କ୍ଲୋରପ୍ରୋମାଜିନ

ଉଇକିପିଡ଼ିଆ‌ରୁ
କ୍ଲୋରପ୍ରୋମାଜିନ
Skeletal formula of chlorpromazine
Ball-and-stick model of the chlorpromazine molecule
Clinical data
Trade namesLargactil, Thorazine, others
AHFS/Drugs.commonograph
MedlinePlusa682040
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral (tablets and syrup available), rectal, IM, IV infusion
ATC code
Legal status
Legal status
Pharmacokinetic data
Bioavailability10-80% (Oral; large interindividual variation)[୧]
Protein binding90-99%[୧]
MetabolismLiver, mostly CYP2D6-mediated[୧]
Elimination half-life30 hours[୨]
ExcretionUrine (43-65% in 24 hrs)[୧]
Identifiers
  • 3-(2-chloro-10H-phenothiazin-10-yl)-N,N-dimethyl-propan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.042 Edit this at Wikidata
Chemical and physical data
FormulaC17H19ClN2S
Molar mass318.86 g/mol (free base)
355.33 g/mol (hydrochloride)
3D model (JSmol)
  • CN(C)CCCN1c2ccccc2Sc3c1cc(cc3)Cl
  • InChI=1S/C17H19ClN2S/c1-19(2)10-5-11-20-14-6-3-4-7-16(14)21-17-9-8-13(18)12-15(17)20/h3-4,6-9,12H,5,10-11H2,1-2H3 checkY
  • Key:ZPEIMTDSQAKGNT-UHFFFAOYSA-N checkY
  (verify)

କ୍ଲୋରପ୍ରୋମାଜିନ (ସିପିଜେଡ୍), ବ୍ୟବସାୟୀକ ନାମ ଥୋରାଜିନଲାର୍ଗାକ୍ଟିଲ ଏକ ମନୋବିକାରି ପ୍ରଭାବକାରୀ ଔଷଧ । ପ୍ରାଥମିକ ଭାବେ ଏହା ମନୋବିକାର ରୋଗ ଯେପରିକି ସିଜୋଫ୍ରେନିଆ ରୋଗରେ ବ୍ୟବ‌ହୃତ ହେଉଥିଲା । ବ୍ୟବ‌ହୃତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ: ବାଇପୋଲାର ଡିଜଅର୍ଡ଼ର, ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ଡିଜଅର୍ଡ଼ର, ଅଇବାନ୍ତି, ଅପରେଶନ ପୂର୍ବ ଉତ୍କଣ୍ଠା ଓ ଅନ୍ୟ ଚିକିତ୍ସାରେ ଉପଶମ ହୋଇ ନ ଥିବା ହିକ୍କା । ଏହା ପାଟିରେ, ମାଂସପେଶୀ ଇଞ୍ଜେକସନ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ଶୁଖିଲା ପାଟି, ଠିଆ ହେଲେ କମ ରକ୍ତଚାପ, ଅଧିକ ଓଜନ ଓ ଚଳପ୍ରଚଳ ସମସ୍ୟା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏଥିରେ ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଓ କମ ଶ୍ୱେତ ରଲ୍ତ କଣିକା ଇତ୍ୟାଦି ଅସୁବିଧା ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନ୍‌ସିଆ ଯୋଗୁ ସାଇକୋସିସ ହେଲେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ଗର୍ଭାବସ୍ଥାରେ ଏହାର ସୁରକ୍ଷା ବିଷୟ ସନ୍ଦିହାନ ଅଛି । ଟିପିକାଲ ଆଣ୍ଟିସାଇକୋଟିକ ଶ୍ରେଣୀର କ୍ଲୋରପ୍ରୋମାଜିନ ଏକ ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଏହା ଡୋପାମିନ ଆଣ୍ଟାଗୋନିସ୍ଟ ଭାବରେ କାମ କରୁଥିବା ବିଶ୍ୱାସ କରାଯାଏ । ଏହାର ଆଣ୍ଟି-ସେରୋଟୋନର୍ଜିକଆଣ୍ଟିହିସ୍ଟାମିନର୍ଜିକ ଗୁଣ ଅଛି ।[୨]

କ୍ଲୋରପ୍ରୋମାଜିନ ପ୍ରଥମ ଆଣ୍ଟିସାଇକୋଟିକ ଭାବରେ ସନ ୧୯୫୧ରେ ଆବିଷ୍କୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ମାନସିକ ରୋଗ ଇତିହାସରେ ଏହାକୁ ଏକ ବିରାଟ ପ୍ରଗତି ରୂପେ ବିବେଚନା କରାଯାଏ ।[୫][୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୦୨ରୁ ୦.୧୨ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦିନ‌କର ଖର୍ଚ୍ଚ ପ୍ରାୟ ୨ ଡଲାର ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "PRODUCT INFORMATION LARGACTIL" (PDF). TGA eBusiness Services. Sanofi Aventis Pty Ltd. 28 ଅଗଷ୍ଟ 2012. Retrieved 8 ଡିସେମ୍ବର 2013.
  2. ୨.୦ ୨.୧ ୨.୨ ୨.୩ ୨.୪ "Chlorpromazine Hydrochloride". The American Society of Health-System Pharmacists. Retrieved 1 ଡିସେମ୍ବର 2015.
  3. Ban, TA (ଅଗଷ୍ଟ 2007). "Fifty years chlorpromazine: a historical perspective". Neuropsychiatric disease and treatment. 3 (4): 495–500. PMID 19300578.
  4. "WHO Model List of Essential Medicines" (PDF). World Health Organization. ଅକ୍ଟୋବର 2013. Retrieved 22 ଅପ୍ରେଲ 2014.
  5. López-Muñoz, F; Alamo, C; Cuenca, E; Shen, WW; Clervoy, P; Rubio, G (2005). "History of the discovery and clinical introduction of chlorpromazine". Annals of clinical psychiatry : official journal of the American Academy of Clinical Psychiatrists. 17 (3): 113–35. PMID 16433053.
  6. Shorter, Edward (2005). A historical dictionary of psychiatry. New York: Oxford University Press. p. 6. ISBN 9780198039235.
  7. "Chlorpromazine HCL". International Drug Price Indicator Guide. Archived from the original on 29 ମାର୍ଚ୍ଚ 2017. Retrieved 1 ଡିସେମ୍ବର 2015.