ବ୍ଲିଓମାଇସିନ୍
Bleomycin A2 | |
| Clinical data | |
|---|---|
| Trade names | Blenoxane |
| AHFS/Drugs.com | monograph |
| MedlinePlus | a682125 |
| Pregnancy category |
|
| Routes of administration | intravenous, intramuscular, subcutaneous, intrapleural, intratumoral |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | well absorbed |
| Metabolism | ? |
| Elimination half-life | 2 hours |
| Excretion | renal (60-70%) |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| Chemical and physical data | |
| Formula | C55H84N17O21S3 |
| Molar mass | 1415.551 |
| 3D model (JSmol) | |
| |
| |
| | |
ବ୍ଲିଓମାଇସିନ୍ ଔଷଧ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ ହୁଏ । [୧] ମୂଖ୍ୟ କର୍କଟ ରୋଗ ମଧ୍ୟରେ ହଜ୍କିନ୍ସ୍ ଲିମ୍ପୋମା, ନନ୍-ହଜ୍କିନ୍ସ୍ ଲିମ୍ପୋମା, ଅଣ୍ଡକୋଷ କର୍କଟ, ଡିମ୍ବାଶୟ କର୍କଟ, ଓ ଗର୍ଭାଶୟ ଗ୍ରୀବା କର୍କଟ ନିମନ୍ତେ ବ୍ୟବହାର କରାଯାଏ । ଅନ୍ୟ କେମୋଥେରାପି ସହିତ ଏହାକୁ ମାଂସପେଶୀ, ଶୀରାରେ ବା ଚର୍ମ ତଳେ ଇଞ୍ଜେକସନ୍ ଆକାରରେ ଦିଆଯାଏ ।[୧] କର୍କଟ ଯୋଗୁ ଫୁସ୍ଫୁସ୍ ଚାରିଆଡ଼େ ତରଳ ପଦାର୍ଥ ପୁନର୍ବାର ନ ଜମିବା ନିମନ୍ତେ ଏହା ପ୍ଲୁରା କ୍ୟାଭିଟି ଭତରେ ଦିଆଯାଏ କିନ୍ତୁ ଏହା ପାଇଁ ଟିଏଏଲସି ଅଧିକ ଭଲ । [୧][୨]
ଜ୍ୱର, ଓଜନ ହ୍ରାସ, ବାନ୍ତି ଓ ରାସ୍ ଇତ୍ୟାଦି ବ୍ଲିଓମାଇସିନ୍ର ପାର୍ଶ୍ୱ ପ୍ରତିକ୍ରିୟା । ଗମ୍ଭୀର ଧରଣର ଆନାଫାଇଲାକ୍ସିସ୍ ମଧ୍ୟ ହୋଇପାରେ । ଏହାଦ୍ୱାରା ନିମୋମିଆ ହୋଇ ପଲ୍ମୋନାରି ଫାଇବ୍ରୋସିସ୍ ହୋଇପାରେ । ଏହା ଯାଞ୍ଚ କରିବା ନିମନ୍ତେ ପ୍ରତି ୨ ସପ୍ତାହରେ ଥରେ ଛାତି ଏକ୍ସ-ରେ କରିବାକୁ ସୁପାରିସ୍ କରାଯାଏ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ । କର୍କଟ କୋଷମାନଙ୍କର ଡିଏନଏ ପ୍ରସ୍ତୁତିକୁ ରୋକିଦେଇ ଏହା କାମ କରେ ।[୧]
ବ୍ଲିଓମାଇସିନ୍ ସନ ୧୯୬୨ରେ ଆବିଷ୍କୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ୧୪ରୁ ୭୮ଆମେରିକୀୟ ଡଲାର । [୫] ଜୀବାଣୁ ସ୍ଟ୍ରେପ୍ଟୋମାଇସେସ ଭର୍ଟିସିଲସ୍ରୁ ଏହି ଔଷଧ ତିଆରି ହୁଏ । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Bleomycin Sulfate". The American Society of Health-System Pharmacists. Retrieved Aug 1, 2015.
- ↑ Shaw, P; Agarwal, R (2004). "Pleurodesis for malignant pleural effusions". The Cochrane database of systematic reviews (1): CD002916. PMID 14973997.
- ↑ Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 312. ISBN 9780471899792.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Bleomycin". International Drug Price Indicator Guide. Retrieved 26 August 2015.[permanent dead link]