Jump to content

ଫେନିଟଏନ

ଉଇକିପିଡ଼ିଆ‌ରୁ
(Phenytoinରୁ ଲେଉଟି ଆସିଛି)
ଫେନିଟଏନ
Structural formula of phenytoin
Ball-and-stick model of the phenytoin molecule
Clinical data
Trade namesDilantin, Phenytek, others[]
AHFS/Drugs.commonograph
MedlinePlusa682022
Pregnancy
category
  • AU: D
  • US: D (Evidence of risk)
    Routes of
    administration
    Oral, parenteral
    ATC code
    Legal status
    Legal status
    Pharmacokinetic data
    Bioavailability70-100% oral, 24.4% for rectal and intravenous administration
    Protein binding95%[]
    Metabolismliver
    Onset of action10 to 30 min (IV)[]
    Elimination half-life10–22 hours[]
    Duration of action24 hr[]
    ExcretionPrimarily through the bile, urinary
    Identifiers
    • 5,5-diphenylimidazolidine-2,4-dione
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.298 Edit this at Wikidata
    Chemical and physical data
    FormulaC15H12N2O2
    Molar mass252.268 g/mol
    3D model (JSmol)
    • O=C2NC(=O)NC2(c1ccccc1)c3ccccc3
    • InChI=1S/C15H12N2O2/c18-13-15(17-14(19)16-13,11-7-3-1-4-8-11)12-9-5-2-6-10-12/h1-10H,(H2,16,17,18,19) ☒N
    • Key:CXOFVDLJLONNDW-UHFFFAOYSA-N ☒N
     ☒NcheckY (what is this?)  (verify)

    ଫେନିଟ‌ଏନ, ବ୍ୟବସାୟୀକ ନାମ ଡାଇଲାଣ୍ଟିନ, ଏକ ବାତ ନିରୋଧକ ଔଷଧ । ଟୋନିକ-କ୍ଲୋନିକ ବାତ, ଆଂଶିକ ବାତର ପ୍ରତିରୋଧ ନିମନ୍ତେ ବ୍ୟବ‌ହୃତ ହୁଏ । ସ୍ଟାଟସ୍ ଏପିଲେପ୍ଟିକସ୍ ରୋଗରେ ବେଞ୍ଜୋଡାଏଜାପିନ ଔଷଧଦ୍ୱାରା କୌଣସି ଉନ୍ନତି ନ ହେଲେ ଏହି ଔଷଧ ଦିଆଯାଏ । କେତେକ ଅନିୟମିତ ହୃତ୍‌ସ୍ପନ୍ଦନ ରୋଗନିଉରୋପାଥିକ ଯନ୍ତ୍ରଣା ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହି ଔଷଧ ପାଟିବାଟେ ଓ ଶୀରାରେ ଦିଆଯାଏ ।[] ଶୀରାରେ ଦେଲେ ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଅନୁଭୁତ ହୁଏ ଓ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ । ରକ୍ତରେ ଏହାର ସ୍ତର ଦେଖି ଡୋଜ ନିର୍ଣ୍ଣୟ କରାଯାଏ । []

    ଅଇ, ପେଟ ଯନ୍ତ୍ରଣା, ଖାଦ୍ୟରୁଚିହାନୀ, ଶରୀର ନିୟନ୍ତ୍ରଣ ଅଭାବ, ମାଢ଼ି ବୃଦ୍ଧି ଓ ଅତ୍ୟଧିକ ରୁମ ବୃଦ୍ଧି ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅତ୍ୟଧିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ନିଦ୍ରହୀନତା, ନିଜର କ୍ଷତିସାଧନ, ଯକୃତ ସମସ୍ୟା, ଅସ୍ଥି ମଜ୍ଜା ଅବରୋଧ, ନିମ୍ନ ରକ୍ତଚାପ ଓ ବିଷାକ୍ତ ଉପଚର୍ମ ତନ୍ତୁମୃତ୍ୟୁ (ନେକ୍ରୋସିସ) ହୁଏ । ଗର୍ଭାବସ୍ଥାରେ ଏହି ଔଷଧ ଯୋଗୁ ଶିଶୁଟି ଅସାଧାରଣ ହୁଏ । ସ୍ତନ୍ୟପାନ ସମୟରେ ଅସୁବିଧା ହୁଏ ନାହିଁ । ଆଲକୋହୋଲ ଏହାର ପ୍ରଭାବରେ ବାଧା ସୃଷ୍ଟି କରେ ।[]

    ଫେନିଟଏନ ପ୍ରଥମେ ସନ ୧୯୦୮ରେ ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୩୬ରେ ବାତ ନିମନ୍ତେ ବ୍ୟବ‌ହୃତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [] ଏହାର ହୋଲସେଲ ମୂଲ୍ୟ ଡୋଜ ପ୍ରତି ୦.୦୦୩ରୁ ୦.୧୫ ଆମେରିକୀୟ ଡଲାର । [] ଏହାର ମାସିକ ଚିକିତ୍ସା ଖର୍ଚ୍ଚ ଆମେରିକାରେ ୩୦ ଡଲାର । []

    1. 1 2 3 4 5 6 7 "Phenytoin". The American Society of Health-System Pharmacists. Retrieved Aug 22, 2015.
    2. 1 2 Marx, John A. (2010). Rosen's emergency medicine : concepts and clinical practice (7 ed.). Philadelphia: Mosby/Elsevier. p. 1352. ISBN 9780323054720.
    3. Aicardi, Jean (2008). Epilepsy : a comprehensive textbook (2nd ed.). Philadelphia: Wolters Kluwer Health/Lippincott Williams & Wilkins. p. 1431. ISBN 9780781757775.
    4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    5. Hamilton, Richard J. (2013). Tarascon pocket pharmacopoeia (14 ed.). Burlington, MA.: Jones & Bartlett Learning. p. 294. ISBN 9781449673635.
    6. "Phenytoin". International Drug Price Indicator Guide. Retrieved 23 August 2015.[permanent dead link]