ସିମ୍ଭାସ୍ଟାଟିନ୍
| Clinical data | |
|---|---|
| Pronunciation | /ˈsɪmvəstæt[invalid input: 'ɨ']n/ |
| Trade names | Zocor, other |
| AHFS/Drugs.com | monograph |
| MedlinePlus | a692030 |
| data |
|
| Pregnancy category | |
| Routes of administration | Oral |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 5% |
| Protein binding | 95% |
| Metabolism | Hepatic (CYP3A4) |
| Elimination half-life | 2 hours for simvastatin and 1.9 hours for simvastatin acid |
| Excretion | Renal 13%, faecal 60% |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.115.749 |
| Chemical and physical data | |
| Formula | C25H38O5 |
| Molar mass | 418.566 g/mol |
| 3D model (JSmol) | |
| |
| |
| (verify) | |
ସିମ୍ଭାସ୍ଟାଟିନ୍, ବ୍ୟବସାୟୀକ ନାମ ଜୋକୋର, ଏକ ଲିପିଡ କମ କରିବା ଔଷଧ.[୧] ଏହା ସହିତ ବ୍ୟାୟାମ, ଖାଦ୍ୟ ଓ ଓଜନ ହ୍ରାସ କରିବା ଆବଶ୍ୟକ । ଏହା ଉଚ୍ଚ ସଙ୍କଟାପନ୍ନ ହୃତ୍ପିଣ୍ଡ ସମସ୍ୟା କମେଇବାରେ ସାହାଯ୍ୟ କରେ । ଏହା ପାଟିରେ ଦିଆଯାଏ । [୧]
ମାଂସପେଶୀ କ୍ଷୟ, ଯକୃତ ସମସ୍ୟା ଓ ବର୍ଦ୍ଧିତ ରକ୍ତ ଶର୍କରା ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ । କୋଷ୍ଠକାଠିନ୍ୟ, ମୁଣ୍ଡବଥା ଓ ଅଇ ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ବୃକ୍କ ସମସ୍ୟା ଥିଲେ ଏହାର ଡୋଜ କମ କରିବାକୁ ପଡ଼େ ।[୧] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି ହେବା ପ୍ରମାଣ ମିଳିଛି ।[୧][୨] ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏହା ଦେବା ନିଷିଦ୍ଧ । ଏହା ସ୍ଟାଟିନ ଶ୍ରେଣୀର ଔଷଧ ଯାହା ଯକୃତଦ୍ୱାରା ପ୍ରସ୍ତୁତ ହେଉଥିବା କୋଲେସ୍ଟେରଲ ତିଆରି କମ କରିଦିଏ । [୧]
ସିମ୍ଭାସ୍ଟାଟିନ୍ ଔଷଧ ମର୍କ କମ୍ପାନୀଦ୍ୱାରା ପ୍ରସ୍ତୁତ ହୋଇ ସନ ୧୯୬୨ରେ ବ୍ୟବହୃତ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [୧] ସନ ୨୦୧୪ରେ ଏହାର ଦୈନିକ ହୋଲସେଲ ଖର୍ଚ୍ଚ ୦.୦୧ରୁ ୦.୧୨ ଆମେରିକୀୟ ଡଲାର ଥିଲା । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୦.୫୦ରୁ ୧.୦୦ ଡଲାର ।[୧] ଏହା ଏକ ପ୍ରକାର ଫିମ୍ପି ବା ଫଙ୍ଗସ୍ ଆସପରଜିଲସ ଟେରିଅସରୁ ପ୍ରସ୍ତୁତ ହୁଏ । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Simvastatin". The American Society of Health-System Pharmacists. Retrieved Jan 8, 2015.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ ୩.୦ ୩.୧ Cechinel-Filho, Valdir (2012). Plant bioactives and drug discovery : principles, practice, and perspectives. Hoboken, N.J.: John Wiley & Sons. p. 104. ISBN 9780470582268.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Simvastatin". International Drug Price Indicator Guide. Archived from the original on 5 March 2017. Retrieved 28 November 2015.