Jump to content

ସେଫାଲେକ୍‌ସିନ୍

ଉଇକିପିଡ଼ିଆ‌ରୁ
ସେଫାଲେକ୍‌ସିନ୍
Clinical data
Trade namesKeflex, Cepol, Ceporexine, Ceporex[]
AHFS/Drugs.commonograph
MedlinePlusa682733
data
Pregnancy
category
  • AU: A
  • US: B (No risk in non-human studies)
    Routes of
    administration
    Oral
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    BioavailabilityWell absorbed
    Protein binding15%
    Metabolism80% excreted unchanged in urine within 6 hours of administration
    Elimination half-lifeFor an adult with normal renal function, the serum half-life is 0.5–1.2 hours[]
    ExcretionRenal
    Identifiers
    • (7R)-3-Methyl-7- (α- D -phenylglycylamino) -3-cephem-4-carboxylic acid monohydrate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.036.142 Edit this at Wikidata
    Chemical and physical data
    FormulaC16H17N3O4S
    Molar mass347.39 g/mol
    3D model (JSmol)
    Melting point326.8 °C (620.2 °F)
    • O=C2N1/C(=C(\CS[C@@H]1[C@@H]2NC(=O)[C@@H](c3ccccc3)N)C)C(=O)O
    • InChI=1S/C16H17N3O4S/c1-8-7-24-15-11(14(21)19(15)12(8)16(22)23)18-13(20)10(17)9-5-3-2-4-6-9/h2-6,10-11,15H,7,17H2,1H3,(H,18,20)(H,22,23)/t10-,11-,15-/m1/s1 checkY
    • Key:ZAIPMKNFIOOWCQ-UEKVPHQBSA-N checkY
      (verify)

    ସେଫାଲେକ୍‌ସିନ୍ (ଇଂରାଜୀରେ Cefalexin) (ଆନ୍ତର୍ଜାତୀୟ ପ୍ରୋପ୍ରାଇଟରୀବିହୀନ ନାମ INN), (ଇଂଲଣ୍ଡରେ BAN) କିମ୍ବା cephalexin (ଆମେରିକାରେ USAN), (ଅଷ୍ରେଲିଆରେAAN) ଏକ ଆଣ୍ଟିବାୟୋଟିକର ନାମ ଯାହା ଆନେକ ଗୁଡ଼ିଏ ଜୀବାଣୁ ଜନିତ ସଂକ୍ରମଣର ଚିକିତ୍ସାରେ ଦିଆଯାଏ । ଏହାକୁ ପାଟିବାଟେ ଦିଆଯାଏ, ଗ୍ରାମ ପଜିଟିଭ ଓ କେତେକ ଗ୍ରାମ ନେଗେଟିଭ ଜୀବାଣୁ ନିମନ୍ତେ ଦିଆଯାଏ । [] ସେଫାଲୋସ୍ପୋରିନ ଦଳର ପ୍ରଥମ ପିଢ଼ି ଔଷଧ, ଏହାର କାର୍ଯ୍ୟକାରୀତା ଏହି ଦଳର ଅନ୍ୟ β-ଲାକ୍‌ଟମ୍ (ଇଂରାଜୀରେ β-lactam) ଆଣ୍ଟିବାୟୋଟିକ ସ‌ହ ସମାନ ଓ ଶୀରାରେ ସେଫାଜୋଲିନ ନାମରେ ଦିଆଯାଏ ।[]

    ଅନେକ ସଂକ୍ରମଣ ରୋଗରେ ଏହା ଦିଆଯାଏ ଯଥା ମଧ୍ୟ କର୍ଣ୍ଣ ସଂକ୍ରମଣ, (middle ear infections), ତଣ୍ଟି ସଂକ୍ରମଣ (strep throat), ଅସ୍ଥି ଓ ଗଣ୍ଠି ସଂକ୍ରମଣ (bonejoint infections), ନିମୋନିଆ pneumonia, ଚର୍ମ ଓ ପରିସ୍ରାନଳୀ ଶୈଳୀ ସଂକ୍ରମଣ । ଅନ୍ତଃହୃଦଶୋଥ/ ଏଣ୍ଡୋକାର୍ଡାଇଟିସ ରୋଗ ନ ହେବା ନିମନ୍ତେ ଦିଆଯାଏ । ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ବିରୁଦ୍ଧରେ ଏହି ଔଷଧ ଅତି ଉପ‌ଯୋଗୀ । ସାମାନ୍ୟ ପେନିସିଲିନ ଆଲର୍ଜି ଥିଲେ ଏହା କାର୍ଯ୍ୟକାରୀ ହୁଏ କିନ୍ତୁ ଅଧିକ ଆଲର୍ଜିରେ ଦିଆଯାଏ ନାହିଁ । ଅନ୍ୟାନ୍ୟ ଆଣ୍ଟିବାୟୋଟିକ ଭଳି ଏହା ସର୍ଦ୍ଦି ବା ଭୁତାଣୁ ସଦୃଶ ଭୁତାଣୁ ରୋଗରେ କାମଦିଏ ନାହିଁ । []

    ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ନାମ: ଆଲର୍ଜି, ପାକସ୍ଥଳୀ-ଅନ୍ତନଳୀ ଗୋଳମାଳ, କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା । [] ଗର୍ଭାବସ୍ଥାରେ ଏହାର କୌଣସି ହାନୀକାରକ ଗୁଣ ନାହିଁ । [][] ସ୍ତନ୍ୟପାନ ନିମନ୍ତେ ଏହା ବିପଦମୁକ୍ତ । [] ପିଲା ଓ ୬୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କ ନିମନ୍ତେ ମଧ୍ୟ ଉପାଦେୟ । ବୃକ୍‌କ ବା କିଡନି ରୋଗ ଥିଲେ ମାତ୍ରା କମ ଦିଆଯାଏ । []

    ଆମେରିକାରେ ସନ ୨୦୧୨ରେ ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ୧୦୦ଟି ଔଷଧ ମଧ୍ୟରୁ ଏହା ଗୋଟିଏ । [] ଅଷ୍ଟ୍ରେଲିଆରେ ୧୫ଟି ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ଔଷଧ ମଧ୍ୟରୁ ଏହା ଗୋଟିଏ । [] ଏହା ୧୯୬୭ ମସିହାରେ ପ୍ରସ୍ତୁତ କରାଯାଇଥିଲା[] ଓ ୧୯୬୯- ୧୯୭୦ ମସିହାରେ ଅନେକ କମ୍ପାନୀ ଯଥା ଗ୍ଲାକ୍ସୋ ୱେଲକମ ଓ ଏଲି ଲିଲି ଏହାକୁ କେଫ୍ଲେକ୍ସସେପୋରେକ୍ସ ନାମରେ ବିକ୍ରି ଆରମ୍ଭ କରିଥିଲେ । [][୧୦] ଏହା ଜେନେରିକ ଔଷଧ ହିସାବରେ କମ୍ପାନୀ ଟ୍ରେଡ ନାମରେ ମିଳେ ଓ ଅତି ଦାମିକା ମଧ୍ୟ ନୁହେଁ । [][୧୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ପ୍ରଣାଳୀ ନିମିତ୍ତ ଅତିଦରକାରୀ ଔଷଧ ତାଲିକାରେ ଏହାର ନାମ ଅଛି । [୧୨]

    1. 1 2 McPherson, Edwin M. (2007). Pharmaceutical Manufacturing Encyclopedia (3rd ed.). Burlington: Elsevier. p. 915. ISBN 9780815518563.
    2. McEvoy, G.K. (ed.). American Hospital Formulary Service — Drug Information 95. Bethesda, MD: American Society of Hospital Pharmacists, Inc., 1995 (Plus Supplements 1995)., p. 166
    3. 1 2 3 4 5 6 "Cephalexin". The American Society of Health-System Pharmacists. Retrieved Apr 21, 2014.
    4. Brunton, Laurence L. (2011). "53, Penicillins, Cephalosporins, and Other β-Lactam Antibiotics". Goodman & Gilman's pharmacological basis of therapeutics (12th ed.). New York: McGraw-Hill. ISBN 978-0071624428.
    5. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    6. Wendy Jones (2013). Breastfeeding and Medication. Routledge. p. 227. ISBN 9781136178153.
    7. Bartholow, Michael. "Top 200 Drugs of 2012". Pharmacy Times. Archived from the original on 17 May 2014. Retrieved 22 April 2014.
    8. Australia's Health 2012: The Thirteenth Biennial Health Report of the Australian Institute of Health and Welfare. Australian Institute of Health and Welfare. 2012. p. 408. ISBN 9781742493053.
    9. [compiled; Hey], edited by Edmund (2007). Neonatal formulary 5 drug use in pregnancy and the first year of life (5th ed.). Blackwell. p. 67. ISBN 9780470750353. {{cite book}}: |author2= has generic name (help)
    10. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 267. ISBN 9783527326693.
    11. Hanlon, Geoffrey; Hodges, Norman (2012). Essential Microbiology for Pharmacy and Pharmaceutical Science. Hoboken: Wiley. p. 140. ISBN 9781118432433.
    12. "WHO Model List of EssentialMedicines" (PDF). World Health Organization. October 2013. p. 6. Retrieved 22 April 2014.