Jump to content

ସେଫଟ୍ରାଇଆକ୍ସୋନ

ଉଇକିପିଡ଼ିଆ‌ରୁ
ସେଫଟ୍ରାଇଆକ୍ସୋନ
Clinical data
Pronunciation/ˌsɛftrˈæksn/
Trade namesବ୍ୟବସାୟୀକ ଇଂରାଜୀ ନାମ - Rocephin, Epicephin, others
AHFS/Drugs.commonograph
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Intravenous, intramuscular
    ATC code
    Legal status
    Legal status
    • AU: S4 (Prescription only)
    Pharmacokinetic data
    Bioavailabilityn/a
    MetabolismNegligible
    Elimination half-life5.8–8.7 hours
    Excretion୩୩–୬୭% ବୃକ୍‌କ, ୩୫–୪୫% ପିତ୍ତ
    Identifiers
    • (6R,7R)-7-{[(2Z)-2-(2-amino-1,3-thiazol-4-yl)->2-(methoxyimino)acetyl]amino}-3-{[(2-methyl-5,6-dioxo-1,2,5,6-tetrahydro-1,2,4-triazin-3-yl)thio]methyl}-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.070.347 Edit this at Wikidata
    Chemical and physical data
    FormulaC18H18N8O7S3
    Molar mass554.58 g/mol
    3D model (JSmol)
    • O=C2N1/C(=C(\CS[C@@H]1[C@@H]2NC(=O)C(=N\OC)/c3nc(sc3)N)CS\C4=N\C(=O)C(=O)NN4C)C(=O)O
    • InChI=1S/C18H18N8O7S3/c1-25-18(22-12(28)13(29)23-25)36-4-6-3-34-15-9(14(30)26(15)10(6)16(31)32)21-11(27)8(24-33-2)7-5-35-17(19)20-7/h5,9,15H,3-4H2,1-2H3,(H2,19,20)(H,21,27)(H,23,29)(H,31,32)/b24-8-/t9-,15-/m1/s1 checkY
    • Key:VAAUVRVFOQPIGI-SPQHTLEESA-N checkY
      (verify)

    ସେଫଟ୍ରାଇଆକ୍ସୋନ (ଇଂରାଜୀ ଭାଷାରେ Ceftriaxone, ବିକ୍ରୟ ନାମ ରୋସେଫିନ) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ସଂକ୍ରମଣରେ ବ୍ୟବ‌ହାର ହୁଏ ।[] ମଧ୍ୟକର୍ଣ୍ଣ ପ୍ରଦାହ , ଏଣ୍ଡୋକାର୍ଡ଼ାଇଟିସ (endocarditis), ମେନିଞ୍ଜାଇଟିସ୍, ନିମୋନିଆ, ହାଡ଼ ଓ ଗଣ୍ଠି ସଂକ୍ରମଣ, ଉଦର ଅଭ୍ୟନ୍ତର ସଂକ୍ରମଣ, ଚର୍ମ ସଂକ୍ରମଣ, ମୂତ୍ରନଳୀଶୈଳୀ ସଂକ୍ରମଣ, ଗନେରିଆ (gonorrhea) ଓ ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ଇତ୍ୟାଦି ସଂକ୍ରମଣରେ ଏହି ଔଷଧ ପ୍ରଭାବଶାଳୀ ହୁଏ । ଅପରେଶନ କରିବା ପୂର୍ବରୁ ଓ କାମୁଡ଼ା କ୍ଷତ ହେବା ପରେ ଏହା ସଂକ୍ରମଣ ପ୍ରତିଷଧ ଭାବରେ ଦିଆଯାଏ । ଶୀରାଭ୍ୟନ୍ତର ଇଞ୍ଜେକସନ ବା ମାଂସପେଶୀରେ ସେଫଟ୍ରାଇଆକ୍ସୋନ ଇଞ୍ଜେକସନ ଦିଆଯାଏ ।[]

    ଆଲର୍ଜି (allergic reaction) ଓ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା । ଡିଫିସିନ ତରଳ ଝାଡ଼ା (C. difficile associated diarrhea), ହେମୋଲାଇଟିକ ଆନିମିଆ (hemolytic anemia), ପିତ୍ତକୋଷ ରୋଗ (gall bladder disease) ଓ ଅପସ୍ମାର ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇପାରେ । ପେନିସିଲିନ ପ୍ରତି ଆନାଫାଇଲାକ୍ସିସ (anaphylaxis) ଥିଲେ ଏହି ଔଷଧ ଦିଆଯାଏ ନାହିଁ କିନ୍ତୁ ସାମାନ୍ୟ ପ୍ରତିକ୍ରିୟା ଥିଲେ ଦିଆଯାଏ  ଶିରାଭ୍ୟନ୍ତର କ୍ୟାଲସିଅମ (calcium) ସାଥିରେ ଏହି ଔଷଧ ଶିରାଭ୍ୟନ୍ତରରେ ଦିଆଯାଏ ନାହିଁ [] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[] ସେଫାଲୋସ୍ପୋରିନ (cephalosporin) ଦଳର ଏହା ତୃତୀୟ ପିଢ଼ି ଔଷଧ ଯାହା ଜୀବାଣୁକୁ କୋଷ କାନ୍ଥ (cell wall) ତିଆରି କରିବାକୁ ପ୍ରତିରୋଧ କରେ ।[]

    ୧୯୮୦ ଦଶକର ଆରମ୍ଭରେ ହଫମାନ-ଲା ରୋସ (Hoffmann-La Roche) ଏହି ଔଷଧ ଆବିଷ୍କାର କରିଥିଲେ ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ସନ ୨୦୧୪ରେ ବିକଶିତ ଦେଶମାନଙ୍କରେ ଏହାର ଡୋଜ ପିଛା ଦାମ ୦.୨୦ରୁ ୨.୩୨ ଆମେରିକୀୟ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଔଷଧର ମୂଲ୍ୟ ପ୍ରାୟ ୨୫ ଡଲାର ।[]

    1. 1 2 3 4 5 "Ceftriaxone Sodium Monograph for Professionals - Drugs.com". www.drugs.com. Retrieved 2016-08-27.
    2. "Ceftriaxone Pregnancy and Breastfeeding Warnings". www.drugs.com. Retrieved 27 August 2016.
    3. Landau, Ralph; Achilladelis, Basil; Scriabine, Alexander (1999). Pharmaceutical Innovation: Revolutionizing Human Health (in ଇଂରାଜୀ). Chemical Heritage Foundation. p. 169. ISBN 9780941901215.
    4. "WHO Model List of Essential Medicines". World Health Organization. April 2015. Retrieved November 2, 2015.
    5. "Ceftriaxone". International Drug Price Indicator Guide. Retrieved 29 August 2016.[permanent dead link]
    6. Facep, Hamilton MD Faaem Facmt (2013). Tarascon Pocket Pharmacopoeia 2014 Deluxe Lab-Coat Edition (in ଇଂରାଜୀ). Jones & Bartlett Publishers. p. 75. ISBN 9781284053999.