ଆରିପିପ୍ରାଜଲ

ଉଇକିପିଡ଼ିଆ‌ରୁ
ଆରିପିପ୍ରାଜଲ
Structural formula of aripiprazole
Ball-and-stick model of the aripiprazole molecule
Clinical data
Pronunciation/ˌrɪˈpɪprəzl/
AIR-i-PIP-rə-zohl
Abilify /əˈbɪlɪf/
ə-BIL-i-fy
Trade namesAbilify, others
AHFS/Drugs.commonograph
MedlinePlusa603012
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth (tablets, dissolving tablets, solution); IM (including a depot)
ATC code
Legal status
Legal status
Pharmacokinetic data
Bioavailability87%[୧][୨][୩]
Protein binding>99%[୧][୨][୩]
MetabolismLiver (mostly via CYP3A4 and 2D6[୧][୨][୩])
Elimination half-life75 hours (active metabolite is 94 hours)[୧][୨][୩]
ExcretionRenal (27%; <1% unchanged), Faecal (60%; 18% unchanged)[୧][୨][୩]
Identifiers
  • 7-{4-[4-(2,3-Dichlorophenyl)piperazin-1-yl]butoxy}-3,4-dihydroquinolin-2(1H)-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.112.532 Edit this at Wikidata
Chemical and physical data
FormulaC23H27Cl2N3O2
Molar mass448.385 g/mol
3D model (JSmol)
  • Clc4cccc(N3CCN(CCCCOc2ccc1c(NC(=O)CC1)c2)CC3)c4Cl
  • InChI=1S/C23H27Cl2N3O2/c24-19-4-3-5-21(23(19)25)28-13-11-27(12-14-28)10-1-2-15-30-18-8-6-17-7-9-22(29)26-20(17)16-18/h3-6,8,16H,1-2,7,9-15H2,(H,26,29) checkY
  • Key:CEUORZQYGODEFX-UHFFFAOYSA-N checkY
 ☒NcheckY (what is this?)  (verify)

ଆରିପିପ୍ରାଜଲ (ଇଂରାଜୀ ଭାଷାରେ Aripiprazole, ଏକ ବିକ୍ରୟ ନାମ ଆବିଲିଫାଇ/ Abilify) ଏକ ଅସ୍ୱାଭାବିକ ମନୋବିକାର ପ୍ରତିରୋଧୀ (atypical antipsychotic) ଔଷଧ । [୪] ସାଧାରଣତଃ ଏହା ସିଜୋଫ୍ରେନିଆବାଇପୋଲାର ଡିଜଅଡର ରୋଗର ଚିକିତ୍ସାରେ ଦିଆଯାଏ ।[୪] ପ୍ରମୁଖ ଅବସାଦ ବେମାରୀ, ଟିଙ୍କ ବେମାରୀ (tic disorders), ଓ ଅଟିଜିମ୍‌ ସ‌ହିତ ଚିଡ଼ଚିଡ଼ା ସ୍ୱଭାବ ଥବା ରୋଗମାନଙ୍କରେ ଅନ୍ୟ ଔଷଧ ସ‌ହିତ ଦିଆଯାଏ ।[୪] କକ୍ରେନ ଅନୁଶୀଳନ ଅନୁସାରେ (Cochrane review) ସିଜୋଫ୍ରେନିଆ ଉପରେ ଏହାର ପ୍ରଭାବ ଯଥେଷ୍ଟ ନୁହେଁ ।[୫] ଅଧିକନ୍ତୁ ଏହି ଅନୁଶୀଳନରେ ଅନେକ ବ୍ୟକ୍ତି ତ୍ୟାଗ କରିବା ଯୋଗୁ ସିଦ୍ଧାନ୍ତ ଅତି କମ୍ ହୋଇଥିଲା । [୫] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୪]

