Jump to content

ନାଇଟ୍ରୋଫୁରାଣ୍ଟଏନ

ଉଇକିପିଡ଼ିଆ‌ରୁ
(Nitrofurantoinରୁ ଲେଉଟି ଆସିଛି)
ନାଇଟ୍ରୋଫୁରାଣ୍ଟଏନ
Structural formula of nitrofurantoin
Ball-and-stick model of the nitrofurantoin molecule
Clinical data
Trade namesMacrobid, Macrodantin and others
AHFS/Drugs.commonograph
MedlinePlusa682291
Pregnancy
category
  • AU: A
  • US: B (No risk in non-human studies)
    Routes of
    administration
    by mouth
    ATC code
    Legal status
    Legal status
    Pharmacokinetic data
    Bioavailability40%
    Metabolismliver (75%)
    Elimination half-life20 minutes
    Excretionurine and bile
    Identifiers
    • (E)-1-[(5-nitro-2-furyl)methylideneamino]imidazolidine-2,4-dione
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.587 Edit this at Wikidata
    Chemical and physical data
    FormulaC8H6N4O5
    Molar mass238.16
    3D model (JSmol)
    Melting point270 to 272 °C (518 to 522 °F) (decomp.)
    • O=[N+]([O-])c2oc(/C=N/N1C(=O)NC(=O)C1)cc2
    • InChI=1S/C8H6N4O5/c13-6-4-11(8(14)10-6)9-3-5-1-2-7(17-5)12(15)16/h1-3H,4H2,(H,10,13,14)/b9-3+ checkY
    • Key:NXFQHRVNIOXGAQ-YCRREMRBSA-N checkY
     ☒NcheckY (what is this?)  (verify)

    ନାଇଟ୍ରୋଫୁରାଣ୍ଟଏନ, (ଯାହାର ଏକ ବ୍ୟବସାୟୀକ ନାମ ମାକ୍ରୋବିଡ) ଏକ ଆଣ୍ଟିବାୟୋଟିକ ଯାହା ମୂତ୍ରାଶୟ ସଂକ୍ରମଣରେ ବ୍ୟବ‌ହାର କରାଯାଏ । [] ଏହା ବୃକ୍‌କ ସଂକ୍ରମଣରେ କାମ କରେନି । ପାଟିରେ ଏହା ଖାଇବାକୁ ଦିଆଯାଏ । []

    ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ଅରୁଚି, ତରଳ ଝାଡ଼ାମୁଣ୍ଡବଥା ଅଧିକ ଦେଖାଯାଏ । କାଲୁଆ ଲାଗିବା, ଫୁସ୍‌ଫୁସ୍ ସମସ୍ୟା ଓ ଯକୃତ ସମସ୍ୟା ଇତ୍ୟାଦି କ୍ୱଚିତ ଦେଖାଯାଏ  ବୃକ୍‌କ ରୋଗ ଥିବା ଲୋକ‌କୁ ଏହା ଦେବା ଉଚିତ ନୁହେଁ ।[] ଗର୍ଭାବସ୍ଥାରେ ଏହା ନିରାପଦ ଲାଗୁଥିଲେ ମଧ୍ୟ ପ୍ରସବ ସମୟ ପାଖେଇ ଆସିଲେ ଦିଆଯାଏ ନାହିଁ । [][] ଏହା ଜୀବାଣୁର ମୃତ୍ୟୁ ନ କରି ତାହାର ବୃଦ୍ଧି କମେଇ ଦିଏ । []

    ନାଇଟ୍ରୋଫୁରାଣ୍ଟଏନ ସନ ୧୯୩୫ରେ ପ୍ରଥମେ ବିକ୍ରୟ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [] ଗୋଟିଏ ଡୋଜ ପିଛା ଏହାର ହୋଲସେଲ ମୂଲ୍ୟ ପ୍ରାୟ 0.00୫ରୁ 0.୪୬ ଆମେରିକୀୟ ଡଲାର । [] ଆମେରିକାରେ ଏହାର ଦଶ ଦିନ ବ୍ୟବ‌ହାରର ଖର୍ଚ୍ଚ ୬୦ ଆମେରିକୀୟ ଡଲାର । []

    1. 1 2 3 4 5 6 7 "Nitrofurantoin". The American Society of Health-System Pharmacists. Retrieved Aug 1, 2015.
    2. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    3. Blass, Benjamin (2015). Basic Principles of Drug Discovery and Development. Elsevier. p. 511. ISBN 9780124115255.
    4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    5. "Nitrofurantoin". International Drug Price Indicator Guide. Archived from the original on 5 March 2017. Retrieved 31 August 2015.