ଡିଗକ୍ସିନ

ଉଇକିପିଡ଼ିଆ ରୁ
Jump to navigation Jump to search
ଡିଗକ୍ସିନ
Digoxin.svg
Digon ball-and-stick.png
Clinical data
Pronunciation /dˈɒksn/, with a soft gee[୧]
Trade namesLanoxin, others
AHFS/Drugs.commonograph
MedlinePlusa682301
Pregnancy
category
  • AU: A
  • US: C (Risk not ruled out)
Routes of
administration
by mouth, intravenous
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60 to 80% (by mouth)
Protein binding25%
Metabolismliver (16%)
Elimination half-life36 to 48 hours
(normal kidney function)
3.5 to 5 days
(impaired kidney function)
Excretionkidney
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.040.047 Edit this at Wikidata
Chemical and physical data
FormulaC41H64O14
Molar mass780.949 g/mol
3D model (JSmol)
Melting point୨୪୯.୩ °C (୪୮୦.୭ °F)
Solubility in water0.0648 mg/mL (20 °C)
  (verify)

ଡିଗକ୍ସିନ (ଇଂରାଜୀ ଭାଷାରେ Digoxin, ବିକ୍ରୟ ନାମ ଲାନୋକ୍ସିନ, ଏକ ଔଷଧ ଯାହା ଅନେକ ପ୍ରକାରର ହୃଦ୍‌ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଅଧିକାଂଶ ସମୟରେ ଏହା ଆଟ୍ରିଆଲ ଫିବ୍ରିଲେସନ, ଆଟ୍ରିଆଲ ଫ୍ଲଟର (atrial flutter) ଓ ହୃଦ୍‌ପାତ ରୋଗମାନଙ୍କରେ ଦିଆଯାଏ । ଡିଗକ୍ସିନ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୨]

ଡିଗକ୍ସିନର ମାତ୍ରାଧିକ ହେଲେ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନବୃଦ୍ଧି ବା ଗାଇନେକୋମାସ୍ଟିଆ (breast enlargement) ହୋଇପାରେ ।[୨][୩] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଅରୁଚି, ଅଇ, ଦୃଷ୍ଟି ସମସ୍ୟା, ଦ୍ୱନ୍ଦ୍ୱ ଓ ଅନିୟମିତ ହୃତ୍‌ ସ୍ପନ୍ଦ‌ନ ହୋଇପାରେ । ସିନିଅର ସିଟିଜେନମାନଙ୍କର ଅଧିକ ଯତ୍ନ ଆବଶ୍ୟକ ହୁଏ ବିଶେଷତଃ ଯଦି ବୃକ୍‌କ ସମସ୍ୟା (kidney function) ଥାଏ ।[୩] ଗର୍ଭାବସ୍ଥାରେ ଏହାର ପ୍ରଭାବ ସ୍ପଷ୍ଟ ହୋଇନାହିଁ ।[୪] ଏହା କାର୍ଡ଼ିଆକ ଗ୍ଲାଇକୋସାଇଡ (cardiac glycoside) ଶ୍ରେଣୀର ଏହ ଔଷଧ ।[୨]

ଡିଗକ୍ସିନ ପ୍ରଥମେ ଫକ୍ସଗ୍ଲୋଭ ଗଛ foxglove ବା ଡିଜିଟାଲିସ ଲାନାଟାରୁ (Digitalis lanata)ରୁ ପୃଥକ କରାଯାଇଥିଲା ସନ ୧୯୩୦ ମସିହାରେ ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୦.୨୧ରୁ ୬.୬ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାର ।[୯]

ଆଧାର[ସମ୍ପାଦନା]

  1. OED
  2. ୨.୦ ୨.୧ ୨.୨ "Digoxin". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 270. ISBN 9789241547659. Retrieved 8 December 2016.
  4. "Digoxin Use During Pregnancy | Drugs.com". www.drugs.com. Retrieved 14 December 2016.
  5. Cartwright, Anthony C. (2016). The British Pharmacopoeia, 1864 to 2014: Medicines, International Standards and the State (in ଇଂରାଜୀ). Routledge. p. 183. ISBN 9781317039792.
  6. Hollman, A (6 April 1996). "Drugs for atrial fibrillation. Digoxin comes from Digitalis lanata". BMJ (Clinical research ed.). 312 (7035): 912. doi:10.1136/bmj.312.7035.912. PMC 2350584. PMID 8611904.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Digoxin". International Drug Price Indicator Guide. Retrieved 8 December 2016.
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.