ଆରିପିପ୍ରାଜଲର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ନିଦ୍ରାଳୁ, ମୁଣ୍ଡ ଓଜନିଆ, ଓଜନ ବୃଦ୍ଧି (weight gain) ଓ ଚଳପ୍ରଚଳ ଅସୁବିଧା (movement disorders) ହୋଇପାରେ ।[୪] ସାଂଘାତିକ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ଟାର୍ଡ଼ିଭ ଡିସକାଇନେସିଆ (tardive dyskinesia) ଓ ଆନାଫାଇଲାକ୍ସିସ (anaphylaxis) ହୋଇପାରେ ।[୪] ବୟସ୍କ ଲୋକଙ୍କର ମୃତ୍ୟୁ ସଙ୍କଟ ଅଧିକ ରହେ ଓ ଡିମେନ୍ସିଆ (dementia) ଯୋଗୁ ଥିବା ସାଇକୋସିସ ରୋଗରେ ଦିଆଯାଏ ନାହିଁ ।[୪] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିବା ସମ୍ଭାବନା ଥାଏ ।[୪][୬] ସ୍ତନ୍ୟପାନ (breastfeeding) କରାଉଥିବା ମହିଳାଙ୍କୁ ଏହା ଦିଆଯାଏ ନାହିଁ ।[୪] ଅଠର ବର୍ଷ ବୟସରୁ କମ୍ ଥିବା ପିଲାଙ୍କ ଉପରେ ଉତ୍ତମ ରୂପେ ଅନୁଶୀଳନ ହୋଇନାହିଁ ।[୪] ଏହାର ସଠିକ୍ କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଡୋପାମିନ୍ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ସମ୍ଭବ ହୋଇପାରେ ।[୪]

ଆରିପିପ୍ରାଜଲ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୭] ସନ ‌ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସ ପିଛା ପ୍ରାୟ ୨.୭୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୦ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୩୧ତମ ସ୍ଥାନ ଗ୍ରହଣ କରିଥିଲା ।[୯] ଓଟସୁକା ଫର୍ମାସିଉଟିକାଲର (Otsuka Pharmaceutical) ବୈଜ୍ଞାନିକମାନଙ୍କଦ୍ୱାରା ଆରିପିପ୍ରାଜଲ ଔଷଧ ଆବିଷ୍କାର କରାଯାଇଥିଲା ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ABILIFY (aripiprazole) tablet ABILIFY (aripiprazole) solution ABILIFY DISCMELT (aripiprazole) tablet, orally disintegrating ABILIFY (aripiprazole) injection, solution [Otsuka America Pharmaceutical, Inc.]". DailyMed. Otsuka America Pharmaceutical, Inc. April 2013. Retrieved 22 October 2013.
  2. ୨.୦ ୨.୧ ୨.୨ ୨.୩ ୨.୪ "Abilify Tablets, Orodispersible Tablets, Oral Solution - Summary of Product Characteristics (SPC)". electronic Medicines Compendium. Otsuka Pharmaceuticals (UK) Ltd. 20 September 2013. Archived from the original on 4 March 2016. Retrieved 22 October 2013.
  3. ୩.୦ ୩.୧ ୩.୨ ୩.୩ ୩.୪ "ANNEX I SUMMARY OF PRODUCT CHARACTERISTICS" (PDF). European Medicines Agency. Otsuka Pharmaceutical Europe Ltd. Archived from the original (PDF) on 23 October 2013. Retrieved 22 October 2013.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ "Aripiprazole, ARIPiprazole Lauroxil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 26 February 2019.
  5. ୫.୦ ୫.୧ Belgamwar RB, El-Sayeh HG (August 2011). "Aripiprazole versus placebo for schizophrenia". The Cochrane Database of Systematic Reviews (8): CD006622. doi:10.1002/14651858.CD006622.pub2. PMC 3329998. PMID 21833956.
  6. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  7. ୭.୦ ୭.୧ British national formulary : BNF 76 (76 ed.). Pharmaceutical Press. 2018. p. 392. ISBN 9780857113382.
  8. "NADAC as of 2019-02-20". Centers for Medicare and Medicaid Services (in ଇଂରାଜୀ). Archived from the original on 2019-02-26. Retrieved 26 February 2019.
  9. "The Top 300 of 2019". clincalc.com. Retrieved 22 December 2018.
  10. "Aripiprazole". AdisInsight. Retrieved 4 June 2017.

ବାହ୍ୟ ଲିଙ୍କ[ସମ୍ପାଦନା]