ସିମେପ୍ରେଭିର
| Clinical data | |
|---|---|
| Pronunciation | sim-E-pre-vir |
| Trade names | ବ୍ୟବସାୟୀକ ନାମ - ଓଲିସିଓ, ସୋଭ୍ରିଆଡ, ଗାଲେକ୍ସୋସ ଓ ଅନ୍ୟାନ୍ୟ । |
| Synonyms | TMC435; TMC435350 |
| AHFS/Drugs.com | monograph |
| MedlinePlus | a614013 |
| Pregnancy category |
|
| Routes of administration | ପାଟିରେ କ୍ୟାପସୁଲ ଆକାରରେ |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | ୬୨% (under fed conditions) |
| Protein binding | >୯୯.୯% |
| Metabolism | ଯକୃତ (CYP3A, CYP2C8, CYP2C19) |
| Elimination half-life | ୧୦–୧୩ ଘଣ୍ଟା (ଏଚସିଭି-ଅଣସଂକ୍ରମିତ ଲୋକ), ୪୧ ଘଣ୍ଟା (ଏଚସିଭି-ସଂକ୍ରମିତ ଲୋକ) |
| Excretion | ମଳ (୯୧%), ପରିସ୍ରା (<୧%) |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| NIAID ChemDB | |
| ECHA InfoCard | 100.215.933 |
| Chemical and physical data | |
| Formula | C38H47N5O7S2 |
| Molar mass | 749.94 g/mol |
| 3D model (JSmol) | |
| |
| |
ସିମେପ୍ରେଭିର (ଇଂରାଜୀ ଭାଷାରେ Simeprevir), ଏହାର ଏକ ବିକ୍ରୟ ନାମ ଓଲିସିଓ, ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ନିମନ୍ତେ ଅନ୍ୟ ଔଷଧ ସହିତ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ହେପାଟାଇଟିସ ସି ଜେନୋଟାଇପ ୧ ଓ ୪ ନିମନ୍ତେ ବ୍ୟବହାର କରାଯାଏ । ଏହା ସୋଫୋସବୁଭିର (sofosbuvir) ବା ରିବିଭିରିନ (ribavirin) ଓ ପେଜିଣ୍ଟରଫେରନ-ଆଲଫା (peginterferon-alfa) ସହିତ ଦିଆଯାଏ । [୧] ଏହାର ଆରୋଗ୍ୟ ହାର ପ୍ରାୟ ୮୦ରୁ ୯୦% ।[୨][୩][୪] ଏଚଆଇଭି/ଏଡସ ରୋଗରେ ମଧ୍ୟ ଏହା ଦିଆଯାଏ । ଦିନକୁ ଥରେ ୧୨ସପ୍ତାହ ପର୍ଯ୍ୟନ୍ତ ପାଟିରେ ଏହା ଦିଆଯାଏ ।[୧]
ସାଧାରଣ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଲାଗିବା, ମୁଣ୍ଡବଥା, ରାସ, ଗଲୁ ଓ ସୂର୍ଯ୍ୟାଲୋକ ସମ୍ଭେଦନଶୀଳତା ଉତ୍ୟାଦି ଲକ୍ଷଣ ଦେକାଯାଏ । ପୂର୍ବରୁ ହେପାଟାଇଟିସ ବି ଥିଲେ ପୁନରାବୃତ୍ତି ହୋଇପାରେ । ଯକୃତ ସମସ୍ୟା ଥିଲେ ଏହାକୁ ଦେବା ଉଚିତ ନୁହେଁ । [୧] ଗର୍ଭାବସ୍ଥାରେ ରିବାଭିରିନ ସହିତ ଦେଲେ ଶିଶୁ ପ୍ରତି ବିପଦ ହୁଏ, ସୋଫୋସବୁଭିର ସହିତ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୧][୫] ସିମେପ୍ରେଭିର ଏକ ଏଚସିଭି ପ୍ରୋଟିଏଜ ଇନହିବିଟର (HCV protease inhibitor) ।[୧]
ମେଡିଭିର ଏବି (Medivir AB) ଓ ଜାନସେନ ଫର୍ମାସିଉଟିକାଲ (Janssen Pharmaceutica) ଏହି ସିମେପ୍ରେଭିର ଔଷଧ ପ୍ରସ୍ତୁତ କରିଛନ୍ତି । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୮] ଏହା ଜେନେରିକ ଔଷଧ ନାମରେ ସନ ୨୦୧୫ ସୁଦ୍ଧା ଉପଲବ୍ଧ ହୋଇନାହିଁ । [୫] ଇଂଲଣ୍ଡରେ ସନ ୧୦୧୫ରେ ସିମେପ୍ରେଭିର, ରିବିଭିରିନ ଓ ପେଜିଣ୍ଟରଫେରନ-ଆଲଫାର ଗୋଟିଏ କୋର୍ଷର ଖର୍ଚ୍ଚ ପ୍ରାୟ ୨୯,୭୦୦ ପାଉଣ୍ଡ ।[୯] ୟୁକ୍ତରାଷ୍ଟ୍ର ଆମେରିକାରେ ସିମାପ୍ରେଭିର ଓ ସୋଫୋସବୁଭି କୋର୍ଷର ଖର୍ଚ୍ଚ ପ୍ରାୟ ୧୭୧,୦୦୦ ଡଲାର ଓ ସେଥିରୁ କେବଳ ସିମେପ୍ରେଭିର ମୂଲ୍ୟ ପ୍ରାୟ ୬୬,୩୬୦ ଆମେରିକୀୟ ଡଲାର ।[୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Simeprevir". The American Society of Health-System Pharmacists. Retrieved Nov 30, 2016.
- ↑ "Initial treatment of HCV infection". www.hcvguidelines.org. October 2016. Archived from the original on 7 December 2016. Retrieved 1 December 2016.
- ↑ Majumdar, A; Kitson, MT; Roberts, SK (June 2016). "Systematic review: current concepts and challenges for the direct-acting antiviral era in hepatitis C cirrhosis". Alimentary pharmacology & therapeutics. 43 (12): 1276–92. PMID 27087015.
- ↑ Brochot, E; Helle, F; François, C; Castelain, S; Capron, D; Nguyen-Khac, E; Duverlie, G (April 2015). "Which therapeutic option for hepatitis C virus genotype 1?". Scandinavian journal of gastroenterology. 50 (4): 470–8. PMID 25396710.
- ↑ ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 80. ISBN 9781284057560.
- ↑ Grubbs, Robert H.; O'Leary, Daniel J. (2015). Handbook of Metathesis, Volume 2: Applications in Organic Synthesis (in ଇଂରାଜୀ). John Wiley & Sons. p. 699. ISBN 9783527694020.
- ↑ DUGUM, M.; O'SHEA, R. "Hepatitis C virus: Here comes all-oral treatment". Cleveland Clinic Journal of Medicine. 81 (3): 159–172. doi:10.3949/ccjm.81a.13155. PMID 24591471.[permanent dead link]
- ↑ "Essential Medicines WHO Model List, 19th edition, April 2015" (PDF). World Health Organization. 2015.
- ↑ "Janssen will cover cost of unsuccessful hepatitis C treatment". PMLive. 16 January 2015. Retrieved 1 December 2016.
- ↑ Smith, Michael (28 February 2015). "HCV Drugs Costly but Cure Might Not Be". MedPageToday. Retrieved 1 December 2016.