • [(R*,S*)-2,8-bis(trifluoromethyl)quinolin-4-yl]-(2-piperidyl)methanol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    NIAID ChemDB
    Chemical and physical data
    FormulaC17H16F6N2O
    Molar mass378.312 g/mol
    3D model (JSmol)
    • FC(F)(F)c2cccc1c(cc(nc12)C(F)(F)F)[C@H](O)[C@@H]3NCCCC3
    • InChI=1S/C17H16F6N2O/c18-16(19,20)11-5-3-4-9-10(15(26)12-6-1-2-7-24-12)8-13(17(21,22)23)25-14(9)11/h3-5,8,12,15,24,26H,1-2,6-7H2/t12-,15+/m1/s1 checkY
    • Key:XEEQGYMUWCZPDN-DOMZBBRYSA-N checkY
     ☒NcheckY (what is this?)  (verify)

    ମେଫ୍ଲୋକ୍ୱିନ,ଏକ ବିକ୍ରୟ ନାମ ଲାରିଆମ, ଏକ ଔଷଧ ଯାହା ମ୍ୟାଲେରିଆର ଚିକିତ୍ସା ଓ ପ୍ରତିଷେଧକ ଭାବେ ବ୍ୟବ‌ହୃତ ହୁଏ । [] ପ୍ରତିଷେଧକ ଭାବେ ବ୍ୟବ‌ହୃତ ହେଲେ ଏହା ସପ୍ତାହକୁ ଥରେ ଦିଆହୁଏ ଓ ରୋଗ ସଂସ୍ପର୍ଶରେ ଆସିବାର ସମ୍ଭାବନା ଥିଲେ ଏକ ବା ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ କରାଯାଏ ଓ ୪ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ । ସାମାନ୍ୟ ଓ ମଧ୍ୟମ ଧରଣର ମ୍ୟାଲେରିଆରେ ଏହା ଦିଆଯାଏ କିନ୍ତୁ ସାଂଘାତିକ ରୋଗରେ ଦିଆଯାଏ ନାହିଁ । ଏହା ପାଟିରେ ଦିଆଯାଏ । []

    ଏହି ଔଷଧର କେତେକପାର୍ଶ୍ୱ ପ୍ରତିକ୍ରିୟାରେ ହେଉଥିବା ମାନସିକ ସମସ୍ୟାମାନଙ୍କର ନାମ ଅବସାଦ, ଉତ୍କଣ୍ଠା ଓ ସ୍ନାୟବିକ ସମସ୍ୟା ଯଥା: କାନରେ ଶବ୍ଦ ଶୁଣାଯିବା,ବାତ ଓ ଦୁର୍ବଳ ଶାରୀରିକ ସନ୍ତୁଳନ ହୁଏ । ଅପସ୍ମାର ଓ ମାନସିକ ସମସ୍ୟା ଥିବା ଲୋକଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ବାନ୍ତି, ତରଳ ଝାଡ଼ା, ମୁଣ୍ଡବଥା ଓ ରାସ ଆଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଅନ୍ୟ କୌଣସି ଉପାୟ ନ ଥିଲେ ଏହା ଦିଆଯାଇପାରେ ଅନ୍ୟଥା ଏହା ଦିଆଯାଏ ନାହିଁ । ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । []

    ଯୁକ୍ତରାଷ୍ଟ୍ର ଆମେରିକାର ସେନାଦ୍ୱାରା ସନ ୧୯୭୦ରେ ପ୍ରଥମେ ମେଫ୍ଲୋକ୍ୱିନ ପ୍ରସ୍ତୁତ କରାଯାଇଥିଲା ଓ ୧୯୮୦ ମଦ୍ୟଭାଗରେ ବ୍ୟବ‌ହାର କରାଗଲା । [][][]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଏହାର ହୋଲସେଲ ମୂଲ୍ୟ ଦୈନିକ ପ୍ରାୟ ୦.୬ରୁ ୧.୩ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଡୋଜ ପିଛା ଖର୍ଚ୍ଚ ୧୦ ଡଲାର । []

    1. 1 2 3 4 5 "Lariam". The American Society of Health-System Pharmacists. Retrieved 27 Nov 2015.
    2. Croft, AM (2007). "A lesson learnt: the rise and fall of Lariam and Halfan". J R Soc Med. 4 (4): 170–4. doi:10.1258/jrsm.100.4.170. PMC 1847738. PMID 17404338.
    3. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 136. ISBN 9783527326693.
    4. Junghanss, Jeremy Farrar, Peter J. Hotez, Thomas (2013). Manson's tropical diseases (23rd ed.). Oxford: Elsevier/Saunders. p. 569. ISBN 9780702053061.{{cite book}}: CS1 maint: multiple names: authors list (link)
    5. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    6. "Mefloquine". International Drug Price Indicator Guide. Retrieved 27 November 2015.[permanent dead link]