Jump to content

ଲାଟାନୋପ୍ରୋସ୍ଟ

ଉଇକିପିଡ଼ିଆ‌ରୁ
(Latanoprostରୁ ଲେଉଟି ଆସିଛି)
ଲାଟାନୋପ୍ରୋସ୍ଟ
Clinical data
Pronunciationla-TAN-oh-prost
Trade namesXalatan, others
AHFS/Drugs.commonograph
MedlinePlusa697003
Pregnancy
category
  • US: C (Risk not ruled out)
    Routes of
    administration
    Topical (eye drops)
    ATC code
    Legal status
    Legal status
    Pharmacokinetic data
    MetabolismActivation by ester hydrolysis, deactivation by beta oxidation
    Onset of action3–4 hours
    Elimination half-life17 minutes (plasma)
    Duration of action≥ 24 hours
    ExcretionMainly via kidney
    Identifiers
    • Isopropyl (Z)-7-[(1R,2R,3R,5S)-3,5-dihydroxy-2- [(3R)3-hydroxy-5-phenylpentyl]-cyclopentyl] hept-5-enoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.162.178 Edit this at Wikidata
    Chemical and physical data
    FormulaC26H40O5
    Molar mass432.593 g/mol
    3D model (JSmol)
    • O=C(OC(C)C)CCC/C=C\C[C@H]2[C@@H](O)C[C@@H](O)[C@@H]2CC[C@@H](O)CCc1ccccc1
    • InChI=1S/C26H40O5/c1-19(2)31-26(30)13-9-4-3-8-12-22-23(25(29)18-24(22)28)17-16-21(27)15-14-20-10-6-5-7-11-20/h3,5-8,10-11,19,21-25,27-29H,4,9,12-18H2,1-2H3/b8-3-/t21-,22+,23+,24-,25+/m0/s1 checkY
    • Key:GGXICVAJURFBLW-CEYXHVGTSA-N checkY
      (verify)

    ଲାଟାନୋପ୍ରୋସ୍ଟ (ଇଂରାଜୀ ଭାଷାରେ Latanoprost, ଏକ ବିକ୍ରୟ ନାମ ଜାଲାଟାନ/Xalatan) ଏକ ଔଷଧ ଯାହା ଚକ୍ଷୁ ମଧ୍ୟସ୍ଥ ଅଧିକ ଚାପର (pressure inside the eye) ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଚକ୍ଷୁ ଉଚ୍ଚ‌ଚାପ (ocular hypertension) ଓ ଓପନ ଆଙ୍ଗଲ ଗ୍ଲକୋମା (open angle glaucoma) ରୋଗମାନଙ୍କରେ ଏହା ଦିଆଯାଏ । ମାନବ ଆଖିରେ ଏହା ଚକ୍ଷୁ ଡ୍ରପ (eye drops) ଆକାରରେ ପକାଯାଏ । ଏହାର ପ୍ରଭାବ ୪ ଘଣ୍ଟାରେ ଆରମ୍ଭ ହୋଇ ଏକ ଦିନ ରହେ । []

    ଲାଟାନୋପ୍ରୋସ୍ଟର ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଶ୍ୟ (blurry vision), ଲାଲ ଆଖି, ଗଲୁ ଓ କଳା ଆଇରିସ ଆଦି ଲକ୍ଷଣ ଦେଖାଯାଏ । ପ୍ରୋସ୍ଟାଗ୍ଲାଣ୍ଡିନ ଆନାଲୋଗ (prostaglandin analogue) ଶ୍ରେଣୀର ଲାଟାନୋପ୍ରୋସ୍ଟ ଏକ ଔଷଧ । [] ଆଖିରେ ଥିବା ଆକ୍ୱିଅସ ହ୍ୟୁମର (aqueous fluid) ୟୁଭିଓସ୍କ୍ଲେରାଲ ଟ୍ରାକ୍ଟ (uveoscleral tract) ମାଧ୍ୟମରେ ଆଖିରୁ ବାହାରିଯାଏ ।[]

    ସନ ୧୯୯୬ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ମଧ୍ୟ ବିକ୍ରୟ ହୁଏ । [] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୨.୫ମି:ଲି: ବୋତଲର କ୍ରୟ ମୂଲ୍ୟ ୦.୬୯ରୁ ୩.୭୯ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ।[]

    1. 1 2 3 "Latanoprost". The American Society of Health-System Pharmacists. Retrieved 8 December 2016.
    2. Patel SS, Spencer CM (1996). "Latanoprost. A review of its pharmacological properties, clinical efficacy and tolerability in the management of primary open-angle glaucoma and ocular hypertension". Drugs Aging. 9 (5): 363–378. doi:10.2165/00002512-199609050-00007. PMID 8922563.
    3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    4. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 413. ISBN 9781284057560.
    5. "Latanoprost". International Drug Price Indicator Guide. Retrieved 8 December 2016.[permanent dead link]