ମେଫ୍ଲୋକ୍ୱିନ
Clinical data | |
---|---|
Trade names | Lariam, Mephaquin, Mefliam |
AHFS/Drugs.com | monograph |
Pregnancy category | |
Routes of administration | oral |
ATC code | |
Legal status | |
Legal status | |
Pharmacokinetic data | |
Metabolism | Extensively hepatic; main metabolite is inactive |
Elimination half-life | 2 to 4 weeks |
Excretion | Primarily bile and feces; urine (9% as unchanged drug, 4% as primary metabolite) |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
NIAID ChemDB | |
Chemical and physical data | |
Formula | C17H16F6N2O |
Molar mass | 378.312 g/mol |
3D model (JSmol) | |
| |
| |
(what is this?) (verify) |
ମେଫ୍ଲୋକ୍ୱିନ,ଏକ ବିକ୍ରୟ ନାମ ଲାରିଆମ, ଏକ ଔଷଧ ଯାହା ମ୍ୟାଲେରିଆର ଚିକିତ୍ସା ଓ ପ୍ରତିଷେଧକ ଭାବେ ବ୍ୟବହୃତ ହୁଏ । [୧] ପ୍ରତିଷେଧକ ଭାବେ ବ୍ୟବହୃତ ହେଲେ ଏହା ସପ୍ତାହକୁ ଥରେ ଦିଆହୁଏ ଓ ରୋଗ ସଂସ୍ପର୍ଶରେ ଆସିବାର ସମ୍ଭାବନା ଥିଲେ ଏକ ବା ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ କରାଯାଏ ଓ ୪ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ । ସାମାନ୍ୟ ଓ ମଧ୍ୟମ ଧରଣର ମ୍ୟାଲେରିଆରେ ଏହା ଦିଆଯାଏ କିନ୍ତୁ ସାଂଘାତିକ ରୋଗରେ ଦିଆଯାଏ ନାହିଁ । ଏହା ପାଟିରେ ଦିଆଯାଏ । [୧]
ଏହି ଔଷଧର କେତେକପାର୍ଶ୍ୱ ପ୍ରତିକ୍ରିୟାରେ ହେଉଥିବା ମାନସିକ ସମସ୍ୟାମାନଙ୍କର ନାମ ଅବସାଦ, ଉତ୍କଣ୍ଠା ଓ ସ୍ନାୟବିକ ସମସ୍ୟା ଯଥା: କାନରେ ଶବ୍ଦ ଶୁଣାଯିବା,ବାତ ଓ ଦୁର୍ବଳ ଶାରୀରିକ ସନ୍ତୁଳନ ହୁଏ । ଅପସ୍ମାର ଓ ମାନସିକ ସମସ୍ୟା ଥିବା ଲୋକଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ବାନ୍ତି, ତରଳ ଝାଡ଼ା, ମୁଣ୍ଡବଥା ଓ ରାସ ଆଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଅନ୍ୟ କୌଣସି ଉପାୟ ନ ଥିଲେ ଏହା ଦିଆଯାଇପାରେ ଅନ୍ୟଥା ଏହା ଦିଆଯାଏ ନାହିଁ । ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ । [୧]
ଯୁକ୍ତରାଷ୍ଟ୍ର ଆମେରିକାର ସେନାଦ୍ୱାରା ସନ ୧୯୭୦ରେ ପ୍ରଥମେ ମେଫ୍ଲୋକ୍ୱିନ ପ୍ରସ୍ତୁତ କରାଯାଇଥିଲା ଓ ୧୯୮୦ ମଦ୍ୟଭାଗରେ ବ୍ୟବହାର କରାଗଲା । [୨][୩][୪]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ଦୈନିକ ପ୍ରାୟ ୦.୬ରୁ ୧.୩ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଡୋଜ ପିଛା ଖର୍ଚ୍ଚ ୧୦ ଡଲାର । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Lariam". The American Society of Health-System Pharmacists. Retrieved 27 Nov 2015.
- ↑ Croft, AM (2007). "A lesson learnt: the rise and fall of Lariam and Halfan". J R Soc Med. 4 (4): 170–4. doi:10.1258/jrsm.100.4.170. PMC 1847738. PMID 17404338.
- ↑ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 136. ISBN 9783527326693.
- ↑ Junghanss, Jeremy Farrar, Peter J. Hotez, Thomas (2013). Manson's tropical diseases (23rd ed.). Oxford: Elsevier/Saunders. p. 569. ISBN 9780702053061.
{{cite book}}
: CS1 maint: multiple names: authors list (link) - ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Mefloquine". International Drug Price Indicator Guide. Retrieved 27 November 2015.[permanent dead link]