ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ

ଉଇକିପିଡ଼ିଆ‌ରୁ
(Sodium stibogluconateରୁ ଲେଉଟି ଆସିଛି)
ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ
Clinical data
Trade namesPentostam, Stiboson, others[୨]
AHFS/Drugs.comInternational Drug Names
Routes of
administration
intravenous, intramusclar[୧]
ATC code
Legal status
Legal status
  • UK: POM (Prescription only)
Identifiers
  • 2,4:2',4'-O-(oxydistibylidyne)bis[D-gluconic acid]
CAS Number
PubChem CID
DrugBank
ChemSpider
UNII
KEGG
ChEMBL
NIAID ChemDB
ECHA InfoCard100.170.909 Edit this at Wikidata
Chemical and physical data
FormulaC12H38Na3O26Sb2
Molar mass910.9 g/mol
3D model (JSmol)
  • [Na+].[Na+].[Na+].O=[Sb]2(O[Sb]1(=O)OC([C@H](O)CO)[C@H](O)[C@@H](O1)C([O-])=O)O[C@@H]([C@H](O)[C@@H](O2)C([O-])=O)[C@H](O)CO
  • InChI=1S/2C6H10O7.3Na.3O.2Sb/c2*7-1-2(8)3(9)4(10)5(11)6(12)13;;;;;;;;/h2*2-5,7-8,10H,1H2,(H,12,13);;;;;;;;/q2*-2;3*+1;;;;2*+2/p-2/t2-,3?,4+,5-;2-,3-,4+,5-;;;;;;;;/m11......../s1 checkY
  • Key:RTLKTTNTVTVWPV-UQCYVGCHSA-L checkY
 ☒NcheckY (what is this?)  (verify)

ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ (ଇଂରାଜୀ ଭାଷାରେ Sodium stibogluconate, ବିକ୍ରୟ ନାମ Pentostam) ଏକ ଔଷଧ ଯାହା ଲିସମାନିଆସିସ ରୋଗରେ ଦିଆଯାଏ ।[୩] ପ୍ରତ୍ୟେକ ପ୍ରକାରର ଲିସମାନିଆସିସ ରୋଗରେ ଦିଆଯାଏ ଯଥା:- ଚର୍ମ, ଭିସେରାଲ ଓ ମ୍ୟୁକୋସାଲ ଲିସମାନିଆସିସ ।[୪] ଔଷଧ ପ୍ରତିରୋଧକାରୀ ଗୁଣ ଯୋଗୁ ଏହା ସ‌ହିତ ଅନ୍ୟ କେତେକ ଔଷଧ ଯେପରି ମିଲଟେଫୋସିନ (miltefosine), ପାରାମାଇସିନ (paramycin) ଓ ଲାଇପୋସୋମାଲ ଆମ୍ଫୋଟେରିସିନ ବି (liposomal amphotericin B) ଦିଆଯାଏ । [୧][୫] ଏହି ଔଷଧ ଇଞ୍ଜେକସନ ଆକାରରେ ଦିଆଯାଏ ।[୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, ଅଇ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା ଓ ଥକ୍କାଣ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧][୫] ସାଂଘାତିକ ପ୍ରତିକ୍ରିୟାରେ ଅନିୟମିତ ହୃତ୍‌ସ୍ପନ୍ଦନ ବା ଅଗ୍ନାଶୟ ପ୍ରଦାହ ହୋଇପାରେ ।[୫] ଗର୍ଭାବସ୍ଥାରେ ଏହା ନିରାପଦ ନୁହେଁ ।[୧] ସ୍ତନ୍ୟପାନ ସମୟରେ ଏହା ସମସ୍ୟା କରୁଥିବା ବିଶ୍ୱାସ କରାଯାଏନାହିଁ ।[୭] ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ଏକ ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଆଲ (pentavalent antimonial) ଶ୍ରେଣୀର ଔଷଧ ।[୫]

ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ସନ ୧୯୩୭ରେ ଅନୁଶୀଳନ କରାଯିବା ପରେ ସନ ୧୯୪୦ରୁ ଡାକ୍ତରୀ ବ୍ୟବ‌ହାରରେ ଲାଗିଛି ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଭାଏଲ ପିଛା ମୂଲ୍ୟ ୯.୫୫ ଆମେରିକୀୟ ଡଲାର ।[୬] ଗୋଟିଏ ସମ୍ପୁର୍ଣ୍ଣ କୋର୍ଷର ଚିକିତ୍ସା ନିମନ୍ତେ ୧୨ରୁ ୫୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Center for Disease Control) ମିଳେ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. p. 55,186. ISBN 9789241209496.
  2. "Sodium Stibogluconate - Drugs.com". www.drugs.com. Retrieved 7 December 2016.
  3. ୩.୦ ୩.୧ "Our Formulary Infectious Diseases Laboratories CDC". www.cdc.gov. 22 September 2016. Retrieved 7 December 2016.
  4. Herwaldt, BL; Berman, JD (March 1992). "Recommendations for treating leishmaniasis with sodium stibogluconate (Pentostam) and review of pertinent clinical studies". The American journal of tropical medicine and hygiene. 46 (3): 296–306. PMID 1313656.
  5. ୫.୦ ୫.୧ ୫.୨ ୫.୩ Oryan, A; Akbari, M (October 2016). "Worldwide risk factors in leishmaniasis". Asian Pacific journal of tropical medicine. 9 (10): 925–932. PMID 27794384.
  6. ୬.୦ ୬.୧ "Sodium Stibogluconate". International Drug Price Indicator Guide. Retrieved 6 December 2016.[permanent dead link]
  7. "Sodium Stibogluconate use while Breastfeeding | Drugs.com". www.drugs.com. Retrieved 7 December 2016.
  8. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 58. ISBN 9780470015520.
  9. Jäger, Timo; Koch, Oliver; Flohé, Leopold (2013). Trypanosomatid Diseases: Molecular Routes to Drug Discovery (in ଇଂରାଜୀ). John Wiley & Sons. p. 17. ISBN 9783527670406.
  10. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.