Jump to content

ପ୍ରୋକାର୍ବାଜିନ

ଉଇକିପିଡ଼ିଆ‌ରୁ
ପ୍ରୋକାର୍ବାଜିନ
Clinical data
Trade namesMatulane, Natulan, Indicarb, others
AHFS/Drugs.commonograph
MedlinePlusa682094
Pregnancy
category
  • AU: D
  • US: D (Evidence of risk)
    Routes of
    administration
    By mouth (gel capsule), intravenous
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Metabolismliver, kidney
    Elimination half-life10 minutes
    Excretionkidney
    Identifiers
    • N-Isopropyl-4-[(2-methylhydrazino)methyl]benzamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.010.531 Edit this at Wikidata
    Chemical and physical data
    FormulaC12H19N3O
    Molar mass221.299 g/mol
    3D model (JSmol)
    • O=C(c1ccc(cc1)CNNC)NC(C)C
    • InChI=1S/C12H19N3O/c1-9(2)15-12(16)11-6-4-10(5-7-11)8-14-13-3/h4-7,9,13-14H,8H2,1-3H3,(H,15,16) checkY
    • Key:CPTBDICYNRMXFX-UHFFFAOYSA-N checkY
     ☒NcheckY (what is this?)  (verify)

    ପ୍ରୋକାର୍ବାଜିନ (ଇଂରାଜୀ ଭାଷାରେ Procarbazine) ଏକ କେମୋଥେରାପି ଔଷଧ ଯାହା ହଜକିନ ଲିମ୍ଫୋମାମସ୍ତିଷ୍କ କର୍କଟ ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ହଜକିନ ରୋଗ ନିମନ୍ତେ ଅଧିକାଂଶ ସମୟରେ ଏହା ମେକ୍ଲୋରିଥାମିନ (mechlorethamine), ଭିନ‌କ୍ରିସ୍ଟିନ (vincristine) ଓ ପ୍ରେଡନିସୋନ (prednisone) ସ‌ହିତ ଦିଆଯାଏ ଓ ଗ୍ଲାୟୋବ୍ଲାସ୍ଟୋମା (glioblastoma multiforme) ଭଳି ମସ୍ତିଷ୍କ କର୍କଟ ନିମନ୍ତେ ଏହା ଲୋମୁସ୍ଟିନ (lomustine) ଓ ଭିନ‌କ୍ରିସ୍ଟିନ (vincristine) ସ‌ହିତ ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ ।[]

    ପ୍ରୋକାର୍ବାଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ସ୍ୱଳ୍ପ ରକ୍ତ କଣିକା (low blood cell counts) ଓ ବାନ୍ତି ହୋଇପାରେ ।[] ଅନ୍ୟାନ୍ୟ ପ୍ରତିକ୍ରିୟାରେ ଥକ୍କା ଓ ଅବସାଦ ହୋଇପାରେ ।[][] ଯକୃତ ଓ ବୃକ୍‌କ ସମସ୍ୟା ଥିଲେ ଏହା ଦିଆଯାଏନାହିଁ ।[] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରେ । ଏହା ଆଲକିଲେଟିଙ୍ଗ ଏଜେଣ୍ଟ ଶ୍ରେଣୀର (alkylating agents) ଏକ ଔଷଧ । ଏହାର କାର୍ଯ୍ୟବିଧି ସ୍ପଷ୍ଟ ଭାବରେ ଜଣାଯାଇନାହିଁ ।[]

    ସନ ୧୯୬୯ରେ ପ୍ରୋକାର୍ବାଜିନ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଇଂଲଣ୍ଡରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ୪୫୦ରୁ ୭୫୦ ପାଉଣ୍ଡ ।[]

    1. 1 2 3 4 "Procarbazine Hydrochloride". The American Society of Health-System Pharmacists. Retrieved 8 December 2016.
    2. "Procarbazine Capsules 50mg - Summary of Product Characteristics". UK Electronic Medicines Compendium. 24 November 2014.
    3. WHO Model Formulary 2008 (PDF). World Health Organization. 2009. p. 228. ISBN 9789241547659. Retrieved 8 December 2016.
    4. 1 2 British national formulary : BNF 69 (69 ed.). British Medical Association. 2015. p. 606. ISBN 9780857111562.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.