ଟେଟ୍ରାସାଇକ୍ଲିନ

ଉଇକିପିଡ଼ିଆ‌ରୁ
(Tetracyclineରୁ ଲେଉଟି ଆସିଛି)
ଟେଟ୍ରାସାଇକ୍ଲିନ
Clinical data
Pronunciation/ˌtɛtrəˈskln/
Trade namesSumycin, others
AHFS/Drugs.commonograph
MedlinePlusa682098
data
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability75%
MetabolismNot metabolized
Elimination half-life8–11 hours, 57–108 hours (kidney impairment)
ExcretionUrine (>60%), feces
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.438 Edit this at Wikidata
Chemical and physical data
FormulaC22H24N2O8
Molar mass444.435 g/mol
3D model (JSmol)
  • C[C@]1(c2cccc(c2C(=O)C3=C([C@]4([C@@H](C[C@@H]31)[C@@H](C(=C(C4=O)C(=O)N)O)N(C)C)O)O)O)O
  • InChI=1S/C22H24N2O8/c1-21(31)8-5-4-6-11(25)12(8)16(26)13-9(21)7-10-15(24(2)3)17(27)14(20(23)30)19(29)22(10,32)18(13)28/h4-6,9-10,15,25,27-28,31-32H,7H2,1-3H3,(H2,23,30)/t9-,10-,15-,21+,22-/m0/s1 checkY
  • Key:OFVLGDICTFRJMM-WESIUVDSSA-N checkY
  (verify)

ଟେଟ୍ରାସାଇକ୍ଲିନ (ଇଂରାଜୀ ଭାଷାରେ Tetracycline), ବିକ୍ରୟ ନାମ ସୁମାଇସିନ/Sumycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ସଂକ୍ରମଣମାନଙ୍କ (infections) ଚିକିତ୍ସାରେ ବ୍ୟବ‌ହାର କରାଯାଏ । ମୁଖବ୍ରଣ, କଲେରା, ପ୍ଲେଗ (plague), ବ୍ରୁସେଲୋସିସ (brucellosis), ମ୍ୟାଲେରିଆସିଫିଲିସ୍ ଆଦି ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]

ଟେଟ୍ରାସାଇକ୍ଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଅରୁଚି ଆଦି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ୮ ବର୍ଷ ବୟସ୍କ ପିଲାଙ୍କୁ ଏହା ଦେଉଥିଲେ ସଠିକ୍ ଦାନ୍ତ ବୃଦ୍ଧି ହୁଏ ନାହିଁ, ବୃକ୍‌କ ସମସ୍ୟା (kidney problems) ଓ ସ‌ହଜରେ ସନବର୍ଣ୍ଣ (sunburn) ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁପ୍ରତି ହାନୀକାରକ ହୋଇପାରେ । ଏହା ଟେଟ୍ରାସାଇକ୍ଲିନସ (tetracyclines) ଶ୍ରେଣୀର ଏକ ଔଷଧ । ଜୀବାଣୁର ପ୍ରୋଟିନ ତିଆରି ଶକ୍ତିକୁ ଏହି ଔଷଧ ଅବରୋଧ କରିଦିଏ ।[୧]

ସନ ୧୯୫୩ରେ ଟେଟ୍ରାସାଇକ୍ଲିନ ପେଟେଣ୍ଟ ହେବାପରେ ସନ ୧୯୭୮ରେ ବ୍ୟବସାୟିକ ବ୍ୟବ‌ହାର ଆରମ୍ଭ ହେଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ (generic medication) ମିଳେ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୦.୩୫ରୁ ୧.୭୮ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାର ।[୫] ସ୍ଟ୍ରେପ୍ଟୋମାଇସେସ (Streptomyces) ନାମକ ଏକ ଜୀବାଣୁରୁ ଟେଟ୍ରାସାଇକ୍ଲିନ ପ୍ରଥମେ ପ୍ରସ୍ତୁତ କରାଯାଉଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Tetracycline". The American Society of Health-System Pharmacists. Retrieved 8 December 2016.
  2. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 489. ISBN 9783527607495.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Tetracycline HCL". International Drug Price Indicator Guide. Archived from the original on 10 May 2017. Retrieved 8 December 2016.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 107. ISBN 9781284057560.